ଭୁଶୁଡିଲା ୪ମହଲା କୋଠା: ବଢୁଛି ମୃତ୍ୟୁ ସଂଖ୍ୟା, ପୋତି ହୋଇଛନ୍ତି ଅନେକ ଲୋକ
ବୁଧବାର ସକାଳେ ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ ଗୋଟିଏ ତିନି ମହଲା କୋଠା ଘର ଭୁଶୁଡିଛି । ଏଥିରେ ୨ ଜଣ ପିଲାଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ପୋତି ହୋଇ ପଡିଥିବା ଆଶଙ୍କା ଉପୁଜିଛି । ଦୂର୍ଘଟଣା...
୮୬ ବର୍ଷରେ ମନମୋହନ ସିଂ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବୁଧବାର ୮୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ମନମୋହନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ...
ବିବାହ ବନ୍ଧନରେ ବାନ୍ଧିହେବେ ସାଇନା
ବ୍ୟାଡ୍ ମିଣ୍ଟନ ତାରକା ସାଇନା ନେୱାଲ୍ ଓ ପରୁପଲ୍ଲଲା କଶ୍ୟପ ସେମାନଙ୍କ ଫ୍ୟାନ୍ ମାନଙ୍କୁ ଏକ ଖୁସି ଖବର ଭେଟି ଦେଇଛନ୍ତି. ଉଭୟ ଡିସେମ୍ବର 16 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି. ତେବେ ଏହି ବିବାହଟି ଅତି...
ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ!
ମଝି ଆକାଶରେ ଜଣେ ଯାତ୍ରୀଙ୍କୁ ହାର୍ଟ ଆଟାକ୍ । ବିମାନଟି ତ୍ରିଭେନ୍ଦମରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ହଠାତ୍ ଯାତ୍ରୀ ଜଣଙ୍କ ହାର୍ଟ ଆଟାକର ଶିକାର ହୋଇଥିଲେ । ପରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇନେ୍ଦାର ବିମାନ ବନ୍ଦରରେ...
ପାଗଳ ପ୍ରେମିକ, ଏକତରଫା ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ
ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ । ଏହି ଘଟଣା ହେଉଛି ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ମହାବିଦ୍ୟାଳୟର । ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମ କରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗବାର...
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କର ବାରିପଦାରେ...
ମୃତ୍ୟୁ ପରେ ବି ଅମର
ମୃତ୍ୟୁ ପରେ ବି ଅମର ହୋଇଗଲେ ଯୁବକ । ଜଣେ ନୁହେଁ, ୩ ଜଣଙ୍କୁ କଲେ ଜୀବନ ଦାନ । ବିହାର ନାଳନ୍ଦାର ଏହି ୧୯ ବର୍ଷ ବୟସ୍କ ଯୁବକ ହେଲେ ସୌରଭ ପ୍ରତିକ । ଡାକ୍ତରଖାନାରେ ଚିକିତ୍ସାଧୀନ ସୌରଭଙ୍କୁ...
ଅଟୋ ଚାଳକର ଝିଅ ବକ୍ସିଂରେ ପାଇଲେ ଗୋଲ୍ଡ ମେଡାଲ୍
ଭାରତର ଜଣେ ଅଟୋ ଡ୍ରାଇଭରଙ୍କ ଝିଅ ପୋଲାଣ୍ଡରେ ଅନୁଷ୍ଠିତ ହେଇଥିବା 13ତମ ଅନ୍ତରାଷ୍ଟ୍ରିୟ ସିଲେସିଆନ୍ ବକ୍ସିଂରେ ଗୋଲ୍ଡ ମେଡାଲ ପାଇ ଦେଶ ପାଇଁ ସୁନାମ ଆଣିଛନ୍ତି. 52 କିଗ୍ରା ଓଜନର କ୍ୟାଟାଗୋରୀରେ ସେ ଏହାକୁ ଜିତି ପାରିଛନ୍ତି. ପଟିଆଲାର ହସାନାପୁର...
ଦେଢମାସ ଶିଶୁର ଅଣ୍ଟାରେ ଝୁଲୁଛି ଟ୍ୟୁମର୍
ଦେଢମାସ ଶିଶୁର ଅଣ୍ଟାରେ ହୋଇଛି ଟ୍ୟୁମର୍ ଭଳି ମାରାତ୍ମକ ରୋଗ. ରୋଗ କେତେବେଳେ, କାହାକୁ ଓ କେମିତି ଆସେ ତାହା କେହି ଜାଣିନଥାନ୍ତି. ତେବେ ସେଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଣେ ନିଷ୍ପାପ ଶିଶୁଠାରେ. ଶିଶୁଟି ଏମିତି କ’ଣ...
ଉଡନ୍ତା ବିମାନର ମୁଖ୍ୟ ଗେଟ୍ ଖୋଲିବାକୁ କାହିଁକି ଚେଷ୍ଟା କଲେ ଯୁବକ?
ବିମାନରେ ପ୍ରଥମ ଥର ଲାଗି ଯାତ୍ରା କରୁ୍ଥିବା ଜଣେ ଯୁବକଙ୍କ କାରନାମା । ଯୁବକ ଜଣକ ପ୍ରଥମଥର ଲାଗି ଏ-୩୨୦ ବିମାନରେ ଯାତ୍ରା କରୁଥିଲେ । ୧୫୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା...









