3 ଓଡିଆଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ. ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଏହି ଉଚ୍ଚ କୋଟିର ସମ୍ମାନ ପ୍ରଦାନ କରିଛନ୍ତି. ତେବେ...
ରାୟଗଡାରେ ମାଓ ପୋଷ୍ଟର
ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ. ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିୟମଗିରିରେ ମାଓବାଦୀମାନେ 4ଟି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି. ଉକ୍ତ ମାଓ ପୋଷ୍ଟରରେ ମାଓ ସଂଗଠନ ବାଶଧରା...
ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ
ରାଜଧାନୀରେ ଲୁଟେରାଙ୍କ ଲୁଟପାଟ । ଦିନ ହେଉ କି ରାତି ଲୁଟେରାଙ୍କୁ ଆଖିରୁ ଖସି ପାରୁନାହାଁନ୍ତି ଲୋକେ । ଶୁକ୍ରବାର ସକାଳେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦୁଇଟି ବାଇକ୍ରେ ଆସିଥିବା ପାଞ୍ଚ...
ଆପତ୍ତିଜନକ ସାମଗ୍ରୀ ଜବତ, ୬ଗିରଫ
ରାୟଗଡ଼ା ସହରର ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ । ରାତିରେ ପାଟ୍ରୋଲିଂ କରୁଥିବା ବେଲେ ସୂଚନା ପାଇ ପୁଲିସ ଉକ୍ତ ଭଡାଘରେ ଚଢ଼ଉ କରିଥିଲା . ସାଇପ୍ରିୟା ନଗର ଅଞ୍ଚଳର ଉକ୍ତ ଭଡା ଘରେ ଚଢ଼ଉ କରି...
ମସଜିଦରେ ଗୁଳିବର୍ଷା, ମୃତ୍ୟୁ ସଂଖ୍ୟା ୪୦
ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରର ୨ଟି ମସଜିଦ ଉପରେ ଶୁକ୍ରବାର ଭୟାନକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଦୁଇଟି ମସଜିଦ ଉପରକୁ ଗୁଳିବର୍ଷା କରିଛନ୍ତି । ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଚାଳିଶରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି...
2019 ନିର୍ବାଚନ ସୁସ୍ଥ ସରକାର ଗଠନ କରିବ: ତୃଣମୂଳ କଗ୍ରେସ
ଆଗକୁ ଅଛି ସାଧାରଣ ନିର୍ବାଚନ. ଏନେଇ ଭୁବନେଶ୍ୱର, ଭଦ୍ରକ ଓ ବାଲେଶ୍ୱର ଲୋକସଭା ସହ 19ଟି ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ଦଳୀୟ ପ୍ରାର୍ଥୀ ଦେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତୃଣମୂଳ କଂଗ୍ରେସର ସାଧାରଣ...
ରାୱତଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ
ସେନା ପ୍ରମୁଖ ଜେନେରାଲ ବିପିନ ରାୱତଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କୁ ସମ୍ନାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସେନାର ସିପାହୀ ବ୍ରହ୍ମପାଲ ସିଂ ଏବଂ ସିଆରପିଏଫର...
ବୈଜ୍ଞାନିକ ପରୀକ୍ଷାରେ ଓଡିଆ ପୁଅର ସଫଳତା
ଦେଶର ପ୍ରମୁଖ ଗବେଷଣା ସଂସ୍ଥା ଇସ୍ରୋର ବୈଜ୍ଞାନିକ ପରୀକ୍ଷାରେ ଶୀର୍ଷ ସ୍ଥାନରେ ରହିଛନ୍ତି ବାଲେଶ୍ୱର ଜିଲ୍ଲାର ଆଲୋକ ଭଞ୍ଜ. ଏଥିପାଇଁ ସାରାଦେଶରୁ 7 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ. ସେମାନଙ୍କ ଭିତରୁ ଆଲୋକ ସବୁଠୁ ଶୀର୍ଷରେ ରହି ଓଡିଶା ପାଇଁ...
DJ ଗାଡି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ,5 ଗୁରୁତର
ଡିଜେ ଗାଡି ଗଛରେ ପିଟି ହୋଇ ଜଣେ ମୃତ ଓ 5 ଗୁରୁତର. ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ-କୁସଙ୍ଗ ରାସ୍ତାରେ. ସୂଚନା ଅନୁସାରେ, ଗତକାଲି ରାତିରେ ଚାରିଛକ-କୁସଙ୍ଗ ରାସ୍ତାରେ ଏକ ଡିଜେ ଗାଡି...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର
କଳାହାଣ୍ଡି ଜିଲ୍ଲା ଧର୍ମଗଡସ୍ଥିତ ତିନିଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି. ମୃତକ ଜଣଙ୍କ ଆଦିତ୍ୟ ପାତ୍ର ଓ ସେ ଛତିଶଗଡର ବୋଲି ଜଣାପଡିଛି....

















