31.1 C
Bhubaneswar
Saturday, April 25, 2026
-Advertisement-

କଟକରେ ପତାକା ଉତ୍ତୋଳନ ସହ ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ

ଆଜି କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିବା ସହ ପୂର୍ବ...

ବିଜେଡ଼ିକୁ ଜୟନାରାୟଣଙ୍କ ଟାର୍ଗେଟ:କହିଲେ ଦଳ ନ ମରି ବଞ୍ଚିକି ଥାଉ

କିଛି ଦିନରୁ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେଡ଼ିର ଏହି ନିଲମ୍ବନକୁ ନେଇ, ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ ତାଚ୍ଛଲ୍ୟ କରିଛନ୍ତି ଯେ, "ଭଗବାନ...

୨୦୨୬ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର:ଓଡ଼ିଶାରୁ ପାଇବେ ୪ ଜଣ

ଭାରତ ସରକାରଙ୍କ ଦ୍ୱାରା ୨୦୨୬ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ୨୦୨୬ ବର୍ଷରେ ୧୩୧ ଜଣ ପାଇବେ ପଦ୍ମ ପୁରସ୍କାର । ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଘୋଷଣା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ସୋଇଥିବା ବେଳେ ହତ୍ୟା

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଥମିବାର ନାଁ ନେଉନି । ଶୁକ୍ରବାର ରାତିରେ ନରସିନ୍ଦିରେ ୨୩ ବର୍ଷୀୟ ଚଞ୍ଚଲ ଭୌମିକଙ୍କୁ ତାଙ୍କରି ଦୋକାନାରେ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଘଟଣା ଦିନ ରାତିରେ ଚଞ୍ଚଲ ଗ୍ୟାରେଜରେ ଶୋଇଥିବାବେଳେ,...

ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ

ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଅଛି। ଜଣେ ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇ ସଙ୍ଗୀତ ଜଗତ ପୁରା ଶୋକାକୂଳ ହୋଇଯାଇଛି। ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ...

ପରଲୋକରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର

ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ପରଲୋକ ଘଟିଛି। ସେ ଲିଭର ଜନିତ ରୋଗରେ ପୀଡିତ ଥିଲେ। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ...

ଋଣ କରିବାକୁ କହି ଲୁଟି ନେଲେ ୩ କୋଟି

କେନ୍ଦୁଝର ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗ ଅଧିକାରୀ କହି ଲୋକଙ୍କଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା । ମହିଳାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ମହିଳାଙ୍କୁ ଋଣ କରାଇଦେବା ପ୍ରତିଶ୍ରୁତି ଦେଇ ୩ କୋଟି...

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜିର ହେବାକୁ ନିର୍ଦ୍ଦେଶ

ଅଡ଼ୁଆରେ ପଡ଼ିଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ଓ କଟକ ଜିଲ୍ଲାପାଳ । ହାଇକୋର୍ଟରେ ହାଜର ହେବାକୁ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ ସଚିବଙ୍କ ସହ ପୌର...

ବିଜେଡ଼ିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର

ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅରବିନ୍ଦ । ଖୋଲାଖୋଲା ଆଲୋଚନା...

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବାପରେ ପରେ ରାଜଭବନରେ ରାତ୍ରି ଯାପନ କରିବେ । ୩ ତାରିଖରେ ବାଲେଶ୍ୱର...
- Advertisement -

Latest article

Verde casino app: recensione delle funzionalità più innovative

In questo articolo esploreremo le funzionalità più innovative dell'app verde casino, un'applicazione che ha catturato l'attenzione degli appassionati di gioco online. Analizzeremo le sue...

De voordelen van het spelen van BetMGM Casino slots voor echt geld in Nederland

In dit artikel bespreken we de voordelen van het spelen van BetMGM Casino slots voor echt geld in Nederland. We zullen ingaan op de...

Kako Odgovorno Igrati u PSK Casinu i Uživati u Svakom Trenutku

U ovom članku istražit ćemo kako odgovorno igrati u PSK Casinu, uz savjete koji će vam pomoći da uživate u svakom trenutku igre. Razgovarat...