ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ
ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଜାପାନର ମସାଜୋ ନୋନାକାଙ୍କର 113 ବର୍ଷ ବୟସରେ ମୃତ୍ୟୁ ହୋଇଛି. ଉତ୍ତରୀ ମୁଖ୍ୟ ଦ୍ୱୀପ ହୋକାଇଦୋର ଅଶୋରୋସ୍ଥିତ ନିଜ ବାସଭବନରେ ରବିବାର ଶୋଇଥିବା ସମୟରେ ମୃତ୍ୟୁ ହୋଇଛି. ତାଙ୍କର ସ୍ୱାସ୍ଥଗତ ସମସ୍ୟା କିଛି ନଥିବା...
ନିର୍ବାଚନ ଲଢିବେ କରୀନା !
ସେ ଓଲିଉଡ ହେଉ ଅବା ବଲିଉଡ, ବର୍ତ୍ତମାନ ଫିଲ୍ମ ଷ୍ଟାରମାନେ ଅଭିନୟ ଛଡା ରାଜନୀତିରେ ମଧ୍ୟ ପାଦ ଦେବାକୁ ପସନ୍ଦ କରୁଛନ୍ତି. ଆଉ ବର୍ତ୍ତମାନ ବଲିଉଡ ବେବୋ କରୀନା କପୁର ମଧ୍ୟ ନିର୍ବାଚନ ଲଢିବେ ବୋଲି ଖବର ପ୍ରକାଶ ପାଇଛି....
‘ନିମକି’ ପ୍ରିମିୟର ସୋ’ ରେ ଯୋଗ ଦେବେ ଜୟା
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୀତ ଫିଲ୍ମ ‘ନିମକି, ନିମପୁରରୁ ନବୀନ ନିବାସ’ ଫିଲ୍ମର ପ୍ରିମିୟର ସୋ’ ରେ ଯୋଗ ଦେବେ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ. ଏ ନେଇ ବର୍ଷା ନିଜେ ଇନଷ୍ଟ୍ରାଗ୍ରାମ ମାଧ୍ୟମରେ ସୂଚନା ଦେଇଛନ୍ତି. ବର୍ଷାଙ୍କ...
କୁମ୍ଭମେଳାରେ ଆଶୀର୍ବାଦ ଦେଉଛନ୍ତି ମୀରା କିନ୍ନର
ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳା ଆରମ୍ଭ ହୋଇସାରିଛି. ଜାନୁୟାରୀ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 45 ଦିନ ଧରି ଚାଲିବ. ଦୀର୍ଘ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଧୁସନ୍ଥମାନଙ୍କ ଭିଡ...
ଦିନ ଦ୍ୱିପହରରେ ଗୁଳି କରି 3 ଲକ୍ଷ ଲୁଟ
ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଗଣ୍ତତରାପଲ୍ଲୀ ଅଞ୍ଚଳରରେ କିଛି ଦୁର୍ବୃତ୍ତ ଜଣେ ମଦ ଦୋକାନ ମ୍ୟାନେଜରଙ୍କୁ ଗୁଳି କରି ପ୍ରାୟ 3.06 ଲକ୍ଷ ଲୁଟି ନେଇଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ମ୍ୟାନେଜର ନରେନ୍ଦ୍ର ଗୁପ୍ତା ଓ...
କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର
ୟୁପିର ଗୋରଖପୁରରେ 23 ଓ 24 ତାରିଖରେ ହେବାକୁ ଥିବା ବିଜେପିର କୃଷକ ମହାଅଧିବେଶନରେ ମୋଦି କୃଷକଙ୍କ ପାଇଁ ଏକ ଉପହାର ଘୋଷଣା କରିବାକୁ ଯାଉଛନ୍ତି. ତେବେ ପ୍ରତି ମାସରେ କୃଷକଙ୍କ ଖାତାରେ 10 ହଜାର ଟଙ୍କା କେନ୍ଦ୍ର ସରକାର...
ସମୁଦ୍ରରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜାହାନିଆ ସମୁଦ୍ରରେ 4 ଜଣ ଇଞ୍ଜିନିୟରିଂ ଛାତ୍ର ବୁଡି ଯାଇଛନ୍ତି. ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି. ଅନ୍ୟପଟେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି. ଉଦ୍ଧାର ହୋଇଥିବା ଦୁଇ...
6 ମହଲାରୁ ଖସି ରୋଗୀ ମୃତ
ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ଶନିବାର ରାତି ପ୍ରାୟ 12 ଟା ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି. 32 ବର୍ଷର ସତ୍ୟଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ହସ୍ପିଟାଲର 6 ମହଲାରୁ ଖସି ମୃତ୍ୟୁବରଣ କରିଛନ୍ତି. ମିଳିଥିବା ସୂଚନା...
ଟ୍ରେନ ନେଲା ଜୀବନ
ବାଲେଶ୍ଵରର ଜଳେଶ୍ଵର ଅନ୍ତର୍ଗତ ରୁପସା ରେଲଓ୍ଵେ ଷ୍ଟେସନରେ ଶନିବାର ଏକ ଅଘଟଣ ଘଟିଛି । ରେଳ ଷ୍ଟେସନ ନିକଟ ଲେବଲ କ୍ରସିଂ ପାରି ହେଉଥିବା ବେଳେ ଟ୍ରେନରେ କଟି ବାପ ପୁଅଙ୍କ ମୃତ୍ୟୁ ଘଟିଛି । ଫଳରେ ଏଠାରେ କିଛି...
ଜିଲ୍ଲା ମହିଳା କଂଗ୍ରେସର ପ୍ରତିବାଦ
ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ମା ହେବା ପ୍ରସଙ୍ଗକୁ ନେଇ ମହିଳା କଂଗ୍ରେସ ତୀବ୍ର ପ୍ରତିବାଦ କରିଛି । ଆଜି ଏକ ଶୋଭାଯାତ୍ରାରେ ଶତାଧିକ ମହିଳା କଂଗ୍ରେସ କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି...









