ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ
ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତିୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଦାନ୍ତୀଆମୁହାଁ ଠାରେ ଓଭରବ୍ରିଜ ନିର୍ମାଣ ଦାବି କରି ଦାନ୍ତିଆମୁହାଁ ଓ କୁଣ୍ଢେଇ ଗ୍ରମବାସୀ...
ଇଏ କେମିତିକା ଡାକ୍ତର
ଆଖି ବୁଜିଲା ନିଷ୍ପାପ ଦେଢ ବର୍ଷର ଶିଶୁ କନ୍ୟା । ଚିକିସôା ଅବହେଳାରୁ ବୁଧବାର ବିଳମ୍ବିତ ରାତିରେ ହସ୍ପିଟାଲରେ ତାର ମୃତୁ୍ୟ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହାକୁମା ଠାରେ ଥିବା ଗୋଷ୍ଠି...
ନଳୀନ ଖଣ୍ଡେଲୱାଲ ନିଟ୍ ଟପ୍ପର
ପ୍ରକାଶ ପାଇଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟର ପରୀକ୍ଷା ଫଳ । ଏହି ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ପରୀକ୍ଷାରେ ଚଳିତ ବର୍ଷ ମୋଟ ୧୫,୧୯,୩୭୫ ଜଣ ଛାତ୍ରଛାତ୍ରୀ ନାଁ ପଜିଂକରଣ କରିଥିବା ବେଳେ ୧୪,୧୦,୭୫୫ ଜଣ ପରିକ୍ଷାର୍ଥୀ ପରୀକ୍ଷା...
ବାପାହେଲେ ୬ମାସ ଛୁଟି ସାଙ୍ଗକୁ ମିଳିବ ୭୦ ହଜାର ଟଙ୍କା
ଖାଦ୍ୟର ହୋମ ଡେଲିଭରି କରୁଥିବା କମ୍ପାନୀ ଜମାଟୋ ତାର କର୍ମଚାରୀ ମାନଙ୍କ ପାଇଁ ଆଣିଛି ଏକ ଖୁସି ଖବର । ଏଣିକି କେବଳ ସନ୍ତାନ ଜନ୍ମ ପରେ ମହିଳାଙ୍କୁ ନୁହେଁ ବାପା ହେବା ପରେ ପୁରୁଷଙ୍କୁ ମଧ୍ୟ ମିଳିବ ଛୁଟି...
କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ
କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ନିଜ ଦାନ୍ତ ଚିକିତ୍ସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୧ ଘଣ୍ଟା କାଳ ଦାନ୍ତ ଚିକିତ୍ସା ପରେ ହସ୍ପିଟାଲ ଛାଡିଲେ ମୁଖ୍ୟମନ୍ତ୍ରୀ । ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍ ହୋଇଥିଲା। ଆଜି ଫିଲିଂ...
ବିଶ୍ୱ ପରିବେଶ ଦିବସ
ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ମହାଆଡମ୍ବରେ ପାଳିତ ହୋଇଛି । ଆଜି ସକାଳୁ ସଂଘର ଉପଦେଷ୍ଟା ନୃସିଂହନାଥ ପାଢୀଙ୍କ ନେତୃତ୍ୱରେ ଶତାଧିକ ନାଗରିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ...
ଫାଟିଲା ମୋବାଇଲ
ମୋବାଇଲ ଫାଟି ନାବାଳକ ଆହତ । ନବରଙ୍ଗପୁର ଝରିଗାଁ ବଡପାଲିଆ ଗାଁରେ ଘଟିଛି ଅଘଟଣ । ଗୁରତର ଅବସ୍ଥାରେ ନାବାଳକକୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ମୁହଁ ଓ ପେଟରେ ଆଘାତ ଲାଗିଛି।...
FIH ସିରିଜ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଜୁନ୍ ୬ରୁ ମ୍ୟାଚ୍
ଆସନ୍ତା ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ସିରିଜ୍ ର ଫାଇନାଲ ମ୍ୟାଚ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି...
ସହାୟତାର ହାତ ବଢାଇଲା ଓଏନଜିସି
ସାମୁଦ୍ରିକ ଝଡ ଫନିର ପ୍ରଭାବରେ ଏବେବି ବିପନ୍ନ ପରିବାର ସ୍ୱାଭାବିକ ଅବସ୍ଥାରେ ଫେରି ପାରି ନାହାଁନ୍ତି । ନିମାପଡା ବ୍ଲକର ସାଇଁସ ଗ୍ରାମପଞ୍ଚାୟତର ଦକ୍ଷିଣ ରାଢସ ଗାଁର ୭୦ଟି ପରିବାରର ଘର ବାତ୍ୟାରେ ମାଟିରେ ମିଶିଯାଇଥିଲା । ଏହି ଗାଁର...
ଆଜିଠୁ କାମ ଆରମ୍ଭ
ସାଂସଦ ପ୍ରତାପ ଷଢଙ୍ଗୀ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ବା ଏମଏସଏମଇ ଉଦ୍ୟୋଗର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ...


















