25.1 C
Bhubaneswar
Saturday, October 31, 2026
-Advertisement-

ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେମାଙ୍କ ନୂଆ ତରିକା

ପାଖେଇ ଆସିଲାଣି ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତା ନୂଆ ନୂଆ କୌଶଳ ଆରମ୍ଭ କରିଦେଇଛନ୍ତି । ମଥୁରାରୁ ବିଜେପି ଟିକେଟ ରେ ଲଢୁଥୁବା ବଲିଉଡ ଷ୍ଟାର ହେମାମାଳିନି ନିକଟରେ କ୍ଷେତରେ ଧାନ କାଟୁଥିବା ଏବଂ...
video

କ୍ଷମତାକୁ ଆସିଲେ କଂଗ୍ରେସ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ରଖିବ

କଂଗ୍ରେସ କ୍ଷମତାକୁ ଆସିଲେ ସଂସଦର ପ୍ରଥମ ଅଧିବେଶନରେ ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ମାନଙ୍କୁ ସୁଚନା ଦେଇ...

ରାହୁଲଙ୍କୁ ଛାତ୍ରଙ୍କ ପ୍ରଶ୍ନ : ପ୍ରତିଶ୍ରୁତି ପୁରା କରିବାକୁ କୋଉଠୁ ଆସିବ ଟଙ୍କା

ରାହୁଲ ଗାନ୍ଧିଙ୍କୁ ଛାତ୍ରଙ୍କ ପ୍ରଶ୍ନ – ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବା ପାଇଁ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କେଉଁଠୁ ଆସିବ ପାଣ୍ଠି ? ଲୋକସଭା ନିର୍ବାଚନରେ ଜିତିବା ପାଇଁ ସମସ୍ତଙ୍କ ନଜର ଯୁବ...

ବଦଳିଲେ ଦୁଇ ଜେ ଏମ୍ ଏମ୍ ପ୍ରାର୍ଥୀ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଏମ୍‌ଏମ୍‌ ପକ୍ଷରୁ ବାଙ୍ଗିରିପୋଷି ଓ ରାଇରଙ୍ଗପୁରରୁ ୨ ପ୍ରାର୍ଥୀଙ୍କୁ ବଦଳା ଯାଇଛି। ତଦନୁଯାୟୀ, ବାଙ୍ଗିରିପୋଷିରେ ସୁନ୍ଦରମୋହନ ସିଂହଙ୍କ ସ୍ଥାନରେ ଫାଗୁ ହାଁସଦାଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ରାଇରଙ୍ଗପୁରରେ ସୁନାରାମ ଟୁଡ଼ୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁଙ୍କୁ...

ଏପ୍ରିଲ ୯ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ପାଖେଇ ପାଖେଇ ଆସୁଛି ନିର୍ବାଚନ । ତେଣୁ ଓଡ଼ିଶା ଅଭିମୁଖେ ରାଜନେତାଙ୍କ ସୁଅ ଛୁଟୁଛି । ଏପ୍ରିଲ ୯ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହଲୁ ଗାନ୍ଧୀ । ଦକ୍ଷିଣ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ନେଇ ରାହୁଲଙ୍କ ଆସିବା କାର୍ଯ୍ୟକ୍ରମ ରହିଛି...

ବିଜେଡିରୁ ରବି ମଲ୍ଲିକଙ୍କ ଇସ୍ତଫା

ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ । ଏହା ସହ ସେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ରବି ମଲ୍ଲିକ ୨୦୦୯ରୁ ୨୦୧୪ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।...
video

ଭୋଟ ବର୍ଜନ କରିବେ ଝୋଡିଆ ସମ୍ପ୍ରଦାୟ

ନିର୍ବାଚନ ପାଖେଇ ଆସିଲେ ବିଭିନ୍ନ ଦଳର ନେତାମାନେ ପାଖକୁ ଆସନ୍ତି । ପ୍ରତିଶ୍ରୁତି ଦିଅନ୍ତି । ହେଲେ ଜିତିବା ପରେ ଦୁଃଖ ବୁଝିବା ତ ଦୁରର କଥା ଆମ ଗାଁର ନାଁକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଆନ୍ତି । ଏକଥା ଆମେ...

କଳାହାଣ୍ଡିରେ ମାଓ ପୋଷ୍ଟର

କଳାହାଣ୍ଡି ଜିଲ୍ଲା ବେଲଗାଁ ନିକଟରୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟରରେ ମହିଳା ସୁରକ୍ଷା ର ବାର୍ତ୍ତା,ଯୌତୁକ ପ୍ରଥାକୁ ବିରୋଧ , ମଦ ବିରୋଧି ଅଭିଯାନ କୁ ସମର୍ଥନ, ଗାଁ ଗାଁ ରେ ବିପୁଳ ମହିଳା ସଂଗଠନ ଗଠନ ପାଇଁ...
video

ପ୍ରଚାରକୁ ପଛ କରି ସହାୟତାର ହାତ ବଢାଇଲେ ପ୍ରାର୍ଥୀ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବାମନଗୁଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗଛକୁ ପିଟିଲା ବାଇକ୍ । ଦୁର୍ଘଟଣାରେ ୨ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାରେ ସାହର୍ଯ୍ୟ କରିଛନ୍ତି ଚିତ୍ରକୋଣ୍ଡା ବିଜେଡି ବିଧାନସଭା ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର...

ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଉନ୍ମତ୍ତ କାଣ୍ଡ, ଛତିଶଗଡରେ ୪ ଯବାନ ଶହୀଦ

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଲାଲବାହିନୀର ତାଣ୍ଡବ ଆରମ୍ଭ ହୋଇଯାଇଛି । ଛତିଶଗଡ଼ କାଙ୍କେର ଜିଲ୍ଲାର ପଙ୍ଖାଜୁରରେ ମାଓ ହିଂସା ଦେଖିବାକୁ ମିଳିଛି । ମାଓବାଦୀଙ୍କ ଗୁଳିରେ ବିଏସ୍‌ଏଫ୍‌ର ୪ ଜଣ ଯବାନ ଶହୀଦ ହୋଇଛନ୍ତି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...