ନିଆରା ପିକନିକ
ବାଲେଶ୍ଵର ଜିଲ୍ଲା ନୀଳଗିରି ସତ୍ୟସାଇ ସେବା ସମିତି ପକ୍ଷରୁ ଆଧ୍ୟାତ୍ମିକ ବଣ ଭୋଜି 2019 ଅନୁଷ୍ଠିତ ହୋଇଯାଇଛି. ନୀଳଗିରି ପାଣିଗ୍ରାହୀ ମଠ ଠାରେ ଏହି ପିକନିକ୍ ଅନୁଷ୍ଠିତ ହୋଇଯାଇଛି. ଏହି ପିକନିକରେ ନୀଳଗିରି, ଅଯୋଧ୍ୟା, ସାଆନ୍ତା, ଭାଲୁକୁ ପୋଷି ପ୍ରଭୃତି...
‘ଭାରତ କେ ମନ୍ କୀ ବାତ୍, ମୋଦି କେ ସାଥ୍’: ବିଜେପି ଆରମ୍ଭ କଲା ପ୍ରଚାର ଅଭିଯାନ
2019 ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଜୋରଦାର କରିଛି. ମାସେବ୍ୟାପୀ ବିଜେପି ଚାଲିବାକୁ ଥିବା ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ. 'ଭାରତ କେ ମନ୍ କି ବାତ୍, ମୋଦି କେ...
କରଦାତାଙ୍କ ଟଙ୍କାରେ ରାଜନୀତି: ପଞ୍ଚାନନ
ଅନ୍ତରୀଣ ବଜେଟ୍କୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ମଧ୍ୟବିତ୍ତ ଓ ଯୁବପିଢ଼ୀଙ୍କୁ ଧୋକା ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି...
ଧାରଣାରେ ବସିଲେ ସିମରନ ପରିବାର
ବହୁ ଚର୍ଚ୍ଚିତ ସମ୍ବଲପୁରୀ ଅଭିନେତ୍ରୀ ସିମରନ ସିଂ ହତ୍ୟା ମାମଲାରେ ସିମରନଙ୍କ ପରିବାର ଏବେ ଧାରଣାରେ ବସିଛନ୍ତି. ସିମରନଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଦୋଷୀକୁ ଏ ଯାଏଁ ଦଣ୍ଡ ମିଳିନାହିଁ ବୋଲି କହିଛନ୍ତି ପରିବାର ଲୋକେ. ଶନିବାର ସିମରନଙ୍କ...
ହତ୍ୟା ନା ଆତ୍ମହତ୍ୟା
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି 114 ଗାଁରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି. ସୂଚନା ଅନୁସାରେ, 2 ଦିନ ହେବ ଯୁବତୀ ଜଣକ ନିଖୋଜ ଥିଲେ. ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ....
ରୋଗୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର
ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି. ମିଳିଥିବା ସୂଚନା ଅନୁସାରେ, ଆପୋଲୋ ହସ୍ପିଟାଲର ପଞ୍ଚମ ମହଲାରେ ନିଆଁ ଲାଗିଛି. ସେହି ମହଲାର ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି ବୋଲି ଆପୋଲୋର...
ଷଷ୍ଠତମ ଅର୍ଥ ବ୍ୟବସ୍ଥାରେ ଭାରତ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି. ଯେଉଁଥିପାଇଁ 2013-14ରେ ଭାରତ ଯେତେବେଳେ 11 ତମ ସ୍ଥାନରେ ଥିଲା ଆଜି ଷଷ୍ଠ ସ୍ଥାନରେ ରହିଛି. ଏହି ସମୟରେ ଦେଶରେ ବସ୍ତୁ ଓ ସେବା କର...
କ୍ରିକେଟ ଗ୍ରାଉଣ୍ଡରେ ବରଫ
ବର୍ତ୍ତମାନ ଥଣ୍ଡାର ପରିମାଣ ଏତେ ମାତ୍ରାରେ ବଢିଛି ଯେ, କ୍ରିକେଟ ଗ୍ରାଉଣ୍ଡ ବି ସଂପୂର୍ଣ୍ଣ ରୂପେ ବରଫ ଚାଦର ତଳେ ଘୋଡି ହୋଇ ରହିଛି. ଭାରତ ଛଡା ଇଂଲଣ୍ଡରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି. ଛୋଟଛୋଟ ଗଳି ଛଡା...
ବେକାରୀ ସମସ୍ୟା ପ୍ରତିବାଦରେ ବିକ୍ଷୋଭ
ଦିନକୁ ଦିନ ବଢୁଛି ବେକାରୀ ସମସ୍ୟା. ଏ ନେଇ ରାୟଗଡାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି. ଜିଲ୍ଲାରେ ବିଭିନ୍ନ ପ୍ରକାର କମ୍ପାନୀ ଥାଇ ମଧ୍ୟ ବେକାରୀ ସମସ୍ୟା ଦୂର ହେଉନଥିବା କହିଛି...
ଅସୁରକ୍ଷିତ ସମ୍ବାଦିକ
ପ୍ରଥମେ ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, ପାରାଦୀପ ପରେ ଏବେ ପୁଣି ପୁରୀରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି. ଗତକାଲି ପୁରୀ ଜିଲ୍ଲା ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ନିକଟ ବେଲେଶ୍ୱରପାଟଣାରେ କିଛି ଦୁର୍ବୃତ୍ତ ବିକ୍ରମ ଆଚାର୍ଯ୍ୟ ନାମକ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ...



















