25.1 C
Bhubaneswar
Sunday, November 1, 2026
-Advertisement-

ଫସର ଫାଟିବ ଦୀପାବଳି !

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ | ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା | ୭ଟି ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବ | ଭାରତ ସମେତ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ...

୧୪ଟି କାଉଂଟ ଟେବୁଲରେ ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ କାଉଣ୍ଟିଙ୍ଗ

ବିଜେପୁରରେ କିଏ ମାରିବ ବାଜିମାତ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | ମତଦାତାମାନେ ନିଜ ପସନ୍ଦର ନେତା ବାଛି ସାରିଛନ୍ତି | ଏବେ ଅପେକ୍ଷା ଫଳାଫଳକୁ | ତେବେ ଆସନ୍ତା ୨୪ରେ ଜଣାପଡ଼ିବ କିଏ ଜିତିଲା ବିଜେପୁର ବାଜି...
video

ଜୋତା ପଲିସ୍ କରୁଛନ୍ତି ପୂର୍ବତନ ଏସପି

ହାତରେ ଜୋତା । ରାସ୍ତା କଡରେ ଚାଲିଛି ଜୋତା ପଲିସ । ଏ ପଲିସ କୌଣସି ମୋଚି କରୁନାହାଁନ୍ତି ବରଂ ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି । ପୋଲିସ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏସପିଙ୍କ ଏଭଳି...

୧୪ ହସ୍‌ପିଟାଲ ଓ ସର୍ପିଂ ମଲକୁ ନୋଟିସ୍‌

ପାର୍କିଂ ଫି ଆଦାୟ ନକରିବା ନେଇ ଜାରି ହୋଇଥିବା ନିର୍ଦେଶକୁ ନମାନିବା ନେଇ ରାଜଧାନୀରେ ଏସପ୍ଲାନେଡ୍‌ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍‌ପିଟାଲକୁ ନୋଟିସ୍‌ ଜାରି କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ବିଡିଏ ଯୋଜନା ସଦସ୍ୟ...

ମାଓ ଇଲାକାରେ ରାଜ୍ୟପାଳ

ମାଲକାନଗିରିରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ | ଏକଲବ୍ୟ ବିଦ୍ୟାଳୟରେ ପହଁଚି ରାଜ୍ୟପାଳ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ | ଏଥିସହ ବିଦ୍ୟାଳୟ ବୁଲି ବୁଲି ପରିଦର୍ଶନ କରିଥିଲେ | ଏହି...
video

୭ ବର୍ଷର ଶିଶୁକୁ ଝଡାଫୁଙ୍କା

ଡାକ୍ତରଖାନାରୁ ଗାଁକୁ ଆଣି ଗୁଣିଆର ଝଡାଫୁଙ୍କା । କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳ ନୁହେଁ । କେନ୍ଦ୍ରପଡା ଭଳି ଉପକୂଳ ଜିଲ୍ଲାରେ ଗୁଣି ଗାରେଡି ପ୍ରତି ରହିଥିବା ଅନ୍ଧ ବିଶ୍ୱାସର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରୋଗିଣା...

ଯାଜପୁରରେ ଜଳୁଛି ସ୍ମିତାରାଣୀ ନିଆଁ

ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଯାଜପୁର ବନ୍ଦ ଡାକରା । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଶାସକ ଦଳକୁ ସୁରକ୍ଷା ଦେବାକୁ ଏସପି ଉଦ୍ୟମ କରୁଥିବା ଏବଂ ରାଜନୈତିକ ଉଦେଶ୍ୟରେ ଘଟଣାକୁ...

ମାଓ ଭୟରେ ଗାଁ ଛାଡିଲେ

ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ ଲୋକେ । ମାଲକାନଗିରି ଜିଲ୍ଲା ଡାବୁଗୋଳାରେ ଗୋଟିଏ ପରିବାରର ୧୩ ଜଣ ଲୋକ ଗାଁ ଛାଡିଥିବା ଜଣାପଡିଛି । ଡାବୁଗୁଡା ଏନକାଉଣ୍ଟରରେ ମାଓ କମାଣ୍ଡର ରାକେଶର ମୃତ୍ୟୁ ପରେ ପ୍ରଜାକୋର୍ଟ କରି ଏହି ପରିବାରର...

ଆଡଭୋକେଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସନ୍ଦେହରେ ପୁରୁଷ ବନ୍ଧୁ

ମହିଳା ଆଇନଜୀବୀଙ୍କ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦୀପାଳି ପ୍ରିୟଦର୍ଶନୀ ଜେନା। ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରେ ରହୁଥିଲେ ଦୀପାଳି। ଭଡାଘରୁ ଗତକାଲି ରାତିରେ ତାଙ୍କର ଝୁଲନ୍ତା...

ଦୂତୀ ଚାନ୍ଦଙ୍କୁ ଆଉ ଏକ ସମ୍ମାନ

ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଆଉ ଏକ ସମ୍ମାନ । ଭୋଗ ପକ୍ଷରୁ ଦୂତୀଙ୍କୁ ଚଳିତ ବର୍ଷର ସ୍ପୋଟର୍ସ ପର୍ସନ ଅଫ ଦ ଇଅର ସମ୍ମାନରେ ସମ୍ମାନିତ କରାଯାଇଛି । ଗତକାଲି ସଂନ୍ଧ୍ୟାରେ ମୁମ୍ବାଇରେ ଆୟୋଜିତ ହାଇପ୍ରୋଫାଇଲ ଆୱାର୍ଡ ସୋରେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...