24 ଘଣ୍ଟା ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା 24 ଘଣ୍ଚା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଗତକାଲିଠାରୁ ବର୍ଷା ମଧ୍ୟ ଲାଗି ରହିଛି । ଏପଟେ କିଛି ଘଣ୍ଟା ହେବ ବର୍ଷା କମିଯାଇଥିବା ବେଳେ ଆଗାମୀ କିଛି ଘଣ୍ଟା...
ବଜ୍ରପାତରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ, 5 ଆହତ
ବଜ୍ରପାତରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ ହୋଇଥିବା ବେଳେ 5 ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କରନ୍ଦା ପଠାଣୀ ସାମନ୍ତ ଇଞ୍ଜିନିୟରିଂ କଲେଜରେ ବଜ୍ରପାତ ହୋଇଥିବା ବେଳେ ଘଟିଛି ଏହି ଘଟଣା...
ନବବିବାହିତା ସ୍ତ୍ରୀଙ୍କ ଆତ୍ମହତ୍ୟା, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ନିଜ ରୁମରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଜଣେ ନବବିବାହିତା ଯୁବତୀ । ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଘଟିଛି ଏଭଳି ଏକ ଘଟଣା ।
ସୋମବାର ସକାଳୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଯୁବତୀଙ୍କ ମୃତଦେହ । ଶାଶୁଘର...
ଓଡିଶାରୁ ୨୯ ଜଣ ପାଇବେ ପୋଲିସ ପଦକ
୨୦୧୮ ସ୍ୱାଧିନତା ଦିବସ ପାଇଁ ଜାତୀୟ ପୋଲିସ ପଦକ ପାଇବାକୁ ଓଡିଶାର ୨୯ ଜଣଙ୍କୁ ଚୟନ କରାଯାଇଛି । ୪ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । ସେହିପରି ୧୧ ଜଣଙ୍କୁ ପୋଲିସ୍ ସାହସିକତା ପଦକ...
14 ବର୍ଷର ପିଲା ବି ହୋଇପାରେ ଆମେରିକାର ଗଭର୍ଣ୍ଣର..
ଯେତେବେଳେ ଆମ ଦେଶରେ 40-50 ବର୍ଷର ଲୋକଙ୍କୁ ଯୁବକ ବୋଲି କୁହାଯାଏ, ସେତେବେଳେ ଆମେରିକାରେ 14 ବର୍ଷର ପିଲା ମଧ୍ୟ ଗଭର୍ଣ୍ଣର ହୋଇପାରନ୍ତି. ଆମେରିକାର ବର୍ମାଣ୍ଟରେ ରହୁଥିବା 14ବର୍ଷର ଇଥର୍ନ ସୋନବର୍ଣ୍ଣ ଏବେ ସେହି ରାଜ୍ୟର ଗଭର୍ଣ୍ଣର ପଦବୀ ପାଇଁ...
ସ୍ୱାଧୀନତା ଦିବସକୁ ନେଇ କିଛି ରୋଚକ ତଥ୍ୟ…
15 ଅଗଷ୍ଟ 1947 ମସିହାରୁ ଭାରତ ପ୍ରତିବର୍ଷ ଏହି ଦିନଟିକୁ ଅତି ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ପାଳନ କରିଆସିଛି . ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ ....
ଚିକିତ୍ସା ନାଁରେ ନବବିବାହିତାଙ୍କୁ ବଳାତ୍କାର କଲେ ତାନ୍ତ୍ରିକ
ମଧ୍ୟପ୍ରଦେଶ ବୁଧୱାରା ଅଞ୍ଚଳରେ ଜଣେ ନବବିବାହିତାଙ୍କୁ ଚିକିତ୍ସା ବାହାନାରେ ସ୍ଥାନୀୟ ତାନ୍ତ୍ରିକ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଗୌତମ ନଗର ଥାନାରେ ଏକ ମାମଲା ଦାଏର ହୋଇଛି । ନବବିବାହିତାଙ୍କ ସ୍ୱାମୀଙ୍କୁ କ୍ୟାନସର ହୋଇଥିବାରୁ ସେ ଏକ...
ଗୋବର ପାଣିରେ ଚାଲିବ କାର୍
ଗୋବରରୁ ଗୋବର ଗ୍ୟାସ ପ୍ରସ୍ତୁତ କରାଯିବା ସହିତ ଏହାକୁ ଜମିରେ ସାର ଭାବେ ବ୍ୟବହାର କରାଯାଇଥାଏ । କିନ୍ତୁ ଆଗାମୀ ଦିନରେ ପେଟ୍ରୋଲ ଡିଜେଲର ଅଭାବ ଦେଖାଯିବ । ଏହାକୁ ଦୃଷ୍ଟିରେ ରଖି ଜାପାନର ଏକ କମ୍ପାନୀ ଗୋବର ପାଣିରେ...
ପାସ୍ କଲେ ୫୦ ହଜାର
ଅନୁସୂଚିତ ଜାତି , ଜନଜାତି, ଦଳିତ ଓ ଅନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ବିହାର ଲୋକସେବା ଆୟୋଗ (ବିପିଏସସି) ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟରେ କୃତକାର୍ଯ୍ୟ ହେଲେ ସେମାନଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିତିଶ କୁମାର ଘୋଷଣା...










