29.1 C
Bhubaneswar
Friday, August 14, 2026
-Advertisement-

ପିଲାଚୋରୀ ଅଭିଯୋଗରେ ଦୁଇ ଯୁବତୀ ଗିରଫ

ବାରିପଦା ମେଡିକାଲରୁ ଶିଶୁକନ୍ୟା ଚୋରୀ କରିବା ଅଭିଯୋଗରେ ଦୁଇ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଝାରପୋଖରିଆ ଥାନା ଅନ୍ତର୍ଗତ ବାଲାଡିହି ଗାଁର ରାଇମଣୀ ଟୁଡୁ ଚାରିଦିନ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବୁଧବାର ଅପରାହ୍ନରେ...

ଓଟିଟି ଓ ସୋସିଆଲ ମିଡିଆ ପାଇଁ ଜାରି ହେଲା ଗାଇଡଲାଇନ୍

ଓଟିଟି ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ ଡାରି କରିଛନ୍ତି । ଗାଇଡଲାଇନ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, ତିନିମାସ ଭିତରେ ନୂଆ ଗାଇଡଲାଇନ୍...

‘ବାଳ’ ସ୍ମଗଲିଙ୍ଗ ଯୋଗୁ ବର୍ଷକୁ 150 କୋଟି ହରାଉଛି ଭାରତ

ମଣିଷର 'ବାଳ' ସ୍ମଗଲିଙ୍ଗ ଯୋଗୁ ଭାରତକୁ ପ୍ରତିବର୍ଷ ଦେଢଶହ କୋଟିରୁ ଅଧିକ ଟଙ୍କା ହରାଇବାକୁ ପଡୁଛି । ମିଳିଥିବା ତଥ୍ୟ ଅନୁଯାୟୀ, ଏହି ସ୍ମଗଲିଙ୍ଗ କାରବାର ମିଆଁମାର, ବାଂଲାଦେଶ, ଭିଏତନାମ ଓ ଚାଇନା ପର୍ଯ୍ୟନ୍ତ ଲମ୍ବିଛି । ପଶ୍ଚିମବଙ୍ଗ ବହିଃଶୁଳ୍କ...

କଂଗ୍ରେସର ପୁରୁଣା ରୋଗ, ଦୁଇଗୋଷ୍ଠୀ ମୁହାଁମୁହିଁ

କଂଗ୍ରେସ ଭବନରେ ଆଜି ଦେଖିବାକୁ ମିଳିଛି ଦଳୀୟ ଗୋଷ୍ଠୀକନ୍ଦଳର ଉଗ୍ରରୂପ । ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏପରିକି ବୈଠକ ପାଇଁ ତିଆରି କରାଯାଇଥିବା ମ଼ଞ୍ଚକୁ ଅନ୍ୟ ଗୋଷ୍ଠୀ ଭାଙ୍ଗିଦେଇଛନ୍ତି । ଓବିସି...

ବୟସ୍କଙ୍କୁ ଟିକା ପାଇଁ ଜାରି ହେଲା ଗାଇଡଲାଇନ୍

ଆସନ୍ତା ମାର୍ଚ୍ଚ ପହିଲାରୁ ୬୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ । ଏହି ବୟସ ବର୍ଗର ପ୍ରାୟ ୧୦ କୋଟି ଲୋକଙ୍କୁ ଦିଆଯିବ ଏହି ଟିକା । ସେହିଭଳି ୪୫ ବର୍ଷ ବୟସରୁ ଅଧିକ...

ବାବୁସାନଙ୍କୁ ଦେଖି ଚିଣ୍ଟୁ ଖୁସ୍

ବାବୁସାନଙ୍କୁ ପାଖରେ ଦେଖି ଚିଣ୍ଟୁ ବହୁତ ଖୁସି । ଦେହରେ ଅତ୍ୟନ୍ତ ପିଡା ଅନୁଭବ କରୁଥିଲେ ବି ଚିଣ୍ଟୁର ମନ ବେଶ୍ ପ୍ରଫୁଲ୍ଲିତ । ଚିଣ୍ଟୁ କୁ ୧୪ ବର୍ଷ । ୧୧ କେଭି ବିଦ୍ୟୁତ୍ ଲାଗି ଚିଣ୍ଟୁ ତାର...

ଉପନିର୍ବାଚନ ପୂର୍ବରୁ ପିପିଲି ପ୍ୟାକେଜ

ପିପିଲି ଉପନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ପାଇଁ 70 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ମଧ୍ୟରେ ରହିଛି ପିପିଲି-ଡେଲାଙ୍ଗ ଅଞ୍ଚଳରେ ରାସ୍ତାଘାଟର ବିକାଶ, ଜଳସେଚନରେ...

ସାଇକେଲରେ ବିଧାନସଭା ଗଲେ ବିଧାୟକ

ବଢିବାରେ ଲାଗିଛି ପେଟ୍ରୋଲ , ଡିଜେଲ ଦର ।ଏହାର ପ୍ରତିବାଦରେ କଂଗ୍ରେସ କରିଛି ସାଇକେଲ ରାଲି । କଂଗ୍ରେସ ଭବନ ପାଖରୁ ଲୋୟର ପିଏମଜି ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ସାଇକେଲ ରାଲି କରାଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର...

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ କ୍ଲାସ୍

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ । ବଢୁଥିବା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ପୁନର୍ବିଚାର କରାଯାଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା...

2021-22 ପାଇଁ ଓଡିଶା ବଜେଟ : ଶହେ କୋଟିର ବ୍ୟୟବରାଦ, 6 ହଜାର କୋଟି ବଳକା

2021-22 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଆଗତ କରିଛନ୍ତି । ବଜେଟରେ 100 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିସହିତ 17,468 କୋଟି ଟଙ୍କାର କୃଷି ବଜେଟ ଆଗତ କରିଛନ୍ତି ।...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...