ଚର୍ଚ୍ଚାରେ ସେଲଟର ହୋମ, ଇସ୍ତଫା ଦେବାକୁ ମନା କଲେ ମନ୍ତ୍ରୀ
ଦିନକୁ ଦିନ ଘନେଇବାରେ ଲାଗିଛି ଢେଙ୍କାନାଳ ସେଲଟର ହୋମ ବିବାଦ । ଏହି ଘଟଣାରେ ତିନିଜଣ ଗିରଫ ହୋଇଥିଲେ ହେଁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ବିଜେପି ମହିଳା ପ୍ରତିନିଧି ଦଳ ଏବଂ କେନ୍ଦ୍ରମନ୍ତ୍ରୀ...
ଡଟ୍ ଫେଷ୍ଟରେ ମତୁଆଲା କରିବେ ସୋନା
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ. ଗତ ଦୁଇ ଦିନ ଧରି ବିଭିନ୍ନ ପ୍ରକାରର ଦେଶୀ ଓ ବିଦେଶୀ ଭେଜ୍ ନନଭେଜ୍ ଆଇଟମର ମଜା ନେଉଛନ୍ତି ରାଜଧାନୀବାସି. ଖାଲି ଚଟାପଟ ଖାଦ୍ୟ ନୁହେଁ ଶୀତୁଆ ସନ୍ଧ୍ୟାରେ...
ଶେଷ ହୋଇଛି ବାଲିଯାତ୍ରା: ୧୦୦ କୋଟିର ବେପାର
ଶେଷ ହୋଇଛି ଐତିହାସିକ ବାଲିଯାତ୍ରା । ୧୦ ଦିନ ଧରି ମହାନଦୀର ଗଡଗଡିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ରବିବାର ଶେଷ ହୋଇଛି । ଶେଷ ଦିନରେ ପଡିଆରେ ଲାଗିଥିଲା ଲୋକଙ୍କ ନାହିଁ ନଥିବା ଭିଡ । ଶେଷ...
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ. ସୋମବାର ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛି 23 ବର୍ଷୀୟା ୱାଣ୍ଟେଡ ଦଲମର୍ ଇଡେ ମାଡୀ. ସୂଚନା ଅନୁସାରେ, ସେ 2014 ମସିହାରୁ ଆନ୍ଧ୍ର-ଓଡିଶା ସମେତ ମାଲକାନଗିରି ଡିଭିଜନର କାଲିମେଳା ଅଞ୍ଚଳ...
ଉଦଘାଟନ ହେଲା କୋଣାର୍କ ଉତ୍ସବ
ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଛି 5 ଦିନ ଧରି ଚାଲିବାକୁ ଥିବା କୋଣାର୍କ ଉତ୍ସବ. 29ତମ କୋଣାର୍କ ଉତ୍ସବକୁ ଉଦଘାଟନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା. ପରେ ମନ୍ତ୍ରୀ...
ଦେଶର ନୂଆ ନିର୍ବାଚନ କମିସନର ସୁନିଲ ଆରୋରା
ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସୁନିଲ ଆରୋରା । ମୁଖ୍ୟ ନିର୍ବାଚନ ଓମ୍ ପ୍ରକାଶ ରାୱତଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ପୂବତର୍ନ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁନୀଲ ଅରୋଡା ଦେଶର ୨୩ତମ...
ସେଲଟର ହୋମରେ ପଡିଲା ତାଲା
ଢେଙ୍କାନାଳ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲ୍ଟର୍ ହୋମକୁ ସିଲ କରି ଦିଆଯାଇଛି । ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସେଲଟର ହୋମରେ ତାଲା ପକାଯାଇଛି । ସେଠାରେ ଥିବା ଅନ୍ତେବାସୀଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି...
ପୁଣି ସାମ୍ବାଦିକଙ୍କୁ ଆକ୍ରମଣ
ବାଲେଶ୍ୱର ଜିଲ୍ଲାରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ । ଗୁରୁତରେ ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଦର୍ଶନ ଗାଁର ପ୍ରମୋଦ ରାଉତ । ଶନିବାର ବିଳମ୍ବିତ ରାତିରେ ଚୋରା ମଦ ବେପାରି...
ଦେଶ ବିଦେଶର ଖାନାରେ ମହକୁଛି ରାଜଧାନୀ
ରାଜଧାନୀ ରାସ୍ତା ପାଲଟିଛି ଚେସ୍ ବୋର୍ଡ. ପଡିଆରୁ ଭାସିଆସୁଛି ଦେଶୀବିଦେଶୀ ଖାଦ୍ୟର ମହକ. ଆଉ ତା ସାଙ୍ଗକୁ ନାଚ ଗୀତର ଆସର. ସଞ୍ଜ ନଇଁଲେ ପ୍ରଦର୍ଶନୀ ପଡିଆ ପାଲଟୁଛି ପୂରା ବଲିଉଡ୍. ଏପରି ଲାଗୁଛି ସତେ ଯେମିତି ରାଜଧାନୀ ଦେହରେ...
ମାଓବାଦୀ ଇଲାକାରେ ଗଞ୍ଜେଇ ଗଛ
ଗତ ଦୁଇ ଦିନରେ ମାଓ ପ୍ରବଣ ଚନ୍ଦ୍ରପୁର ଅଞ୍ଚଳରେ ୬୦ ଏକରରୁ ଉର୍ଦ୍ଧ ଗଂଜେଇ ଗଛ କଟା ଯାଇଛି । ବିଶେଷ ସୁତ୍ରରୁ ଖବର ପାଇ ରାୟଗଡା ଅବକାରୀ ବିଭାଗ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଗୁରୁବାର ପୋଲିସ...















