ୱାଇନାଡୁ ଦେଲା ରାହୁଲଙ୍କୁ ମୁହଁରେ ହସ
ଦେଶରେ ଗଣତି ଚାଲିଛି ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ । କଂଗ୍ରେସ ସବୁସ୍ଥାନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଏହା ସହ ନିଜେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଆମେଠିରୁ ସ୍ମୃତି ଇରାନୀ ଠାରୁ ପଛରେ ରହିଛନ୍ତି...
କେନ୍ଦ୍ରାପଡାରେ କଡ୍ଡା ଟକ୍କର,ବୈଜୟନ୍ତଙ୍କୁ ପଛରେ ପକାଇଲେ ଅନୁଭବ
ଅପେକ୍ଷାର ଅନ୍ତ ହୋଇଛି । ଚାଲିଛି ଭୋଟ ଗଣତି । ତେବେ ସାରା ଓଡ଼ିଶା ଓ ଦେଶର ନଜରରେ ଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଏବେ ବିଜେପି ଓ ବିଜେଡ଼ି ମଧ୍ୟରେ ଜାରି ରହିଛି କଡ଼ା ଟକ୍କର । ଏଠାରେ...
ପାଣି ପାଇଁ ତାଲା ପକାଇଲେ
ପାଣି ପାଇଁ ବ୍ଲକ ଘେରାଉ କଲେ ଶତାଧିକ ମହିଳା । ମାଲକାନଗିରି ଜିଲ୍ଲାର ଖଇରପୁଟ ସଦର ପଞ୍ଚାୟତର ଉପରପୁଟ ଝରିଆଗୁଡା ଗାଁର ଶତାଧିକ ମହିଳା ବୁଧବାର ସକାଳୁ ଖଇରପୁଟ ବ୍ଲକ ଘେରାଉ କରିବା ସହିତ କାର୍ଯ୍ୟାଳୟ ତାଲା ପକାଇ କାର୍ଯ୍ୟାଳୟ...
ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ୍
ଦିନ ଦ୍ୱିପହରରେ ବ୍ୟବସାୟଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ୍ । ରାୟଗଡା ସହରରେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଲୁଟିଛନ୍ତି ଲୁଟେରା । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁର ଜି.ମହେଶ୍ୱର ରାଓ...
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ । ରାୟଗଡା ସହରର ଫାୟାରଷ୍ଟେସନ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟି ବହୁ ଆସବାପତ୍ର ନଷ୍ଟ ହୋଇଯାଇଛି । ସକାଳ ୫ଟାରେ ଦୋକାନ ଖୋଲାଥିବା ବେଳେ ଗ୍ୟାସ୍ ଷ୍ଟୋଭ୍ ରୁ ହଠାତ୍...
ବାତ୍ୟା ଉଜାଡିଲା ବେଉସା
ଫନିର ଭୟଙ୍କର ତାଣ୍ଡବରେ ସବୁଠୁ ବେଶି କ୍ଷତି ହୋଇଛି ପାନ ବରଜ । ଲକ୍ଷଲକ୍ଷ ସଂଖ୍ୟାରେ ପାନ ବରଜକୁ ମାଟିରେ ମିଶାଇ ହଜାର ହଜାର ଚାଷୀଙ୍କୁ ପୁରା ଘାଇଲା କରିଛି ଫନି । ସବୁ ଉପକୁଳବର୍ତ୍ତି ଅଞ୍ଚଳରେ ସ୍ଥିତି ସଙ୍ଗିନ...
ମାଲକାନଗିରି ଜିଲ୍ଲାରେ ପାସ ହାର ୫୮%
ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ରାଜ୍ୟରେ ମୋଟ ପାସ ହାର ୭୦% ଥିବାବେଳେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ପାସ ହାର ୫୮% ରହିଛି । ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିମେଳାର ଛାତ୍ର ଶକ୍ତି ପ୍ରସାଦ ରାଉତ ୯୦...
ରାୟଗଡା ଜିଲ୍ଲାରେ ମାଟ୍ରିକ ପାସ ହାର ୬୦.୮୯%
ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ରାୟଗଡ ଜିଲ୍ଲାରେ ମାଟ୍ରିକ ପାସ ହାର ୬୦.୮୯ ପ୍ରତିଶତ ରହିଛି । ସେହିପରି ଗୁଣପୁର ଶିଶୁ ମନ୍ଦିରର ଶିବପ୍ରତିମ ଦାଶ ୫୪୫ ମାର୍କ ଓ ଗୁଣପୁର ଲକ୍ଷଣ ନାୟକ ହାଇସ୍କୁଲରେ ସ୍ୱୟଂଶୁ...
ସମ୍ବଲପୁର ନିର୍ବାଚନ ଫଳାଫଳ ଶୀଘ୍ର ଆସିବ
ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ନେତାମାନଙ୍କର ବଢିଲାଣି ହୃଦସ୍ପନ୍ଦନ । ଅପେକ୍ଷା ରେଜଲ୍ଟକୁ । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ମତ ଗଣନା କରାଯିବ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ...
୨୫ରେ ୪୬ ଡିଗ୍ରୀ
ବାତ୍ୟା ପରେ ତାତିର ଆତଙ୍କ । ଚାଳିଶ ଡିଗ୍ରୀ ତାପମାତ୍ରାରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୨୫ ତାରିଖ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରୀ ଡେଇଁବ । ତାପମାତ୍ରାରେ ଭୟଙ୍କର ବୃଦ୍ଧି ଏବେ...







