ବି.କେ ଶର୍ମା ଇନଚାର୍ଜ ଡିଜିପି
ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର...
୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର
୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଜି ଲୋକସେବା ଭବନରେ ସବୁଜ ସଙ୍କେତ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ...
ଗଞ୍ଜେଇ ମାଫିଆଙ୍କ ହାତରେ ଯୁବତୀ
ନୂଆ କ୍ୟୈଶଳ ଆପଣେଇଛନ୍ତି ଗଞ୍ଜେଇ ମାଫିଆ । ନୂଆ ଢଙ୍ଗରେ କରଛୁନ୍ତି ଗଞ୍ଜେଇ ଚାଲାଣ । ଏହି କ୍ୟୈଶଳରେ ସାମିଲ ହେଉଛନ୍ତି ଯୁବତୀ । ନିପଟ ଗାଁ ଗଣ୍ଡାର ଯୁବତୀ ମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଫାସରେ ଫସାଉଛନ୍ତି ଏହି...
ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ସଭାପତି । ମାଟ୍ରିକରେ ପାସ୍ ହାର ୪୩.୬୨ ପ୍ରତିଶତ । ଓପନ ସ୍କୁଲରେ ପାସ ହାର ୬୩.୪୪ ପ୍ରତିଶତ ।
ଧୋଇଗଲା ରେଲୱ ଟ୍ରାକ୍
ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲା । ରାୟଗଡା ଜିଲ୍ଲା ଆମ୍ବାଦଳା ଓ ଦହିଖାଲ ମଧ୍ୟରେ ରେଳ ଟ୍ରାକ ଧୋଇ ହୋଇଯିବା ଯୋଗୁଁ ରାୟଗଡା ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଏହି ରୁଟରେ...
ସକାଳ ୬ରୁ ରାତି ୯ ଯାଏଁ ଖୋଲା ରହିବ ପାର୍କ
ଏଣିକି ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସହରାଞ୍ଚଳରେ ରହୁଥିବା ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସମସ୍ତ ମହାନଗର ନିଗମ, ପୈାର ପରିଷଦ...
ପ୍ରଦର୍ଶନୀ ପଡିଆରେ ସ୍ୱାଧିନତା ଦିବସ
ଏଥର ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ୱାଧୀନତା ଦିବସ । ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡିଆରେ ପରେଡ ହେବ । ଟ୍ୱିନ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ଏଥର...
ଫନି ଧୋଇଦେଲା ୨୪,୧୭୬ କୋଟି
ସାମୁଦ୍ରିକ ଝଡ ଫନିର ୩ମାସ ପରେ ଆସିଲା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଫନି ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପୁନରୁଦ୍ଧାର କାର୍ଯ୍ୟପାଇଁ ୨୯ ହଜାର ୩୧୫ କୋଟି ଟଙ୍କା ଆବଶ୍ୟକ...
କାନ୍ଥ ଭୁସୁଡି ୩ ଶିଶୁ ଗୁରୁତର
ବର୍ଷାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବରେ ଲୋକେ ହନ୍ତସନ୍ତ । ବାଲିସାଗର ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରବଳ ବର୍ଷା ଯୋଗୁଁ ମନୋଜ ନାୟକ ନାମକ ଜଣେ...
ରାଜ୍ୟସଭାରୁ ବିତାଡିତ ହେଲେ
ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି । ଏହି ବିଲ ରାଜ୍ୟସଭାରେ ଉପସ୍ଥାପନା ବେଳେ ୨ଜଣ ପିଡିପି ସାଂସଦ ପ୍ରବଳ ପାଟିତୁଣ୍ଡ ସହ ହଙ୍ଗାମା କରିବା କାରଣରୁ ତାଙ୍କୁ ଗୃହରୁ ବିତାଡ଼ିତ କରାଯାଇଛି । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶ।।ହା...
















