କରୋନା ମୁକାବିଲା ପାଇଁ ଦାନ କଲେ ସହିଦଙ୍କ ପତ୍ନୀ
ପୁଲଓାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମୀନା ସାହୁ ଓ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 35 ହଜାର ଟଙ୍କା ଦାନ କରିଛନ୍ତି. କରୋନା ମୁକାବିଲା...
ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ ପାଇଁ କିଏ ଦେଇଥିଲା ଅନୁମତି
ଭାରତରେ କୋଭିଡ 19 ସଂକ୍ରମଣର ଏକ ପ୍ରମୁଖ କାରଣ ଭାବେ ଦିଲ୍ଲୀ ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ I ଏପର୍ଯ୍ୟନ୍ତ ଭାରତରେ କୋଭିଡ 19 ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ 30 ପ୍ରତିଶତ ଏହି ସମ୍ମିଳନୀ ସହ ଜଡିତ...
ଲଗ୍ ଡାଉନ୍ ରେ ହାଇ ପ୍ରୋଫାଇଲ ବାହାଘର
କରୋନା ପାଇଁ ସମଗ୍ର ଦେଶ ଏବେ ଲକ୍ଡାଉନ । ସାମାଜିକ ଦୂରତ୍ୱ ପାଇଁ ସବୁ ଠପ୍ ହୋଇଯାଇଛି । ପାଂଚଜଣରୁ ଅଧିକ ଲୋକଙ୍କ ଏକାଠି ହେବା ଉପରେ ବି ଲାଗିଛି କଟକଣା । ମାତ୍ର ଏ...
ଗୋଟିଏ ମାସର ପେନସନ ଦାନ କଲେ ସହିଦଙ୍କ ପତ୍ନୀ
ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାରଙ୍କ ବଡ ପ୍ରସ୍ତୁତି । ହଜାର ହଜାର କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଭଳି ସ୍ଥିତିରେ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଓ...
କରୋନା ୱାର୍ଡରେ ମା’
କେତେ ଭୟଙ୍କର ହୋଇପାରେ କରୋନା ଓ ତିନିମାସର କଅଁଳ ଶିଶୁକୁ ବି ଅଲଗା କରିଦେଇଛି ତା ମା’ ପାଖରୁ ଓ ମାଆର ମମତାରୁ ବଂଚିତ ଏହି କୁନି ଶିଶୁର ଏବେ ଯତ୍ନ ନେଉଛନ୍ତି ନର୍ସମାନେ ଓ ପିଲାଟି ସହ ଖେଳୁଛନ୍ତି...
ଭୋକ ବିକଳରେ ମଶାଣିରେ ପଡିଥିବା ସଢ଼ା କଦଳୀକୁ ଖାଇଲେ..
କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଜାରି ହୋଇଛି ଲକ୍ଡାଉନ୍ । ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଭୋକିଲା ପେଟରେ ଆଉ ପାଉଟ ହେଉଥିବା ପ୍ରବାସୀ ଶ୍ରମିକମାନେ ମଶାଣିରେ ପଡ଼ି ଖରାରେ ଶଢ଼ି...
ବାପାଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ପୁଅ
ରୋଗୀଣା ବାପାଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳ କୋଲ୍ଲମ ଅଞ୍ଚଳରେ। ବୁଧବାର ଥିରୁବନନ୍ତପୁରମ୍ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଓଦା କରି ଦେଇଛନ୍ତି...
ପିଜା ବୟଙ୍କୁ କରୋନା
ଦିଲ୍ଲୀର ଜଣେ ପିଜା ଡେଲିଭରି ବୟଙ୍କୁ କରୋନା । ସାଉଥ୍ ଦିଲ୍ଲୀର ଜଣେ ୧୯ ବର୍ଷୀୟ ପିଜା ବୟ କରୋନାରେ ଆକ୍ରାନ୍ତ । ସଂସ୍ପର୍ଶରେ ଆସିଥିବା ୭୨ ପରିବାର ହୋମ କ୍ୱାରେଣ୍ଟିନ୍ ରେ ରଖାଯାଇଛି । ୧୭ ଜଣ ଅନ୍ୟ...
ଦେଖାଯିବ ମହାଜାଗତିକ ଦୃଶ୍ୟ
ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହସ୍ପତି ଶନି ଓ ମଙ୍ଗଳ ଗ୍ରହର ଖୁବ୍ ପାଖରେ ରହିବେ । ଏହି ଦୃଶ୍ୟ ଆଜି, ଆସନ୍ତାକାଲି ୧୬ ତାରିଖ ଏବଂ ୧୭ ତାରିଖ...
ଭୁବନେଶ୍ବର ପାଇଁ ବଢିଲା ଚିନ୍ତା, ଛ ଆଇଏଏସଙ୍କୁ ଦାୟିତ୍ବ
ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି I ଲକ୍ ଡାଉନ ଓ ସଟ୍ ଡାଉନ୍ ସତ୍ତ୍ବେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି I ଏପର୍ଯ୍ୟନ୍ତ ରାଜ୍ୟରେ 60 ଜଣ...
















