ନର୍ସିଂ କଲେଜ ପାଇଁ ସରକାରଙ୍କ ନିଯୁକ୍ତି
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ନର୍ସିଂ କଲେଜ ପାଇଁ ଥିବା 56ଟି ପୋଷ୍ଟ ଉପରେ ମୋହର ଲଗାଇଛନ୍ତି. କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବିଏସସି ନର୍ସିଂ କଲେଜ ଓ ସମ୍ବଲପୁର ଭିମସାରର କଲେଜ ଅଫ ନର୍ସିଂରେ...
ବିମାନ ବନ୍ଦରରୁ ସିଡିଏ ଚାଲିଲା ‘ମୋ ବସ’
କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀ ସହର ପାଇଁ ମୋ ବସ ସେବା ଆରମ୍ଭ ହୋଇଥିବାବେଳେ ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଡିଏକୁ ‘ମୋ ବସ’ ଚଳାଚଳ ଆରମ୍ଭ କରିଛି । ରୁଟ୍ ନଂ ୧୦ରେ ଏହି...
ବିଜେଡିର ଜୋନ ସ୍ତରୀୟ ସମ୍ମିଳନୀ
ବାଲିମେଳା ଏନଏସିଠାରେ ବିଜେଡିର ଜୋନ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଡମ୍ବରୁ ସୀସା ଯୋଗ ଦେଇଥିଲେ. ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଲେକଙ୍କୁ ଅବଗତ କରାଯାଇଥିଲା...
ଅମୁଲ୍ ପ୍ୟାକେଟରେ ନକଲି ବଟର୍ !
ଅମୁଲ ପ୍ୟାକେଟରେ ନକଲି ବଟର୍. ଏଭଳି କାରବାର କରୁଥିବା ଗୋଟିଏ ଗ୍ୟାଙ୍ଗକୁ ମୁମ୍ବାଇ ପୋଲିସ ଭୟନ୍ଦର ଅଞ୍ଚଳରୁ ଗିରଫ କରିଛି. ଏଏସପି ଅତୁଲ କୁଲକର୍ଣ୍ଣିଙ୍କ ନେତୃତ୍ୱରେ ଭୟନ୍ଦର ରୋଡ୍ ରୁ 5 ଜଣଙ୍କୁ ଗିରଫ କରାଯାଇଛି. ଏହାସହ ପୋଲିସ ପ୍ରାୟ...
ନୂଆ ବର୍ଷରେ ମୋଦିଙ୍କ ନୂଆ ଯୋଜନା
ନୂଆ ବର୍ଷରେ ମୋଦି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି. ତେବେ ଏହି ଯୋଜନା ଖାସ୍ କରି ବେରୋଜଗାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ. ନୂଆ ବର୍ଷର ପ୍ରଥମ ଦିନରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୋଦି. ଯାହାର ନା...
ଗଲଫ୍ ଖେଳାଳୀ ଗିରଫ
ଅବୈଧ ଶିକାର କରିବା ଅଭିଯୋଗରେ ଜେଲ ଗଲେ ଖ୍ୟାତନାମା ଗଲଫ୍ ଖେଳାଳୀ ଜ୍ୟୋତି ରାନ୍ଧୱା. ବହରାଇଚ ଉତ୍ତରପ୍ରଦେଶର ହେଉଛି ଏହି ଘଟଣା. ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କରିଛି. ଗିରଫ ପରେ ଜ୍ୟୋତିଙ୍କ ପାଖରୁ A.22ର ରାଇଫଲ ମଧ୍ୟ ଜବତ...
ବାବାଙ୍କ ଭବିଷ୍ୟବାଣୀ
2019 ଲୋକସଭା ନିର୍ବାଚନକୁ ନେଇ ନରେନ୍ଦ୍ର ମୋଦିଙ୍କୁ ସର୍ବଦା ସହଯୋଗ କରୁଥିବା ବାବା ରାମଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି. ଆଗାମୀ 2019 ନିର୍ବାଚନରେ ପରବରର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ କହିବା ସମ୍ଭବ ନୁହେଁ. ମଦୁରାଇରେ ମଙ୍ଗଳବାର ରାମଦେବ କହିଛନ୍ତି,...
ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ
ଅନୁଗୁଳରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ 41 ଜଣ ଆହତ ହୋଇଥିବା ସୂଚନା ମିଳିଛି, ମଙ୍ଗଳବାର ବିଳମ୍ବିତ ରାତିରେ ବସଟି ଅନୁଗଗୁଳରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିଲା. ମାତ୍ର ବଅଁରପାଳ ନିକଟରେ ଏହି ବସଟି ଅନ୍ୟ ଏକ...
ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ
ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି. ଫଳରେ ବାଲେଶ୍ୱରରୁ ଆସିଥିବା ପ୍ରମୋଦ ଜେନା ନାମକ ଜଣେ ଭକ୍ତ ଗୁରୁତର ହୋଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ପ୍ରମୋଦ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ଜଗନ୍ନାଥ ବଲ୍ଲଭ...
ଦ୍ୱିପର ପୁନଃ ନାମକରଣ
ଆଣ୍ଡାମାନ ଓ ନିକୋବରର ତିନୋଟି ଦ୍ୱିପର ପୁନଃ ନାମକରଣ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର. ଏହି ତିନୋଟି ଦ୍ୱିପ ମଧ୍ୟରେ ରହିଛି ରସ୍ ଆଇଲାଣ୍ଡ,ନଲ ଆଇଲାଣ୍ଡ ଓ ହାଭଲକ୍ ଆଇଲାଣ୍ଡ. ତେବେ ରସ୍ ଆଇଲାଣ୍ଡକୁ ନେତାଜୀ ସୁବାଷ...








