ଚାଇନାର ଚାଲ୍
ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚାଇନା ଏକ ନୂଆ ଉପାୟ ଚିନ୍ତା କରିଛି । ଫଳରେ ଭାରତକୁ ଏହା ଏକ ପ୍ରକାର ଝଟକା ଦେଇଛି । ନେପାଳ ଭାରତ ଉପରେ କେମିତି କମ ନିର୍ଭରଶୀଳ ହେବ ତାକୁ...
ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍, ଭୟଭୀତ ସ୍ଥାନୀୟ ଲୋକେ
ଅନୁଗୁଳର ୫୫ ନମ୍ବର ଜାତୀୟ ରାଜପଥରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେବା ଫଳରେ ଯାତାୟତ କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଖବର ପାଇ ଅଗ୍ନିଶମ ବିଭାଗର ୩ଟି...
ବଳପୂର୍ବକ ପୂଜାଚାନ୍ଦା ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ପାଖେଇ ଆସୁଛି ପାର୍ବଣର ଋତୁ । ବିଭିନ୍ନ ପୂଜା କମିଟି ଦ୍ୱାରା ଆରମ୍ଭ ହେବ ତୋରଣ ନିର୍ମାଣ । ଭକ୍ତମାନେ ଶ୍ରଦ୍ଧାରେ ନିଜର ଯୋଗଦାନ ଦେବା ସହ ପୂଜା କମିଟିଗୁଡିକ ମଧ୍ୟ ତତ୍ପର ହୋଇଉଠିଛନ୍ତି । ପାର୍ବଣର ଅବସରକୁ ଆଖି...
ବେଧଡ଼କ ଚାଲାଛି ଗଞ୍ଜେଇ କାରବାର, ମାଧ୍ୟମ ସାଜିଛି ଆମ୍ବୁଲାନ୍ସ
ଗଞ୍ଜେଇ କାରବାର କରିବା ପାଇଁ ନୂଆ ଏବଂ ସୁରକ୍ଷିତ ଉପାୟ ଅବଲମ୍ବନ କରୁଛନ୍ତି ମାଫିଆମାନେ । ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର କରୁଛନ୍ତି ଆମ୍ବୁଲାନ୍ସ । ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ସେବା ଯୋଗାଇପାରୁନଥିବା ବେଳେ ଗଞ୍ଜେଇ ଚାଲାଣ...
ପ୍ରବାସରେ ଓଡିଆ ମହକ: ଶିବ ରଞ୍ଜନ ମହାପାତ୍ର
ନିଜ ଗାଁ ଭିଟାମାଟି ଛାଡି ବୃତ୍ତି ପାଇଁ ବିଦେଶରେ ରହୁଛନ୍ତି ଅନେକ ଓଡିଆ । କିଏ ବିଶ୍ୱଦରବାରରେ ଓଡିଶାର କଳା ଓ ସଂସ୍କୃତିର ପ୍ରସାର ପ୍ରଚାର ଦିଗରେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ନିଜ ପ୍ରତିଭା ବଳରେ ସାରା...
ପଦକ ଜିତିବା ପରେ ବି ବଦଳିଲାନି ଭାଗ୍ୟ
ଦେଶ ପାଇଁ ପଦକ ଜିତୁଥିବା ଖେଳାଳୀଙ୍କୁ ସମସ୍ତେ ବାଃ ବାଃ କରନ୍ତି । କିନ୍ତୁ ପଦକ ଜିତିଥିବା ଏମିତି ଭାରତୀୟ ଖେଳାଳୀ ଅଛନ୍ତି, ଯିଏ ବଞ୍ଚିବା ପାଇଁ ଚା’ ବିକନ୍ତି । ଏମିତି ଜଣେ ଖେଳାଳି ହେଉଛନ୍ତି ଭାରତୀୟ ଶିପକ...
ଆସୁଛି 20 ଟଙ୍କିଆ ନୂଆ ନୋଟ
ଜୁଲାଇ ମାସରେ 100 ଟଙ୍କିଆ ନୂଆ ନୋଟ ଆସିବା ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ 20 ଟଙ୍କିଆ ନୂଆ ନୋଟ ଜାରି କରିବାକୁ ଯାଉଛି. ଏଥିପାଇଁ ନୋଟର ଡିଜାଇନ ତିଆରି ସରିଛି ଏବଂ ପ୍ରିଣ୍ଟିଂ ପାଇଁ ପେପର ମଧ୍ୟ...
ତେଲ ଦର ବୃଦ୍ଧି ନେଇ ତାତିଲା ଗୃହ
ରାଜ୍ୟରେ ତୈଳ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ବଡ ସମସ୍ୟା ହୋଇଯାଇଛି । ଏହାକୁ ନେଇ ଏବେ ରାଜନୀତି ବେଶ୍ ସରଗଗରମ ହୋଇଛି । ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଶୁକ୍ରବାର...
ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ବିକ୍ଷୋଭ
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ନିଆଁ ତେଜିବାରେ ଲାଗିଛି । ପ୍ରତିବାଦରେ ବିଭିନ୍ନ ପେଟ୍ରୋଲ ପମ୍ପ ପାଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରତିବାଦ ସଭାରେ ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କ...
ଭାରତରେ ନିର୍ମାଣ ହେବ 10,000 ସିଏନଜି ଷ୍ଟେସନ
58ତମ ବାର୍ଷିକ ସିଆନ କନଭେନସନରେ ଯେତେବେଳେ ସମସ୍ତଙ୍କ ଆଲୋଚନା ଇଲେକ୍ଟ୍ରିକ ଭେଇକେଲ ଉପରେ କେନ୍ଦ୍ରିତ ହେଉଥିଲା ସେତତେବେଳେ ପ୍ରାକୃତିକ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏନଜି କଥା କହି ଲୋକଙ୍କ ଧ୍ୟାନ ହଟାଇଥିଲେ. ସେ କହିଲେ 2030 ମସିହା...


















