27.1 C
Bhubaneswar
Sunday, November 1, 2026
-Advertisement-

ଲ୍ୟାଣ୍ଡିଂ କରିବାର ଏକ ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ

ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ । ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ।...

ପଶ୍ଚିମବଙ୍ଗକୁ ୧ ହଜାର କୋଟି

ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ସହାୟତା ଘୋଷଣା । ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ବିତ୍ପାତ ଅଞ୍ଚଳ ବୁଲି ଦେଖିବା ପରେ ସହାୟତା ଘୋଷଣା । ବାତ୍ୟାରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା...

ଅମ୍ଫାନ ତାଣ୍ଡବ:ପଶ୍ଚିମବଙ୍ଗରେ ୭୨ ମୃତ

ବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ବାତ୍ୟା ଯୋଗୁ ୭୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଯାଇଥିବାବେଳେ...

ସମୁଦ୍ର ଭିତରେ ଧ୍ବଂସର ତାଣ୍ଡବ ରଚୁଛି ଅମ୍ଫାନ

ସୁପର ସାଇକ୍ଲନରେ ପରିଣତ ହୋଇଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ହେଁ ବାତ୍ୟା ଉଗ୍ର ରୂପ ଧାରଣ କରିଛି । ସୁପର...

ଅମ୍ଫାନକୁ ହାଲକାରେ ନିଅନ୍ତୁନି

ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେଇସାରିଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆସନ୍ତାକାଲି ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମ ଏବଂ 19 ତାରିଖ ମଙ୍ଗଳବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି...

ଜଗତସିଂହପୁରରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହୋଇ ନ ଥିବା ବେଳେ ଆଗକୁ ସମ୍ଭାବ୍ୟ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ସାନିଟାଇଜେସନ ଏବଂ ମାସ୍କ...

ମାଡି ଆସୁଛି ଅମ୍ଫାନ

ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଥିବା ଏହି ଲଘୁଚାପ ଓ୍ବେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଥିବା ବେଳେ 16 ତାରିଖ ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।...
video

ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍ । ଆଜି ସକାଳ ୧୦ଟା ବେଳେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି । ଭୁବନେଶ୍ୱରରୁ ଟ୍ରେନ ଯିବା ପୂର୍ବରୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିଲା ।...

ଏକାଥରେ ସେଞ୍ଚୁରୀ

ଏକାଥରେ 101 । ଓଡିଶାରେ ରେକର୍ଡ କଲା କରୋନା । ପୂର୍ବରୁ ଗୋଟିଏ ଦିନରେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇ ନଥିବା ବେଳେ ବୁଧବାର ସକାଳ ରିପୋର୍ଟରେ ଏକାଥରେ 101 ଜଣଙ୍କ ପାଖରେ କରୋନା ପଜିଟିଭ୍ ବାହାରିବା ରାଜ୍ୟରେ କରୋନା...

ବିପଦସଙ୍କୁଳ ଅବସ୍ଥାରେ ପ୍ରବାସୀଙ୍କ ଯାତ୍ରା

କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । କରୋନା ପାଇଁ ସବୁଠି ଲକ୍ ଡାଉନ୍ । ଏବେ ସବୁଠୁ ହନ୍ତସନ୍ତ ହେଉଛନ୍ତି ଫସିଯାଇଥିବା ପ୍ରବାସୀ । ନିଜ ଭିଟାମାଟିକୁ ଫେରିବା ପାଇଁ ସେମାନେ ଜୋରଦାର ପ୍ରୟାସ ଚଳାଇଛନ୍ତି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...