୨ଝିଅଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁଲା ମା’
ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ . ଜଣେ ମା ତା ନିଜ ସନ୍ତାନ ସହ ମରିବାକୁ ବି ନିଷ୍ପତ୍ତି ନେଇପାରେ. ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବ୍ରହ୍ମପୁର ଷ୍ଟେସନରେ. ଗଂଜାମ ମଚ୍ଛାକୋଟ ଗାଁର ଜଣେ...
ସରପଂଚଙ୍କ ପେଟରେ ୨୩ ଲକ୍ଷ
ପଂଚାୟତ ସ୍ତରୀୟ ଉନ୍ନୟନ ପାଇଁ ସରକାରଙ୍କ ପକ୍ଷରୁ ଆସୁଛି ଅର୍ଥ | କିନ୍ତୁ କିଛି ଲାଞ୍ଚୁଆ ତଳସ୍ତରୀୟ ଅଧିକାରୀଙ୍କ ପାଇଁ ସଠିକ ଭାବେ ବିନିଯୋଗ ହୋଇପାରୁନି ଅର୍ଥ | କୋଉଠି ସାଧାରଣ ଲୋକ ପିସି କାରବାରର ସମ୍ମୁଖୀନ ହେଉଛନ୍ତି ତ...
ଘୋର ନିଦ୍ରାରେ ଶୋଇପଡିଲେ ଗୋଟିଏ ପରିବାର ୭
ମୃତ୍ୟୁ ! ମୃତ୍ୟୁ ଯେ ସମସ୍ତଙ୍କର ଦିନେ ନା ଦିନେ ଆସିବ ତାହା ସମସ୍ତଙ୍କୁ ଜଣା ଅଛି | ତେବେ ମୃତ୍ୟୁ ଯେ ଏପରି ଘଟିବ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେବେ | ଏପରି ଏକ ଅଘଟଣ ଘଟିଛି ଉତ୍ତର...
ଆସୁଛନ୍ତି ଚୀନ ରାଷ୍ଟ୍ରପତି
ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ । ଆଜି ଅପରାହ୍ଣରେ ଚେନ୍ନାଇରେ ପହଁଚିବେ ଜିନପିଙ୍ଗ । ପ୍ରଥମେ ଚେନ୍ନାଇର ମାମଲ୍ଲାପୁରମ ଅଭିମୁଖେ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବେ । ଦୁଇ...
ଶୌଚାଳୟ ସାମ୍ନାରେ ଫଟୋ ଉଠାଓ , ଟଙ୍କା ନିଅ
ଶୌଚାଳୟ ସାମ୍ନାରେ ଛିଡା ହୋଇ ଫଟୋ ଉଠାଇଲେ ମିଳିବ ଟଙ୍କା | ସେ ପୁଣି ୫୧ ହଜାର ଟଙ୍କା | ଏଭଳି ଏକ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର | ଯେଉଁ ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି...
ଆସୁଛନ୍ତି ଚୀନ ରାଷ୍ଟ୍ରପତି
ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ଆସନ୍ତାକାଲିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଚେନ୍ନାଇର ମାମଲ୍ଲାପୁରମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବେ । ଦୁଇ ଦେଶ ମଧ୍ୟରେ ସାମରିକ, ରାଜନୈତିକ, ଅର୍ଥନୈତିକ ଓ ଦ୍ୱିପାକ୍ଷିକ ସମ୍ପର୍କ...
ପଞ୍ଜାବ ସୀମାରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍
ପୁଣି ଥରେ ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍ | ପାକିସ୍ତାନୀ ସେନା ପୁଣି ଥରେ ନିଜ ସୀମା ଲାଙ୍ଘିବାକୁ ଚେଷ୍ଟା କରିଛନ୍ତି | ଚଳିତମାସରେ ତିନି ତିନି ଥର ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ...
ଅନିଦ୍ଧିଷ୍ଟ କାଳ ପାଇଁ ରାଜଭବନ ସମ୍ମୁଖରେ ବିଜେପିର ଧାରଣା
ଶାସକ ଦଳ ବିରୋଧରେ ଏକ ସଂଘିନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି | କେନ୍ଦ୍ର ଯୋଜନାକୁ ଶାସକ ଦଳ ନିଜ ଯୋଜନା ବୋଲି କହି ଲୋକଙ୍କୁ ଠକୁଥିବା କହିଛି ବିଜେପି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର...
ବସକୁ ପିଟିଲା ବସ, ୭ ଆହତ
ଯାତ୍ରୀବାହୀ ବସକୁ ପିଟିଲା ଯାତ୍ରୀବାହୀ ବସ | କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଘଟିଛି ଏହି ଦୁର୍ଘଟଣା | ଏହି ଦୁର୍ଘଟଣାରେ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି | ସମସ୍ତ...
ରାଧାଦାମୋଦର ବେଶରେ ମହାପ୍ରଭୁ
ସରିଲା ଦଶହରା | ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ନୀତି | ରାଧାଦାମୋଦର ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି | ସ୍ୱତନ୍ତ୍ର ନୀତି କାନ୍ତି ସହ ବାଳଭୋଗ ଲାଗିଛି | ପରମ୍ପରା ରହିଛି ଯେଉଁ ମାନେ କାର୍ତ୍ତିକ...















