ବର୍ଷାରେ ବେହାଲ ମୟାନଗରୀ
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ମୁମ୍ବାଇବାସୀ । ଗତ ଶନିବାର ଓ ରବିବାର ଲଗାତାର ଦୁଇଦିନ ଧରି ଭୀଷଣ ବର୍ଷା ମାୟାନଗରୀ ମୁମ୍ବାଇକୁ ବେହାଲ କରିଦେଇଛି । ବର୍ଷା ହେବା ଦ୍ୱାରା ସହରର ବିଭିନ୍ନ...
ପିଉସୀର ଗଳା କାଟିଲା ପୁତୁରା
ପିଉସୀକୁ ଦୁର୍ଷମ ଉଦ୍ୟମ କରି ବିଫଳ ହେବାପରେ ଗଳାକାଟି ହତ୍ୟାକଲା ସମ୍ପର୍କୀୟ ପୁତୁରା । ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ।ଗତକାଲି ଅଭିଯୁକ୍ତ ପୁତୁରା ବିନୋଦ ନିଜ ପିଉସୀକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା...
କଂଗ୍ରେସ ଛାଡିଲେ ଅଶ୍ୱିନୀ ପୂଜାହାରୀ
କଂଗ୍ରେସ ଛାଡିଲେ ଭିମସାରର ପୂର୍ବତନ ନିର୍ଦେଶକ ଡାକ୍ତର ଅଶ୍ୱନୀ ପୂଜାହାରୀ । ନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ଡାକ୍ତର ପୂଜାହାରୀ କଂଗ୍ରେସର ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ଶୋଚନୀୟ ପରାଜୟ ବରଣ...
ବିଜେପିର ଚାଲ୍ ହିନ୍ଦୁବାଦୀ ଏଜେଣ୍ଡା: ଡ଼ି.ରାଜା
ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ ଚଳାଇଛି ବିଜେପି ଯାହାର ପ୍ରତିରୋଧ ଜରୁରି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସଂପାଦକ ତଥା ରାଜ୍ୟସଭା ସାଂସଦ ଡ଼ି.ରାଜା ଭୁବନେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡ଼ି.ରାଜା ବିଜେପି ଏବଂ ଆର୍ଏସ୍ଏସ୍...
ପ୍ରଶିକ୍ଷଣ ପାଇଁ ଖୋଲାଯିବ ଆଇନ ଏକାଡେମୀ
ରାଜ୍ୟରେ ଖୁବଶୀଘ୍ର ଏକ ଆଇନ ମହାବିଦ୍ୟାଳୟ ଖୋଲାଯିବ ଏବଂ ଯୁବ ଆଇନଜୀବୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ପାଇଁ ଏକ ଆଇନ ଏକାଡେମୀ ଖୋଲିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ନିଖିଳ ଓଡିଶା...
ପରଲୋକରେ ଫିଲ୍ମ ପ୍ରଯୋଜକ କେଶବ ରାଉତ
ଆଉ ନାହାଁନ୍ତି ଲୋକପ୍ରିୟ ଫିଲ୍ମ ପ୍ରଯୋଜକ କେଶବ ରାଉତ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଟକ ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ‘ସୁନା...
ପାରାଦୀପରେ ଡବଲ ମର୍ଡର!
ପାରାଦୀପରେ ଡବଲ ମର୍ଡର । ମେରାଇନ ଥାନାଠାରୁ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇଜଣ ଯୁବକଙ୍କ ମୃତଦେହ ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସହରର ନେହେରୁ ବଙ୍ଗଳା ଅଞ୍ଚଳରେ ଏହି...
ଦୁଇ ଶିଶୁଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା
ମାଲକାନଗିରି ତାନା ଗୋଡଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମକଲା ମା ତାହାର ଦୁଇ ଶିଶୁଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିଛି। ମିଳିଥିବା ଖବର ମୁତାବକ, ଗୋଡଗୁଡା ଗ୍ରାମରେ ଗୋଟିଏ ଘରେ ଜଣେ ମହିଳା...
ସୁପରସଣ୍ଡେ ସୁପର ଶୋ
ଆସନ୍ତାକାଲି ଖେଳାଯିବ ଚଳିତ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ୍ । ସାମ୍ନାସାମ୍ନୀ ହେବେ ବିଶ୍ୱକପର ଦୁଇ ଫେବରେଟ ଟିମ୍ ଭାରତ ଓ ଇଂଲଣ୍ଡ । ମ୍ୟାଚକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କାରଣ ଏହି ମ୍ୟାଚ ଜିତିଲେ...
କେନ୍ଦ୍ରାପଡାକୁ ଗଡିଲା ଟ୍ରେନ୍ ଇଞ୍ଜିନ୍
ହରିଦାସପୁର-କେନ୍ଦ୍ରାପଡା ମଧ୍ୟରେ ଗଡିଲା ଟ୍ରେନ୍ ଇଞ୍ଜିନ୍ । ପରୀକ୍ଷାମୂଳକ ଭାବେ ଇଞ୍ଜିନ୍ ଡ୍ରାଇଭ କରାଯାଉଥିବା ସୂଚନା । ଖୁବଶୀଘ୍ର ହରିଦାସପୁର-କେନ୍ଦ୍ରାପଡା ଟ୍ରେନ୍ ଚାଲିବା ଆଶା ଉଜ୍ଜ୍ୱଳ ।















