ନିଆଁ ଲିଭାଉଛନ୍ତି ହଜାରରୁ ଅଧିକ କର୍ମଚାରୀ
ନିଆଁ ଲିଭାଉଛନ୍ତି ହଜାରରୁ ଅଧିକ କର୍ମଚାରୀ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ୮ ଶହ ବନ କର୍ମଚାରୀ , ୨୫୦ ଜଙ୍ଗଲ ଜଗୁଆଳୀ ନିୟୋଜିତ ଅଛନ୍ତି ନିଆଁ ଲିଭା କାର୍ଯ୍ୟରେ । ୪୦ଟି...
22 ବର୍ଷ ପରେ ବିବନକୁ ଚିହ୍ନିବେ ଅଞ୍ଜନା
ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ଶେଷ ଅଧ୍ୟାୟ ପାଇଁ ପ୍ରସ୍ତୁତି । ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ କମିଶନରେଟ ପୋଲିସ ଗିରଫ କରିବା ପରେ ସିବିଆଇ ବିବିନର ଟିଆଇ ପରେଡ କରିବ । ଆସନ୍ତାକାଲି ଝାରପଡା ଜେଲରେ ବିବନର...
ମିଶନ କୋଟିଆ : ସୀମାନ୍ତ ଗାଁର ବିକାଶ ପାଇଁ ଜିଲ୍ଲା ପ୍ରଶାସନର ବ୍ଲୁ ପ୍ରିଣ୍ଟ
କୋଟିଆର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପରେ ଚେତିଛି ପ୍ରଶାସନ । ସୀମାନ୍ତବର୍ତ୍ତି ଗାଁ ଗୁଡିକରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଚେତନ କରାଇବା କାମରେ ଏବେ...
ଛାତ୍ର କଂଗ୍ରେସର କମ୍ପନ ସମାବେଶ
ବେରଜଗାରୀ, ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଆୟୋଜନ କରାଯାଇଥିଲା କମ୍ପନ ସମାବେଶ । ନବୀନ ନିବାସ ଘେରାଉ କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇଥିବା ବେଳେ ରାଜମହଲ ଛକ ନିକଟରେ...
ଏସିଡ୍ ଆକ୍ରମଣ ପୀଡିତା ପ୍ରମୋଦିନୀଙ୍କ ଜୀବନ ସାଥି ସାଜିବେ ସରୋଜ
ବିବାହ ବନ୍ଧନରେ ବାନ୍ଧି ହେବେ ଓଡିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବରେ ଗ୍ରହଣ କରିବେ । ଏସିଡ ଆକ୍ରମଣରେ ପ୍ରମୋଦିନୀଙ୍କର ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲେ ବି ତାଙ୍କ...
ମହିଳା ଫୁଟବଲ୍ ଲିଗ୍ ଜର୍ସି ଉନ୍ମୋଚିତ
ଓଡିଶା ମହିଳା ଫୁଟବଲ୍ ଲିଗ୍ ପାଇଁ ଆଜି ଜର୍ସି ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଜର୍ସି ଉନ୍ମୋଚନ କରାଯାଇଥିଲା । ଆସନ୍ତାକାଲି ଠାରୁ ଏହି ମ୍ୟାଚ ଆରମ୍ଭ ହେବ । ଏହି ଲିଗରେ 6...
ଯାତ୍ରା ପାଇଁ ମିଳିଲା ଅନୁମତି
ମାର୍ଚ୍ଚ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । କରୋନାର ନୂଆ ଭୂତାଣୁକୁ ନେଇ ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ସମେତ କିଛି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଜାରି...
ଆହୁରି ବଢିବ ତାତି
ଫେବୃଆରୀ ମାସ ନ ସରୁଣୁ ଭୟଙ୍କର ଭାବେ ବଢିଲାଣି ତାତି । ରାଜଧାନୀ ଭୁବନେଶ୍ବରରେ ତାତି ରେକର୍ଡ ଭାଙ୍ଗିଲାଣି । ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ଚାଳିଶ ଡିଗ୍ରୀ ଡେଇଁସାରିଥିବା ବେଳେ ଆଗାମୀ ପାଞ୍ଚଦିନ ଯାଏଁ ତାତିର ପ୍ରକୋପ...
ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ
ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ । ବାଚନିକ ଭାବେ ସଂକଳ୍ପ ପାରିତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ସଂପର୍କରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜଷ୍ଟିସ ବି.ପି. ଦାସ କମିଶନଙ୍କ ସୁପାରିଶ...
ସକାଳ ସାତରୁ ସ୍କୁଲ୍
ଖରା ପାଇଁ ସ୍କୁଲ ସମୟ ବଦଳାଇଲେ ସରକାର । ଏଣିକି ସକାଳୁଆ ସ୍କୁଲ ହେବ । ନବମ ଓ ଏକାଦଶ କ୍ଲାସ ସକାଳ ସାତଟାରୁ ସକାଳ 9 ଟା ଏବଂ ଦଶମ ଓ ଦ୍ବାଦଶ କ୍ଲାସ ପିଲା ସକାଳ 9ଟାରୁ...















