ପେଟରେ ଥିଲା ୨୨କେଜିର ଟ୍ୟୁମର୍!
ମହିଳାଙ୍କ ପେଟରୁ ବାହାରିଲା ୨୨ କେଜିର ଟ୍ୟୁମର୍। ଆମେରିକାର ଅଲାବାମାରେ କାୟଲା ନାମକ ଜଣେ ମହିଳାଙ୍କ ପେଟରୁ ବାହାରିଛି ୨୨ କେଜିର ଟ୍ୟୁମର୍। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ପେଟରେ କିଛି ମାସ ପୂର୍ବରୁ ବହୁତ ଯନ୍ତ୍ରଣା ହେବା ସହ...
ଅନ୍ତିମ ଯାତ୍ରାରେ ଅଟଳ , ଅପରାହ୍ନରେ ଅନ୍ତିମ ସଂସ୍କାର
ସାରା ଦେଶକୁ କନ୍ଦାଇ ଅନ୍ତିମ ଯାତ୍ରାରେ ବାଜପେୟୀ । ବାଜପେୟୀଙ୍କୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରୁ ଶେଷ ଆଶ୍ରୟ ସ୍ମୃତି ସ୍ଥଳକୁ ନିଆଯାଇଛି। ଶେଷ ଯାତ୍ରାରେ ଦେଶର ଅସଂଖ୍ୟ ଜନସାଧାରଣ ସାମିଲ ହୋଇଛନ୍ତି। ଗଗନ ପବନ ଅଟଳ ବିହାରୀ ଅମର ରହେ...
ବାଜପେୟୀଙ୍କ ଜୀବନଚର୍ଚ୍ଚା
ସମସ୍ତଙ୍କୁ ଛାଡି ଆରପାରିରେ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀ. ଲୋକମାନଙ୍କ ପାଖରେ ପହଂଚିବାକୁ ସର୍ବଦା ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀଙ୍କର କାହାଣୀ ଅପେକ୍ଷାକୃତ ରହସ୍ୟପୂର୍ଣ୍ଣ ଥିଲା. ବାଜପେୟୀଙ୍କୁ ସମସ୍ତେ ଅଟଲ ଜୀ...
ରାଗ ବ୍ରହ୍ମଚଣ୍ଡାଳ: ସ୍ତ୍ରୀକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା
ରାଗ ବ୍ରହ୍ମଚଣ୍ଡାଳ। ସ୍ୱାମୀ ସ୍ତ୍ରୀଙ୍କ କଳହରୁ ଚାଲିଗଲା ଦୁଇଟି ଜୀବନ। ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଖାଲପାଳ ଗାଁରେ। ଦିନ ପ୍ରାୟ ୧୧ଟା ବେଳେ ସୁଧାକର ବାଡିଆ ଓ ତାଙ୍କ ପତ୍ନୀ ସିଲି ବାଡିଆଙ୍କ...
କେରଳରେ ବର୍ଷା ବିତ୍ପାତ। ୭୧ରୁ ଅଧିକ ଲୋକଙ୍କ ମୃତ୍ୟୁ । ୫ କୋଟି ଟଙ୍କା ସହାୟତା ଘୋଷଣା କଲେ...
ସପ୍ତାହ ଧରି କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୭୩ରେ ପହଁଞ୍ଚିଛି। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖିନଥିବା କହିଛନ୍ତି କେରଳବାସୀ। ବର୍ଷା ଲାଗି ରହିଥିବାରୁ ରାଜ୍ୟର ୧୪ଟି...
ବିଡମ୍ବନା : ନାଳରୁ ଉଦ୍ଧାର ହେଲା ଶିଶୁ
ଅବୈଧ ସମ୍ପର୍କ ଓ କୁମାରୀ ମାତୃତ୍ୱର ଆଉ ଏକ ଦୁଃଖଦ ଚିତ୍ର। ୭୨ ତମ ସ୍ୱାଧିନତା ଦିବସ ପାଳନକୁ ନେଇ ସମଗ୍ର ଦେଶ ଯେତେବେଳେ ଉତ୍ସବମୁଖର ଥିଲା, ଚେନ୍ନାଇର ବଲସରବକ୍ତମ ଇଲାକାରେ ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେହି...
ବାଲେଶ୍ୱରରେ ଗୁଳି କାଣ୍ଡ
ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଗୋଶାଳାପଦାରେ । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ...
ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ : ରେଳଧାରଣା ଉପରକୁ ଖସିଲା ମାଟି
କୋରାପୁଟ ଜିଲ୍ଲା ଲକ୍ଷୀପୁର ତୟାପୁଟ ନିକଟରେ ଥିବା ରେଳ ଧାରଣା ଉପରକୁ ପାହାଡରୁ ମାଟି ଅତଡା ଖସି ପଡିଛି । ଫଳରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଲକ୍ଷ୍ମୀପୁରରେ ରାଉରକେଲା-କୋରାପୁଟ ଟ୍ରେନ୍ ଅଟକି ରହିଥିବା ବେଳେ ଭୁବନେଶ୍ୱର -ଜଗଦଲପୁର...
ବାଃ..ବାଃ..ଗୁଣ୍ଡାଲଗୁଡା ଯୁବକ
କେବେ ସୁଧିରିବ ଉପାନ୍ତ ଅଞ୍ଚଳର ଲୋକଙ୍କ ଭାଗ୍ୟ । ସ୍ୱାଧିନତାର ୭୧ ବର୍ଷ ପରେ ବି ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି କି ସରକାରୀ ଯୋଜନା ସ୍ୱପ୍ନ । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ସଡକ ସେବାରୁ...
ମୋଦିଙ୍କ ଲାଲକିଲ୍ଲା ଭାଷଣ ଓ ନୀଳକୁରଂଜୀ ଫୁଲ
କିଛି ନହେଲେ ନାହିଁ, ଭାଷଣ ଦେବାରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେହି ପଛରେ ପକାଇ ପାରିବେ ନାହିଁ. 72ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଅବସରରେ ମୋଦି 82 ମିନିଟ୍ ଭାଷଣ ଦେଇଥିଲେ. 2014...












