୧୦ ଟଙ୍କାରେ ଯୋଗୀ ଥାଳି
ଆହ୍ଲାବାଦରେ ଏବେ ମାତ୍ର ୧୦ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ । ଏହି ଥାଳି ଏବେ ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନାକୁ ରବିବାର ଆଲ୍ଲାବାଦର ମେୟର ଅଭିଳାଷ ଗୁପ୍ତା ଶୁଭାରମ୍ଭ କରିଛନ୍ତି ।...
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ
ସି-ସୋର ଚିଟଫଣ୍ଡ ଲିଙ୍କ୍ ରେ ସଂପୃକ୍ତ ଥିବା ଶୁଭଙ୍କର ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କରଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ...
ଜର୍ମାନୀରେ ସଫଳ ବୈଜ୍ଞାନିକ ଭାବେ ନାଁ କଲେ ଓଡିଆ ପୁଅ
ଜର୍ମାନୀରେ ନିଜକୁ ସଫଳ ବୈଜ୍ଞାନିକ ଭାବେ ପ୍ରତିଷ୍ଠିତ କରାଇଥିବା ଓଡିଆ ପୁଅ ସେସା କିଶାନଙ୍କ କାହାଣୀ ବାସ୍ତବରେ ମର୍ମସ୍ପର୍ଶୀ ଓ ପ୍ରେରଣାଦାୟୀ । କେନ୍ଦୁପତ୍ର ତୋଳି ପରିବାର ତାଙ୍କର ଚଳେ । ମାତ୍ର ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ...
ମୋମୋ ଚ୍ୟାଲେଞ୍ଜର ଶିକାର ହେଲେ ଓଡିଶାର ଇଞ୍ଜିନିୟରିଂ ଛାତ୍ର
ମୋମୋ ଆତଙ୍କରେ ଆତଙ୍କିତ ସମସ୍ତେ । ମୋମୋ ଚ୍ୟାଲେଞ୍ଜ ଗେମ ନେଉଛି ଜୀବନ । ଏହି ଗେମର ଶିକାର ହୋଇ ଓଡିଶାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 6 ମହଲାରୁ ଡେଇଁ...
ଆଜି ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ଚାଲିଛି ପ୍ରସ୍ତୁତି
ରବିବାର ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ ଲାଗିପଡିଛନ୍ତି ଭକ୍ତ ।...
ବର୍ଷାରେ ଭୁଷୁଡିଲା ଯାଜପୁର ସବ୍ ଜେଲ୍ ପାଚେରୀ
ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବରେ ଅସ୍ତବ୍ୟସ୍ତ ଧନଜୀବନ । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଧୋଇ ହୋଇଗଲାଣି । ଏପଟେ ଲଗାଣ ବର୍ଷା ଫଳରେ ଯାଜପୁର ସବ୍ ଜେଲ୍ ର ସୁରକ୍ଷା ପାଚେରୀ ଭୁଷୁଡି ପଡିଛି...
ପ୍ଲାଷ୍ଟିକ୍ ମୁକ୍ତ ହେବ ସ୍କାର୍ଟସିଟି ଭୁବନେଶ୍ୱର
ପ୍ଲାଷ୍ଟିକ୍ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଶନିବାର ଠାରୁ ଏହି ପଦକ୍ଷେପ ନିଆଯାଇଛି । ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ପଶିବ ନାହିଁ । ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ...
ଶିବରାଜ ସିଂ ଚୌହାନଙ୍କ ବାହୁବଳୀ ଅବତାର
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନୂଆରୁପ । ସୋସିଆଲ ମିଡିଆରେଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବହୁ ଚର୍ଚ୍ଚିତ ଫିଲ୍ମ ବାହୁବଳୀର ଟ୍ରେଲର ଆଧାରରେ ରାଜନୀତିକ ଚରିତ୍ରମାନଙ୍କୁ ନେଇ ଭିଡିଓ ତିଆରି କରାଯାଇଛି. ଭିଡିଓରେ ମଧ୍ୟପ୍ରଦେଶ...
କାଶ୍ମୀରର ପ୍ରଥମ ମୁସଲିମ ମହିଳା ପାଇଲଟ
30 ବର୍ଷର ମୁସଲିମ ମହିଳା ଇରାମ ହବିବ କାଶ୍ମୀରର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି. ତେବେ ସେ ଆସନ୍ତା ମାସରୁ ଏକ ଘରୋଇ ଏୟାରଲାଇନରେ ଯୋଗ ଦେବାକୁ ଯାଉଛନ୍ତି. ଇରାମ 2016 ମସିହାରେ ଏୟାର ଇଣ୍ଡିଆରେ ପ୍ରଥମ...
କୁନି ବୈଜ୍ଞାନିକଙ୍କ କମାଲ୍
କୁନି ବୈଜ୍ଞାନିକ ? ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ.ହେଲେ ଏହା ସଂପୂର୍ଣ୍ଣରୂପେ ସତ. ବସ୍ତର ଅଞ୍ଚଳର ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓବାଦୀମାନେ ଯବାନମାନଙ୍କୁ ଲ୍ୟାଣ୍ଡମାଇନ ଦ୍ୱାରା ମାରିଦେଉଥିବାରୁ ବମକୁ ନଷ୍ଟ କରିବା ପାଇଁ କୁନି ପିଲାମାନେ ଯବାନମାନଙ୍କ ସୁରକ୍ଷା କବଚ...













