ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟ, ଦୁଇରୁ ଅଧିକ ପିଲା ଜନ୍ମ କଲେ ନ ମିଳୁ ଭୋଟ ଅଧିକାର
ପତଞ୍ଜଳୀ ଯୋଗପୀଠରେ ଦୁଇ ଦିବସୀୟ ଜ୍ଞାନକୁମ୍ଭ ଆୟୋଜନ କରାଯାଇଛି. ଯେଉଁଥିରେ ବାବା ରାମଦେବ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି. ସେ କହିଛନ୍ତି କି ଏହି ଦେଶରେ ଯେଉଁମାନେ ମୋ ଭଳି ବିବାହ ନ କରିବେ ସେମାନଙ୍କୁ...
ଉଦ୍ଧାର ହେଲେ ତୀର୍ଥଯାତ୍ରୀ
ବଦ୍ରିନାଥକୁ ତୀର୍ଥ ପାଇଁ ଯାଇ ଫସିଥିବା 42 ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଫେରୁଛନ୍ତି. ରିପୋର୍ଟ ଅନୁସାରେ, ଭଞ୍ଜନଗର ଗଞ୍ଜାମ ଜିଲ୍ଲାର 42 ଜଣ ଯାତ୍ରୀ ତୀର୍ଥଯାତ୍ରାରେ ଅକ୍ଟୋବର 26 ତାରିଖରେ ବାହାରିଥିଲେ. ମାତ୍ର ଗତ ଶନିବାରଦିନ ରାସ୍ତାରେ ଅତ୍ୟଥିକ...
ପରଂପରା ନା କୁସଂସ୍କାର ! ଟିକେ ଭୁଲ୍ ପାଇଁ ବସ୍ତ୍ର ଖୋଲିବାକୁ ପଡେ
ଦକ୍ଷିଣ ଭାରତର କେତେକ ରାଜ୍ୟରେ ଦେବଦାସୀ ପ୍ରଥା ଏବେବି ପ୍ରଚଳିତ ହୋଇଆସୁଛି। ଏଠାକାର ଜନଜାତି ବହୁଳ ଅଞ୍ଚଳରେ ଏହି ପରମ୍ପରାକୁ ଯେପରି ଭାବରେ ପାଳନ କରାଯାଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । କର୍ନାଟକର ଆଦିବାସୀବହୁଳ ଅଞ୍ଚଳରେ ଯଦି ଜଣେ...
ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବିଦ୍ୟୁତ ସେବା ବ୍ୟାହତ
ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବନ୍ଦ ହୋଇଯାଇଛି ବିଦ୍ୟୁତ ସେବା. ଯାହାକୁ ନେଇ ପୂରା ରାଜ୍ୟ ଅସୁବିଧାର ସମ୍ମୁଖୀନ ହେଉଛି. ବିଶେଷ ଭାବରେ ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡୁଛି. ବିଦ୍ୟୁତ ନଥିବା କାରଣରୁ ଛାତ୍ରଛାତ୍ରୀ...
ବେକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବେ ଓଡିଶା ସରକାର
ବେଶୀ ପାଠ ପଢି ଘରେ ବସି ରହିଥିବା ବେକାରୀ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସଷ୍ଟି କରିବାକୁ ଯାଉଛନ୍ତି ଓଡିଶା ସରକାର. ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଦୂର ହେବ ବେକାରୀ ସମସ୍ୟା ଏବଂ ନିଯୁକ୍ତି...
ଥମୁନି ମାଓ ଆତଙ୍କ, ଟାର୍ଗେଟରେ ଛତିଶଗଡ ବିଧାନସଭା ନିର୍ବାଚନ
ଦାନ୍ତେୱାଡାରେ ମାଓବାଦୀ ଲଙ୍କାକାଣ୍ଡ । ଗାମବାଡା ଜଙ୍ଗଲରେ ଦୁଇଟି ଯାତ୍ରୀବାହୀ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀମାନେ । ସୂଚନା ମିଳିଛି, ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମାତ୍ର ବସରେ ସେମାନେ କାହିଁକି ନିଆଁ...
ଅଳାଁନବମୀରେ ଭକ୍ତଙ୍କ ଉପରେ ଲାଗିଲା କଟକଣା, କେବଳ ଦର୍ଶନ କରିବେ ରାଧା ପାଦ, ସ୍ପର୍ଶ ମନା
ଆସନ୍ତା ନଭେମ୍ବର ୧୭ରେ ପବିତ୍ର ଅଳାଁନବମୀ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ରାଧାପାଦ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।...
ହାଇକୋର୍ଟର ନୂଆ ବିଚାରପତି ହେବେ ଜୁଡିସିଆଲ ଅଫିସର ଡ.ଅକ୍ଷୟ ମିଶ୍ର
ଜୁଡ଼ିସିଆଲ୍ ଅଫିସର ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବରେ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ...
ହକି ପାଇଁ ଆରମ୍ଭ ହେଲା ମେଗା ପବ୍ଲିସିଟି କ୍ୟାମ୍ପେନ
ରାଜଧାନୀ ଭୁବନେଶ୍ୱରକୁ ଦେଶର ସ୍ପୋର୍ସ କ୍ୟାପିଟାଲ ରୂପରେ ଦେଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶା ସରକାର. ଯାହାର ପ୍ରଚାର ପ୍ରସାର ପାଇଁ ସରକାର ଗୋଟିଏ ବି ସୁଯୋଗକୁ ହାତଛଡା କରୁନାହାନ୍ତି. ହକି ବିଶ୍ୱ କପ୍ ର ପ୍ରଚାର ପାଇଁ...
ଖୁବଶୀଘ୍ର ଆରମ୍ଭ ହେବ ସ୍ମାର୍ଟ ସିଟିରେ ସ୍ମାର୍ଟ ବସ୍
ବହୁତ ଜଲଦି ଭୁବନେଶ୍ୱରବାସୀଙ୍କ ପାଇଁ ସ୍ମାର୍ଟ ବସ୍ ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ (ସି.ଆର.ୟୁ.ଟି)ପକ୍ଷରୁ କୁହାଯାଇଛି . ତେବେ ଏହାର ଶୁଭାରମ୍ଭ ନଭେମ୍ବର 6 ତାରିଖ ଦିନ ହେବ ବୋଲି ସୂଚନା ଦିଆଯାଇଛି. ଏହି...
















