ଜମିବାଡିକୁ ନେଇ ଦୁଇ ପରିବାର ମୁହାଁମୁହିଁ: 8 ଆହତ
ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଜମିବାଡିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପରିବାର. ଫଳରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇ 8 ଜଣ ଆହତ ହୋଇଥିବା ସୂଚନା ମିଳିଛି. ଏଭଳି ଅଭାବନୀୟ ଦୃଶ୍ୟ ସୋର ଅଞ୍ଚଳର ଖଣ୍ଡାସାହି ଗାଁରେ...
କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ କାରଣ ଦର୍ଶାଅ ନୋଟିସ
ମାଲକାନଗିରି କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ. ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ମାଲକାନଗିରି ଉପଜିଲ୍ଲାପାଳ ଏହି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି. ବିଧାନସଭା ନିର୍ବାଚନ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ...
ଗିରଫ ହେଲେ ମୋଦୀ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଲଣ୍ଡନ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀକୁ ଶେଷରେ ଗିରଫ କରିଛି ପୋଲିସ. ଲଣ୍ଡନର ୱେଷ୍ଟମିଂସ୍ତର କୋର୍ଟରେ ମୋଦୀକୁ ହାଜର କରାଯିବ ଯେଉଁଠାରେ ସେ ଜାମିନ ପାଇଁ ଆବେଦନ କରିପାରେ ବୋଲି...
ଗଣିତ ଅଧ୍ୟାପକଙ୍କ ଲଭ୍ ଫର୍ମୁଲା
କ୍ଲୋଜନେସ - ଆଟ୍ରାକ୍ସନ = ଫ୍ରେଣ୍ଡସିପ, କ୍ଲୋଜନେସ + ଆଟ୍ରାକ୍ସନ = ରୋମାଣ୍ଟିକ ଲଭ୍ ଓ ଆଟ୍ରାକ୍ସନ - କ୍ଲୋଜନେସ = କ୍ରଶ୍. ବାସ, ଶ୍ରେଣୀଗୃହରେ ଏହି ଫର୍ମୁଲାର ଜ୍ଞାନ ଦେଉଛନ୍ତି ଗଣିତ ଅଧ୍ୟାପକ. ଏଭଳି ଘଟଣା ସାମ୍ନାକୁ ଆସିଛି...
କଂଗ୍ରେସରେ ମିଶିଲେ ନବୀନ ନନ୍ଦ
କଂଗ୍ରେସରେ ମିଶିଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ନିଜ ସମର୍ଥକଙ୍କ ସହ ହାତ ଧରିଛନ୍ତି ନବୀନ ନନ୍ଦ । ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ...
ଆସ ଜୀବନ ଧନ ମୋ ପଖାଳ କଂସା
ଖରାଦିନ ଆସିଲେ ମନେପଡେ ସେହି ପଖାଳ କଥା. ଖରା ଯେତିକି ବଢି ବଢି ଚାଲିଥାଏ ପଖାଳ କଂସାର ଚାହିଦା ମଧ୍ୟ ସେତିକି ବଢିଥାଏ. ସେହି ସମୟରେ ଦହି ଛୁଙ୍କ ପଖାଳ ସାଙ୍ଗକୁ ବଡିଚୁରା, ମାଛ ଭଜା, ଛୁଇଁ ଭଜା, ଶାଗ...
ମସୁଦକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ନେଇ ଜର୍ମାନୀର ଉଦ୍ୟମ
ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ୟୁରୋପୀୟ ସଂଗଠନରେ ଜର୍ମାନୀ ଉଦ୍ୟମ କରିଥିବା ରାଜନ୍ୟାୟିକ ସୂତ୍ରରୁ ପ୍ରକାଶ ପାଇଛି. ପୂର୍ବରୁ ଜାତିସଂଘରେ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ଉପରେ ଚୀନ ପ୍ରତିବନ୍ଧକ ଲଗାଇଥିଲା....
ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ
ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ସୁନା. ଅମରଜିତ ସିଂହ ନାମକ ଜଣେ ଯାତ୍ରୀଙ୍କଠାରୁ ସିଆଇଏସଏଫ 610 ଗ୍ରାମର ଦୁଇଟି ସୁନା ଇଟ୍ଟା ଜବତ କରିଛି. ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 20 ଲକ୍ଷ ହେବ ବୋଲି ଜଣାପଡିଛି....
ନାମାଙ୍କନ ଦାଖଲ କଲେ ନବୀନ
ଗତ 19 ବର୍ଷ ଧରି କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠ ଦର୍ଶନ କରିଥିଲେ. ...
ପୋଲ୍ ଆଇ ସର୍ଭେ ରିପୋର୍ଟ : ବିଜେଡିକୁ ମିଳିବ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା
ଓଡିଶାକୁ ପୂର୍ବଭାରତର ବିକାଶର ଦ୍ୱାର କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଗସ୍ତ ସତ୍ତ୍ୱେ ୨୦୧୯ ନିର୍ବାଚନରେ ନବୀନଙ୍କୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିବ । ପୋଲ ଆଇ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ...







