30.8 C
Bhubaneswar
Saturday, August 1, 2026
-Advertisement-
video

ନୂଆ ଟ୍ରେନ, ନୂଆ ଷ୍ଟପେଜ୍

ଓଡିଶା ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ସୋମବାର ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମରେ ଉଦବୋଧନ ଦେବା ସହ ଅନେକ ଜନ କଲ୍ୟାଣକାରୀ ଯୋଜନା ଏବଂ ନୂତନ ଟ୍ରେନର ଘୋଷଣା କରିଛନ୍ତି ସିହ୍ନା। ରେଳମନ୍ତ୍ରୀ କହିଛନ୍ତି , ଗଣ୍ଡୱାନା...

କ’ଣ ପାଇଁ ପାଳନ ହୁଏ ମହାଶିବରାତ୍ରି ?

ଆଜି ହେଉଛି ପବିତ୍ର ମହାଶିବରାତ୍ରି. ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି ଏବଂ ଚାରିଆଡେ ‘ଓମ ନମଃ ଶିବାୟ’ ଧ୍ୱନି ଶୁଣିବାକୁ ମିଳୁଛି. ପ୍ରଭୁ ନୀଳକଣ୍ଠଙ୍କ ଦର୍ଶନ ପାଇଁ ରାଜ୍ୟର ସମସ୍ତ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି. ଭକ୍ତମାନେ...

ବଞ୍ଚିଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଜୀବିତ ଅଛି. ଏନେଇ ସୂଚନା ଦେଇଛି ପାକିସ୍ତାନୀ ଗଣମାଧ୍ୟମ. ପୂର୍ବରୁ ମାସୁଦ ମରିଯାଇଥିଲା ବୋଲି ଚାରିଆଡେ ପ୍ରକାଶ ପାଇଥିଲା. ମାତ୍ର ପ୍ରକୃତରେ ସେ ମରିନି ବରଂ ବଞ୍ଚିଛି...

ମାଟ୍ରିକ ବିଭ୍ରାଟ: ଗାଏବ ହୋଇଗଲା ଶତାଧିକ ଗଣିତ ଉତ୍ତର ଖାତା

ଚଳିତ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ପିଚ୍ଛା ଛାଡୁନାହିଁ. ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବେ ମାଲକାନଗିରି ଜିଲ୍ଲାରେ 108ଟି ଗଣିତ ଖାତା କୁଆଡେ ଗାୟବ ହୋଇଯାଇଛି. ପଡିଆ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଶତାଧିକ ଖାତା ମିଳୁ ନଥିବା...

ଜଙ୍ଗଲଜମି ଅଧିକାର ପାଇଁ ଆଦିବାସୀଙ୍କ ବିକ୍ଷୋଭ

ଆଦିବାସୀମାନଙ୍କୁ ଜଙ୍ଗଲ ଜମିରୁ ହଟାଇବାପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ଜନବିରୋଧି ଓ ସମ୍ବିଧାନ ବିରୋଧୀ । ତେଣୁ ଏହି ରାୟର ପୁଣି ଥରେ ବିଚାର କରିବା ଦାବିରେ ନିୟମଗିରି ସୁରକ୍ଷା ମଂଚ,ବିଏସପି ଓ ଆଦିବାସୀ ଏକତାମଂଚ ଆନୁକୁଲ୍ୟରେ ମୁନୁଗୁଡା ବ୍ଲକ...

ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ଭାବନୀପାଟଣା ବାଲାଜୀ ନିକଟରେ ସରକାରୀ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି. ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ...

ଜଷ୍ଟିସ୍ ଅଜିତ ସିଂହ ହେଲେ ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ

ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବିଚାରପତି ଅଜିତ ସିଂହ. ରାଜ୍ୟପାଳ ଗଣେଶୀ ଲାଲ ରବିବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି. ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିବା ଅଜିତ ସିଂହଙ୍କୁ ଓଡିଶା ଲୋକାୟୁକ୍ତର...

ଟଳିଲେ ଦୁଇ ଆତଙ୍କବାଦୀ

ଟଳିଲେ ଦୁଇ ଆତଙ୍କକବାଦୀ. କଶ୍ମୀର ଘାଟିରେ ଲଗାତର ତୃତୀୟ ଦିନ ପାଇଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି. ଜମ୍ମୁ କଶ୍ମୀରର କୁପୱାଡାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟରେ 5 ଯବାନ...

ଓଡିଶାରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା

ଭୁବନେଶ୍ୱରରେ ପହଞ୍ଚିଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା. ପହଞ୍ଚିବା ପରେ ସେ ବିମାନବନ୍ଦର ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି. ତେବେ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ଘନ...

4 ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ଭାଲୁ

କୂଅ ଭିତରେ ଭାଲୁ. ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମୁଡିହା ଗାଁରେ ଏକ ଭାଲୁ କୂଅ ଭିତରେ ପଡିଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି. ଖବର ଅନୁସାରେ, ରବିବାର ସକାଳ ସମୟରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶିଥିଲା. ମାତ୍ର ଭୁଲବଶତଃ...
- Advertisement -

Latest article

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...