ପଦ୍ମ ନେବେନି ଗୀତା
ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟଖାନ କରିଛନ୍ତି ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା. ନିର୍ବାଚନ ବର୍ଷ ହୋଇଥିବାରୁ ଏହି ସମ୍ମାନ ଗ୍ରହଣ କଲେ ସର୍ବସାଧାରଣରେ ଭିନ୍ନ ବାର୍ତ୍ତା ଯିବ ବୋଲି କହିଛନ୍ତି ଗୀତା. ତେଣୁ ସେ...
ହସ୍ପିଟାଲରେ କମଳା ପୂଜାରୀ
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପାଇଁ ମନୋନୀତ ହୋଇଥିବା କମଳା ପୂଜାରୀ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଛନ୍ତି. ଫଳରେ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. କୃଷି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ...
ଗଣତନ୍ତ୍ର ଦିବସରେ ମାଓବାଦୀଙ୍କ ହାମଲା
ଶନିବାର ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଆତଙ୍କ ଖେଳାଇଛନ୍ତି. କାଶ୍ମୀର ଘାଟି ପୁଲୱାମାର ପମ୍ପୋର ଓ ଖାନମୋ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହାମଲା କରିଛନ୍ତି. ଫଳରେ 5 ଜଣ ସୁରକ୍ଷାକର୍ମୀ...
ନୀଳଗିରିରେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ପାଳିତ ହୋଇଯାଇଛି ଭୋଟର ଦିବସ. ଭୋଟର ଦିବସ ଉପଲକ୍ଷେ ଏଥିରେ ଉପସ୍ଥିତ ଥିବା ଲୋକଙ୍କୁ ଇଭିଏମ ଓ ଭିଭିପାଟ ବିଷୟରେ ଅବଗତ କରାଯାଇଥିଲା. ଇଭିଏମ ଓ ଭିଭିପାଟ ମାଧ୍ୟମରେ ଲୋକମାନେ କିପରି ଭୋଟ ଦେବେ...
33 ବର୍ଷ ପର୍ଯ୍ୟନ୍ତ ମାଗଣା ରେଳ ଯାତ୍ରା
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରେଳ କର୍ମଚାରୀଙ୍କ ପିଲା ଏବେ ବାହାରକୁ ଯାତ୍ରା କଲେ ମାଗଣାରେ ଯାତ୍ରା କରିପାରିବେ. ରେଳ ବିଭାଗରେ ଚାକିରୀ...
ବି.ଟେକ-ବ୍ରାଉନ ସୁଗାର
ଭୁବନେଶ୍ୱର ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିବା ଜଣେ ଛାତ୍ରଙ୍କ ନିକଟରୁ ଜବତ ହୋଇଛି ବ୍ରାଉନ ସୁଗାର. ଭୁବନେଶ୍ୱରସ୍ଥିତ ପଟିଆ ବିଗ ବଜାର ଛକ ନିକଟରେ ଏଭଳି ଘଟଣା ସାମ୍ନାକୁ ଆସିଛି. ଜଗତସିଂହପୁର ଜିଲ୍ଲା ଘଡିମୂଳ ଗାଁର ବିଶ୍ୱଜିତ ପ୍ରଧାନଙ୍କ ନିକଟରୁ...
ଦିଲ୍ଲୀ ଗଣତନ୍ତ୍ର ଦିବସରେ ଯୋଗ ଦେବେ ଓଡିଆ ଝିଅ
ଜାନୁୟାରୀ 26 ତାରିଖ 70ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପ୍ୟାରେଡରେ ଯୋଗ ଦେବେ ବାଲେଶ୍ୱର ଝିଅ ସୁଶ୍ରୀ ଆରାଧନା. ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି. ତେବେ ଜାନୁୟାରୀ 26ରେ ଦିଲ୍ଲୀରେ ପ୍ରଥମ...
ପ୍ରତିବାଦ ସଭା ପାଳନ କରୁଛନ୍ତି ମାଓବାଦୀ
ମାଲକାନଗିରିରେ ମାଓବାଦୀଙ୍କ ମେଳି. ଗାଁ କୁ ଗାଁ ବୁଲି ମାଓବାଦୀ ସେମାନଙ୍କ ସମର୍ଥକ ଯୋଗାଡ କରିବାରେ ଲାଗିଛନ୍ତି. ପୋଲିସ ଓ ଯବାନଙ୍କ ମିଳିତ ମାଓ ବିରୋଧୀ ଅଭିଯାନ ଯୋଗୁ ଗତ କିଛି ମାସ ଧରି ମାଲକାନଗିରି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ...
ଶୋକାକୁଳ ପରିବେଶରେ ସମୂହ ସଂସ୍କାର
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡଦୁଆ ଘାଟି ଦୁର୍ଘଟଣାରେ ମୃତକଙ୍କ ସମୂହ ସଂସ୍କାର ଶୋକାକୁଳ ପରିବେଶ ମଧ୍ୟରେ ହୋଇଛି. ବ୍ରାହ୍ମଣୀ ଗାଁ, ଗଦାପୁର, ସୁଲୁମାହା ଓ କଲିଙ୍ଗି ଗାଁର ଲୋକଙ୍କ ଉପସ୍ଥିତିରେ ଖ୍ରୀଷ୍ଟୀୟ ରୀତିନୀତିରେ ସମୂହ ସଂସ୍କାର ହୋଇଥିଲା. ମୃତକଙ୍କ...
ଦରମା ବୃଦ୍ଧି ଦାବି
ବିଭିନ୍ନ ଦାବି ନେଇ ଗତ ଚାରିଦିନ ଧରି ବାଲେଶ୍ୱର ସୁଇପର ସଙ୍ଗ ପକ୍ଷରୁ ଆନେ୍ଦାଳନ କରାଯାଇଛି । ବୁଧବାର ଠାରୁ ଏହାର ପ୍ରଭାବ ସମଗ୍ର ସହରରେ ଦେଖିବାକୁ ମିଳିଛି । ସାରା ସହରରେ ଅଳିଆ ପଡି ରହିଥିବାବେଳେ ସୁଇପରମାନେ ବିଭିନ୍ନ...










