28.9 C
Bhubaneswar
Wednesday, July 29, 2026
-Advertisement-
video

ଭିଜିଲାନ୍ସ ଜାଲରେ ଅମୀନ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଢେଙ୍କାନାଳ ତହସିଲ୍ ଅଫିସର ଅମୀନ ଶୁଭ୍ରଜ୍ୟୋତି ସାହୁ. ଜମିଚିହ୍ନଟ କରଣର ସାର୍ଟିଫାଏଡ କପି ପାଇଁ ସେ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି. ସୂଚନା...

ଏଣିକି ଏୟାରପୋର୍ଟରେ ହେବ ମାଗଣା ପାର୍କିଂ

ଡିସେମ୍ବର 10 ତାରିଖ, 2018 ମସିହାରେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଥିବା ନୂଆ ପଲିସି ଅନୁସାରେ ଏଣିକି ବିମାନ ବନ୍ଦର ଭିତରେ ଗାଡି ପାର୍କିଂ କଲେ ଆଉ ଚାର୍ଜେସ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ବେସାମରିକ...

ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅଜୟ ମାକନ

କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି. ଅଜୟଙ୍କୁ ସବୁବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସମର୍ଥନ କରୁଥିବାରୁ ଇସ୍ତଫା ସମୟରେ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି....

ଭୋଟ ହାତେଇବାର ନୂଆ ପ୍ରୟାସ

ସାଧାରଣତଃ ଆପଣ ଦେଖିଥିବେ ଯେ, ବାହାଘରରେ କିଛି ଗିଫ୍ଟ ନ ନେବା ପାଇଁ ଲୋକମାନେ ଅନୁରୋଧ କରିଥାନ୍ତି କିମ୍ବା ସେହି ପଇସାକୁ ଚାରିଟିରେ ଦେବା ପାଇଁ କହିଥାନ୍ତି. ମାତ୍ର ସୁରାଟର ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ଆଗକୁ...

ପୁଣି ରାଜଧାନୀରେ ଧଳା ଜହର

ରାଜଧାନୀ ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ କରାଯାଇଛି. ଏହାକୁ ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଥିବା ବେଳେ 385 ଗ୍ରାମ୍ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 38 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି. ତେବେ ଚିନ୍ତାମଣିଶ୍ୱର...

ଆରମ୍ଭ ହେଲା ପକ୍ଷୀଗଣନା

ଚିଲିକାରେ ଶୁକ୍ରବାର ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା. 5ଟି ଜୋନରେ 21ଟି ଟିମ୍ ଦ୍ୱାରା ଏହି ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି. ଦିନ 12ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ପକ୍ଷୀଗଣନା କାର୍ଯ୍ୟକ୍ରମରେ ବନବିଭାଗର ପ୍ରାୟ 100ରୁ ଅଧିକ...

108 ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, 2 ମୃତ

ଚାନ୍ଦବାଲିସ୍ଥିତ ଉଗ୍ରତାରା ନିକଟରେ ଏକ 108 ଆମ୍ବଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ସେଥିରେ ଯାଉଥିବା ରୋଗୀ ଉପେନ୍ଦ୍ର ସାହୁ ଓ ହେଲପର ପ୍ରମୋଦ ପରିଡାଙ୍କ ମୃତ୍ୟୁ ହୋଇଛି. ସୂଚନା ଅନୁସାରେ, ଗୁରୁବାର ଉପେନ୍ଦ୍ରଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ...

ବସ୍ ଓଲଟି 10 ଜଣ ଆହତ

ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଯେଉଁଥିରେ ଏ-ୱାନ୍ ନାମକ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି. ମିଳିଥିବା ସୂଚନା ଅନୁସାରେ, ଭୋର୍ ପ୍ରାୟ 4 ଟା ସମୟରେ ବସଟି ବଣାଇ...

ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ

ଦିବଂଗତ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ମୁମ୍ବାଇ ଶ୍ମଶାନରେ କରାଯାଇଛି । ଏଥିରେ ଆଚରେକରଙ୍କ ଶିଷ୍ୟ ତଥା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗ ଦେଇଥିଲେ। ରମାକାନ୍ତଙ୍କ ମରଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିୟମ ଯାଏଁ...
video

ନୌକା ଚାଳକକୁ ଛାଡିବା ଦାବିରେ ରାସ୍ତାରୋକ

ଅନ୍ଧାର ରାତିରେ ଆସିଥିଲା ଯମ । ଆଖି ପିଛୁଳାକେ ଚାଲିଗଲା ୯ ଟି ଜୀବନ । ୯ଟି ଜୀବନ ମଧ୍ୟରୁ ନୌକା ଚାଳକର ପରିବାର ବି ସାମିଲ ଥିଲେ । ଡଙ୍ଗା ଚାଳକକୁ ପୋଲିସ ବାନ୍ଧି ନେଇଥିବା ବେଳେ ତା...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...