ଆଇଏମଡି ଡିଜି ଭାବେ ଦାୟିତ୍ୱ ନେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରତି ବ୍ଲକରେ ଏବଂ ପ୍ରତି ଘଣ୍ଟାରେ ମୌସୁମୀ ଖବର ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।...
ଖାଇବାକୁ ପାଉନାହାଁନ୍ତି ପାକିସ୍ତାନୀ
ଦେବାଳିଆ ସ୍ଥିତିରେ ପାକିସ୍ତାନ । ଅବସ୍ଥା ଏତେ ଖରାପ ଯେ, ରୁଟି ଖାଇବାକୁ ମଧ୍ୟ ଲୋକଙ୍କ ପାଖରେ ପଇସା ନାହିଁ । ଦାମ୍ ବୃଦ୍ଧି ପାଇଥିବାରୁ ରୁଟି କି ନାନ୍ କିଣି କରି ଖାଇବାକୁ ପାକିସ୍ତାନୀ ଅକ୍ଷମ । ସେହି...
ଖଣି ସମ୍ମୁଖରେ ଶତାଧିକ ଶ୍ରମିକ
ବିଭିନ୍ନ ଦାବି ନେଇ ଯୋଡା ବ୍ଲକ ଏସେଲ ମାଇନିଂ ଶ୍ରମିକ ମାନଙ୍କର ବିକ୍ଷୋଭ । ଲଙ୍ଗାକଟା ଲୌହ ଓ ମାଙ୍ଗାନିଜ ଖଣି ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ଖଣି ପରିସରରେ ଥିବା ଶିବ ମନ୍ଦିର ସମ୍ମୁଖରୁ ଶତାଧିକ ଶ୍ରମିକ...
ଆଉ ଡରାଇବନୀ ନାଗାବଳୀ
ବର୍ଷା ଦିନ । ଉପର ମୁଣ୍ଡରେ ବର୍ଷା ପରେ ଫୁଲି ଉଠିଛି ନାଗାବଳୀ ନଦୀ । ହେଲେ ଏବେ ଆଉ ନାଗାବଳୀ ଅଟକାଇ ପାରୁନି ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ରାୟଗଡା ଜିଲ୍ଲାର କେରେଡା ପଞ୍ଚାୟତବାସୀଙ୍କ ଜୀବନ ଜିବିକାର ବାଟ ।...
ହୁ ହୁ ହୋଇ ଜଳିଗଲା ଟ୍ରକ
ରାସ୍ତା କଡରେୁ ହୁ ହୁ ହୋଇ ଜଳିଗଲା ମାଲ୍ ବୋଝେଇ ଟ୍ରକ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କେନାଲ ଛକ ନିକଟରେ ଏକ ପାଉଁଶ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଓଲଟି ପଡିଥିଲା ।...
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍ ଭି ରଙ୍ଗନାଥ ହେଲେ କାଫେ କଫି ଡେ ର ଅନ୍ତରୀଣ ଅଧ୍ୟକ୍ଷ
କାଫେ କଫି ଡେ ର ସଞ୍ଚାଳନ କରୁଥିବା କମ୍ପାନୀ କଫି ଡେ ଏଣ୍ଟରପ୍ରାଇଜେସ୍ ତାର ନୂତନ ଅନ୍ତରୀଣ ଅଧ୍ୟକ୍ଷ ଚୟନ କରିଛି । ଏସ୍ ଭି ରଙ୍ଗନାଥ କାଫେ କଫି ଡେ ର ନୂତନ ଅନ୍ତରୀଣ ଅଧ୍ୟକ୍ଷ ହୋଇଛନ୍ତି ।...
ଅଳକା ମହାନ୍ତିଙ୍କ କବିତା ପୁସ୍ତକ ‘ନିଜ ଭିତରକୁ ରାସ୍ତା’ ଉନ୍ମୋଚିତ
ଉନ୍ମୋଚିତ ହୋଇଛି କବି ଅଳକା ମହାନ୍ତିଙ୍କ କବିତା ପୁସ୍ତକ ‘ନିଜ ଭିତରକୁ ରାସ୍ତା’ I ଭୁବନେଶ୍ବର ସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ସାରସ୍ବତ ସମାରୋହରେ ବିଶିଷ୍ଟ କବି ରମାକାନ୍ତ ରଥ ଓ କବି ସୌଭାଗ୍ୟ ମିଶ୍ର ଯୋଗଦେଇ ପୁସ୍ତକ ଉନ୍ମୋଚନ...
ବିଶ୍ୱେଶ୍ୱର ହେଗଡେ କର୍ଣ୍ଣାଟକର ନୂଆ ବାଚସ୍ପତି
କର୍ଣ୍ଣାଟକର ରାଜନୈତିକ ହାଇଡ୍ରାମାର ଅନ୍ତ ହେଲା । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ଏବଂ ୟେଦୁରପ୍ପା କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହେଲେ । କର୍ଣ୍ଣାଟକ ହାଇଡ୍ରାମାରେ ମୁଖ୍ୟ ଭୂମିକା ଥିବା କୁମାରସ୍ୱାମୀଙ୍କ ସରକାର ସମୟରେ ଥିବା ବାଚସ୍ପତି ରମେଶ କୁମାରଙ୍କ କାର୍ଯ୍ୟାବଳୀକୁ...
୧୫ ଜଣ ଶିଶୁ ଶ୍ରମିକ ଉଦ୍ଧାର
ରାୟଗଡା ପୋଲିସ ଦ୍ୱାରା ୧୫ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଟାଉନ ପୋଲିସ ଅପରେସନ ମୁସ୍କାନ ଅଭିଯାନରେ ସହରର ବିଭିନ୍ନ ହୋଟେଲ, ଲର୍ଜ ଓ ଫାଷ୍ଟଫୁଡ ଦୋକାନ ଉପରେ ଚଢାଉ କରି ୧୫ ଜଣ ଶିଶୁ ଶ୍ରମିକଙ୍କୁ...
ଆଇନପ୍ରଣେତାଙ୍କ ପାଇଁ କାହିଁକି ରହିବନି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସମଗ୍ର ବିଶ୍ୱସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଉତ୍ତମ ବୈଦେଶିକ ନୀତି ଯୋଗୁ ବିଭିନ୍ନ ରାଷ୍ଟ୍ର ସହ ସୁସଂପର୍କ ସୁଦୃଢ ହୋଇଛି । ସେଥିପାଇଁ ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣି କେନ୍ଦ୍ରରେ...

















