ଆକର୍ଷଣ ପାଲଟିଛି ସାତକୋଶିଆ ସ୍ୟାଣ୍ଡରିସର୍ଟ, ଯାଆନ୍ତୁ ଆଉ ଢେର ସାରା ମଜା ନିଅନ୍ତୁ
ମହାନଦୀର ବିସ୍ତିର୍ଣ୍ଣ ବାଲୁକା ସଜାରେ ତମ୍ବୁ ଟେଣ୍ଡ ସାଙ୍ଗକୁ ନଦୀ ଅବବାହିକାରେ ସୁନ୍ଦର କଟେଜ୍ । ଏଠାକାର ପରିବେଶ ଖୁବ୍ ମନୋରମ । ଗୋଟିଏ ପଟେ ପାହାଡ ଆଉ ଗୋଟିଏ ପଟେ ନଈ । ମହାନଦୀ କୂଳର ଏହି ଜାଗାଟି...
ଥଣ୍ଡାର ମଜା ପୁରା ଅଲଗା
କିଏ ପାହାନ୍ତିଆରୁ ଉଠି ନିଆଁ ପୁଆଉଛି ତ ଆଉ କିଏ ସକାଳୁ ସକାଳୁ ମର୍ଣ୍ଣର୍ିଂ ୱାକରେ ବାହାରିଛି ତ ଆଉ କିଏ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛି । ଗଜପତି ଜିଲ୍ଲା ମୋହନା ଓ ଏହାର ଆଖପାଖ...
ଅନ୍ୟ ରାଜ୍ୟଠୁ ଓଡିଶା ଅପେକ୍ଷାକୃତ କମ୍ ଦୁର୍ନୀତିଗ୍ରସ୍ତ
ଦୁର୍ନୀତିରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ତଳେ ରହିଛି. ଇଣ୍ଡିଆ କରପସନ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି. ବିଭିନ୍ନ ରାଜ୍ୟକୁ ନେଇ ହୋଇଥିବା ସର୍ଭେ ଅନୁଯାୟୀ, ଓଡିଶା, କେରଳ, ଗୋଆ, ଗୁଜରାଟ, ହରିୟାଣା ଓ ପଶ୍ଚିମବଙ୍ଗ...
ଆକ୍ଟରରୁ ସଫଳ ଦୁଗ୍ଧ ଚାଷୀ, ପଢନ୍ତୁ ଅଶୋକଙ୍କ ସଫଳତାର କାହାଣୀ
ଚିହ୍ନି ପାରୁଛନ୍ତି ତ ଏ ବ୍ୟକ୍ତି ଜଣକ କିଏ । ଆଗ୍ୟା ହଁ । ଜଣାଶୁଣା ଆକ୍ଟର ଅଶୋକ ଦାସ । ଅନୁଗୁଳ ତଥା ରାଜ୍ୟରେ ସେ ବେଶ୍ ପରିଚିତ । ଦିନେ ଅଭିନୟରେ ଲୋକଙ୍କ ମନକୁ କିଣୁଥିଲେ...
ପହିଲାରୁ ଆଉ ନିସ୍ତାର ନାହିଁ
ସାବଧାନ୍ । ଡିସେମ୍ବର ପହିଲାରୁ ଗାଡି କାଗଜପତ୍ର ଯାଞ୍ଚ ପୁଣି କଡାକଡି ହେବ । ପହିଲାରୁ କଡାକଡି ଲାଗୁ ହେବା ପାଇଁ କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲୋକଙ୍କୁ ଯଥେଷ୍ଟ ସମୟ ଦିଆଗଲାଣି । ୩...
ମହାରଥୀଙ୍କ ବିରୋଧରେ ସଂଘିନ ଅଭିଯୋଗ ଆଣିଲା ବିଜେପି
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ଏକ ବଡ ଧାରଣାରେ ସରକାରୀ ଜମି ହଡପ ଅଭିଯୋଗ ଆଣିଛି ବିଜେପି | ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରମାଣ ପତ୍ର ସହ ମହାରଥୀ ସରକାରୀ ଜମି ହଡପ କରି ନେଇଥିବା ଅଭିଯୋଗ...
ଓଡ଼ିଶାର ପ୍ରଥମ ମହିଳା କୋର୍ଟ ଉଦ୍ଘାଟିତ
ଖୋର୍ଦ୍ଧାରେ ଉଦ୍ଘାଟିତ ହେଲା ଓଡ଼ିଶାର ପ୍ରଥମ ମହିଳା କୋର୍ଟ | ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୋର୍ଟ ର ଶୁଭ ଉଦଘାଟନ କରିଛନ୍ତି | ଏଥିସହ ସମ୍ମାନିତ ଅତିଥି...
ଶିବାକୁ ଏନକାଉଣ୍ଟର
ରାୟଗଡାରେ ଦୁର୍ଦ୍ଦାନ୍ତ ଅପରାଧି ଶିବାକୁ ଏନକାଉଣ୍ଟର । ଆଜି ବଡି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢଉ କରିଥିଲା ପୋଲିସ । ତେବେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା ସେ । ଯାହାର ଜବାବ...
ନିଦ ହଜାଇଲେ ହାତୀପଲ
ନୀଳଗିରିରେ ଝାଡଖଣ୍ଡି ହାତୀପଲ । ଉପଦ୍ରବ ଖେଳାଇଛନ୍ତି ୫୦ରୁ ଅଧିକ ହାତୀ । ଏହି ହାତୀ ପଲ ଗୋପାଳପୁର ଜଙ୍ଗଲ ଭିତରେ ପଶି ରହିଛନ୍ତି । ଅମଳ ସମୟରେ ଧାନ ଜମିରେ ପଶି ଏକର ଏକର ଫସଲ ସବୁ ଦଳି...
ପ୍ଲାଟିନମ ଜୁବୁଲି ପାଳୁଛି ଉତ୍କଳ ବିଶ୍ୱବିଦ୍ୟାଳୟ
ଆଜିଠୁ ୫ ଦିନ ଧରି ପ୍ଲାଟିନମ ଜୁବୁଲି ଉତ୍ସବ ପାଳନ କରିବ ଉତ୍କଳ ବିଶ୍ୱବିଦ୍ୟାଳୟ | ଏହି ଅବସରରେ ଉତ୍ସବ ମୁଖର ହୋଇପଡିଛି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର | ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି ।...
















