30 C
Bhubaneswar
Friday, August 14, 2026
-Advertisement-

କେବେ, କେଉଁଠି ଆରମ୍ଭ ହୋଇଥିଲା ମହିଳା ଦିବସ

ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି । ମହିଳାଙ୍କର ଅଧିକାର ହେଉ ଅବା ସମାଜରେ ସମାନତା । ଆଗକୁ ବଢୁଥିବା ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ମାର୍ଗଦର୍ଶକ...

କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ରାଉରକେଲାରେ ଡାକ୍ତରଙ୍କ କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ । ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍ । ଆରଏମଆରସିରୁ ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ରାଉରକେଲା ଏଲଜିଏଚରେ ରିପୋର୍ଟ ପଜିଟିଭ୍ ଆସିଥିଲା । ୩...

ମାଡ ମାରି ୫ ଗିରଫ

ଗତକାଲି ଭୁବନେଶ୍ୱର ସିଆରପି ଛକରେ ଖେଳିଯାଇଥିଲା ଚାଞ୍ଚଲ୍ୟ । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ସିଆରପି ଛକ । ଆକ୍ରମଣ କରିଥିବା ଦୁଇ ଭାଇଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ଛେଚିଥିଲେ । ପିସିଆର ଭ୍ୟାନର କାଚକୁ ଭାଙ୍ଗି ଦୁଇ...

ଓଡିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ସୁଫଳ

ପିଏମ୍ କିଷାନ ଯୋଜନାର ସୁଫଳ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ପିଏମ କିଷାନ ୟୋଜନାର ଲାଭ କିପରି ଓଡିଶାର ଯୋଗ୍ୟ ଚାଷୀ ପାଇପାରିବେ, ସେଥିପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ସିଆରପି ଛକରେ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ବର ସିଆରପି ଛକରେ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଲେ ଜଣେ ଯୁବକଙ୍କୁ । ଦିନ ଦ୍ବିପହରେ ଘଟିଛି ଏମିତି ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଶୀକାର ହୋଇଛନ୍ତି ପିକଅପ୍ ଭ୍ୟାନ୍ ଡ୍ରାଇଭର ।...

ଗଜପତିଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ତଥା ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ ଏହି...

ସତେଜ ହୋଇଛି ବାଇଶ ବର୍ଷ ତଳର ଅପରାଧ

ପୁଣି ସତେଜ ହୋଇଛି ବାଇଶ ବର୍ଷ ତଳର ଅପରାଧ । ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଦୁଇଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ ଆଜି ସିନ୍ ରିକ୍ରିଏଟ୍ କରିଥିଲା । ବାରଙ୍ଗ ରାସ୍ତାରେ କେଉଁଠି ଏବଂ...

ସବୁ ପଞ୍ଚାୟତରେ ଖୋଲିବ ‘ମୋ ସେବା’

ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓଡିଶା ୱାନ୍ ପୋର୍ଟାଲ । ଘର ପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଏହା ଯୁଗାନ୍ତକାରୀ ପଦକ୍ଷେପ । ସେବା, ସମ୍ମାନ ସରକାରଙ୍କର ମୂଳ ଲକ୍ଷ୍ୟ । ଆଗକୁ ରାଜ୍ୟରେ ସବୁ...

ବଢିଲା ବସ୍ ଭଡା

ତୈଳଦର ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ବସ୍ ଭଡା ବଢାଇଛନ୍ତି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଚ୍ଛା ପାଞ୍ଚ ପଇସା ବୃଦ୍ଧି କରିଥିବା ବେଳେ ଡିଲକ୍ସ ଓ ଏସି ବଡ ଭଡା 10 ପଇସା ଲେଖାଏ...

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ କରିବ ମିତ୍ତଲ

କେନ୍ଦ୍ରାପଡାରେ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ । ଆର୍ସେଲର ମିତ୍ତଲ କଂପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପରେ ରାଜ୍ୟ ସରକାର ଓ ଆର୍ସଲର ମିତ୍ତଲ କଂପାନୀ ମଧ୍ୟରେ...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...