ମହିଳାଙ୍କ ଉପରେ ଆଧାରିତ ପୁସ୍ତକ ଭାରତୀୟ ମହିଳା,ପ୍ରତିବନ୍ଧକର ବିନାଶକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ଏହି ପୁସ୍ତକକୁ ଲୋକାର୍ପଣ କରିବା ସହ ରାଜ୍ୟର 1 କୋଟି 15 ଲକ୍ଷ ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବାକୁ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି । ପୁସ୍ତକରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଉଲ୍ଲେଖ ରହିଛି । ଏହି ପୁସ୍ତକ ଅତ୍ୟନ୍ତ ଉପାଦେୟ ପୁସ୍ତକ ଏବଂ ଦେଶର ମହିଳାଙ୍କ ସ୍ଥିତି ଓ ବିକାଶ ସଂପର୍କରେ ବହୁ ତଥ୍ୟ ଏଥିରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

LEAVE A REPLY

Please enter your comment!
Please enter your name here