ନବ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର: ତିନି ମାସ ତଳେ ହୋଇଥିଲା ବିବାହ
ରାଜଧାନୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଲିଙ୍ଗରାଜ ଥାନା କେଉଟ ସାହିର ଏକ ଘର ଭିତରୁ ନବ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀର ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ ତଳେ...
ସମ୍ବିତ ପାତ୍ରଙ୍କ ଠାରେ କରୋନା ଲକ୍ଷଣ!
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମେଡିକାଲାରେ ଭର୍ତ୍ତି ହୋଇଛନ୍ତି । ତାଙ୍କଠାରେ କରୋନା ସମ୍ପର୍କିତ ଲକ୍ଷଣ ଦେଖାଯିବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ବିଜେପିର ପ୍ରମୂଖ ପ୍ରବକ୍ତା...
କ୍ୱାରେଣ୍ଟିନ୍ ସେଣ୍ଟରରେ ଜଳଖିଆରେ ଖାଉଛନ୍ତି ୪୦ ପଟ ରୁଟି
ଏ ବ୍ୟକ୍ତି ଜଣଙ୍କ ଜଳଖିଆରେ ଖାଆନ୍ତି ୪୦ ପଟ ରୁଟି । କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ହିଁ ସତ । ଏ ବ୍ୟକ୍ତି ପୁଣି କ୍ୱାରେଣ୍ଟିନ୍ ସେଣ୍ଟରରେ ଜଳଖିଆରେ ନେଉଛନ୍ତି ୪୦ ପଟ ରୁଟି...
ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି କଅଁଳ ଶିଶୁ
ବିହାରର ମିଜାଫରପୁର ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ହୃଦୟ ବିଦାରକ ଦୃଶ୍ୟ । ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି ଦୁନିଆକୁ ଭଲ କରି ଜାଣିନଥିବା କଅଁଳ ଶିଶୁ । ବିନା ଖାଦ୍ୟପେୟ ଏବଂ ପ୍ରବଳ ଗରମରେ ଗୁଜରାଟରୁ...
ହେବନି ସେମିଷ୍ଟର ପରୀକ୍ଷା
ରାଜ୍ୟରେ ଯୁକ୍ତ ତିନି ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ । ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବ ନାହିଁ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଆଜି...
କ୍ୱାରେଣ୍ଟିନ୍ ସେଣ୍ଟରରେ ଶୁଭିଲା ସାହାନାଇ
କ୍ୱାରେଣ୍ଟିନ୍ ସେଣ୍ଟରରେ ଶୁଭିଲା ସାହାନାଇ । ସିନ୍ଥିରେ ସାତ ଜନ୍ମ ପାଇଁ ସିନ୍ଦୁର ପିନ୍ଧାଇ ଜୀବନ ସାଥି ହୋଇଛନ୍ତି ଦୁଇ ପ୍ରେମପକ୍ଷୀ । ରାତି ଅଧରେ ଶେଷ ହୋଇଛି ବାହାଘର । କିଏ ଶଙ୍ଖ ପୁଙ୍କୁଛି ତ ଆଉ...
ଲକ୍ ଡାଉନରେ ବ୍ୟାଣ୍ଡ ବାଜା
ଲକଡାଉନ ସରିବା ଯାଏ ଆଉ ଅପେକ୍ଷା କରିହେଲାନି । ଦିନ ଦ୍ୱିପହରରେ ବାହାରିଛି ବାରାତ୍ । ବ୍ୟାଣ୍ଡ ବାଜୁଛି, ନାଚରେ ପୁରା ମସଗୁଲ ହୋଇଯାଇଛନ୍ତି ବରଯାତ୍ରୀ । ମାସ୍କ ପିନ୍ଧିଛନ୍ତି ସତ , ହେଲେ କାହା ମୁହଁରେ ଅଛି ତ...
ଘରେ ଘରେ ଇଦ୍ ସେଲିବ୍ରେଟ୍ କଲେ..
ସାରା ଦେଶରେ ଯେଉଁଠି ଇଦ୍କୁ ଧୁମଧାମରେ ପାଳନ କରାଯାଏ ସେଠି ଆଜି ଖାଁ ଖାଁ । ଆଜି ଭଳି ଦିନରେ ଯେଉଁଠି ସମୂହ ନମାଜ ପାଠରେ କମ୍ପି ଉଠିବା କଥା ସେହି ସ୍ଥାନ ଆଜି ଶୂନଶାନ । ଦେଖିବାକୁ ମିଳିନଥିଲା...
ବୌଦ୍ଧରେ ଭୀଷଣ ଖରା ସହ ଗୁଳୁଗୁଳି
ଅସମ୍ଭାଳ ହୋଇପଡିଛି ଗ୍ରୀଷ୍ମ ପ୍ରବାହ । ଟକ୍ ମକ ହୋଇ ଫୁଟୁଥିବା ତାତିରେ ସନ୍ତୁଳି ହେଉଛି ବୌଦ୍ଧ ଜିଲ୍ଲା । ୪୦ଡିଗ୍ରୀ ତାପମାତ୍ରା ଥରାଇ ଦେଉଛି ଜନଜୀବନକୁ । ସକାଳ ୮ରୁ ୩ଟା ଯାଏ ସତେ ଯେମିତି ଆକାଶରୁ ଅଗ୍ନି...
ଭୁବନେଶ୍ୱରରେ ଏହିସବୁ ପାର୍କ ଖୋଲିଲା
ଆଜିଠାରୁ ଭୁବନେଶ୍ୱରର କିଛି ପ୍ରମୁଖ ପାର୍କ ଖୋଲିଛି । ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ ।...

















