ମେଡିସିନ ପାଇଁ ଘୋଷଣା ହେଲା ନୋବେଲ
ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ହାର୍ଭେ ଜେ. ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ.ରାଇସଙ୍କ ନା ଘୋଷଣା ହୋଇଛି ।...
ଋଣ ପାଇଁ ବ୍ୟାଙ୍କ ଲୁଟ୍
ଭୁବନେଶ୍ବରର ଦୁଇଟି ବ୍ୟାଙ୍କରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ I ଦୁଇଟି ବ୍ୟାଙ୍କରୁ ଋଣ ନେଇଥିବା ସୌମ୍ୟ ରଂଜନ ଜେନା ନାମକ ଜଣେ ଯୁବକ ଲକ୍ ଡାଉନ ସମୟରେ ବ୍ୟାଙ୍କ ଋଣ ପରିଶୋଧ କରିପାରି ନଥିଲେ...
କମୁଛି ସଙ୍କ୍ରମଣ ବଢୁଛି ମୃତ୍ୟୁହାର
ରାଜ୍ୟରେ ଆଜି ୧୭ ମୁଣ୍ଡ ନେଇଛି କରୋନା ଭାଇରସ । କଟକ ଓ ପୁରୀରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱର, ବୌଦ୍ଧ ଓ ଖୋର୍ଦ୍ଧାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।...
ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ
ରାଜଧାନୀରେ ବିଚ୍ ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ I ମାରଣାସ୍ତ୍ର ଧରି ବାଇକରେ ଅପରାଧୀମାନେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ I ଦିନ ଦ୍ବିପହରେ ଏହି ଘଟଣା ଘଟିଥିଲେ ବି ଅପରାଧୀଙ୍କୁ ପ୍ରତିରୋଧ କରିବା ପାଇଁ...
୧୫ ମୃତ, ୩୩୨୬ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ୧୫ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା-୨, ବୌଦ୍ଧ, ଜଗତସିଂହପୁର...
ବିଜେପି ନେତାଙ୍କ ବୟାନ: କରାଯାଇନି ଦୁଷ୍କର୍ମ
ହାଥରସ୍ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟିର ନେତା ବିନୟ କଟିୟାରଙ୍କ ବିବାଦିୟ ବୟାନ୍ । ବିନୟ କଟିୟାରଙ୍କ କହିଛନ୍ତି, ହାଥରସ୍ରେ କିଛି ବି ଦୁଷ୍ଟାଚାର ହୋଇନାହିଁ, କି କାହାକୁ ଦୁଷ୍କର୍ମ କରାଯାଇନି । ଏସବୁ ବେକାର କଥା ।...
ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର
କରୋନାରୁ ସୁସ୍ଥ ହେବାପରେ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।
ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର...
ହାଥରସ୍ ଘଟଣା: ପିଡୀତାଙ୍କ ପରିବାର ଆଣିଲେ ସାଂଘାତିକ ଅଭିଯୋଗ
ହାଥରସ୍ ଘଟଣାରେ ସମଗ୍ର ଦେଶବାସୀ ବ୍ୟଥିତ । ୨୭ ଘଣ୍ଟା ପରେ ପିଡୀତାଙ୍କ ପରିବାରକୁ ଭେଟିଛନ୍ତି ସାମ୍ବାଦିକ । ଏବଂ ପରିବାରଙ୍କୁ ଭେଟିବା ପରେ ଯେଉଁ କଥା ସାମ୍ନାକୁ ଆସିଛି , ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ...
୩୦ ଜିଲ୍ଲାରୁ ୩୦୩୫ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ କରୋନାରେ ୧୭ ଜଣଙ୍କ ଜୀବନ ଯାଇଛି । ବାଲେଶ୍ୱର ଓ ଢେଙ୍କାନାଳରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଜଗତସିଂହପୁର , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ...
ଭୁବନେଶ୍ୱରରେ ୧୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା
କ୍ୟାପିଟାଲରେ ଶତକ ପାର୍ କଲା କରୋନା ସଙ୍କ୍ରମଣ ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୪ ଜଣଙ୍କୁ ମିଶାଇ ଏହି ସଂଖ୍ୟା ୧୦୦ ପାର୍ କରିଛି ।...
















