ପଦ୍ମ ପୁରସ୍କାର ସମାରୋହ
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି ପଦ୍ମ ପୁରସ୍କାର ସମାରୋହ. ଏହି ସମାରୋହରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ. ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ. ଏହି ପୁରସ୍କାର ପାଇଁ...
ଅଭିଯୋଗ ଆଣିଲା ବିଜେପି
ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି. ନିର୍ବାଚନ ଆୟୋଗ ଗତକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି. ମାତ୍ର ବିଜେଡି ସରକାର ଏହାର ଉଲ୍ଲଘଂନ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେପି. ବିଜେପିର କହିବା ଅନୁସାରେ,...
ରାଜରାସ୍ତାରେ ସ୍ୱଳ୍ପବେତନଭୋଗୀ କର୍ମଚାରୀ ମିଳିତ ମଞ୍ଚ
ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ରାଜ୍ୟ ସ୍ୱଳ୍ପବେତନଭୋଗୀ କର୍ମଚାରୀ ମିଳିତ ମଞ୍ଚ. ରାଜ୍ୟରେ ଥିବା 60 ହଜାର ଗ୍ରୁପ-‘ଡି’ କର୍ମଚାରୀଙ୍କ ସମସ୍ୟା ଓ ଦାବି ଉପରେ ସରକାର ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି. ରାଜ୍ୟର ଜନସଂଖ୍ୟା ଓ ନୀତି...
ଦମ୍ଭ ଦେଖାଇଲେ ନବୀନ
ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହ ଆସନ୍ତା ନିର୍ବାଚନରେ ଦଳ ବହୁତ ଭଲ ପ୍ରଦର୍ଶନ...
ହକ୍ ମାଗୁଛି ଓଡିଶା
କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଗର୍ଜିଛି ବିଜେଡି । ରାଜ୍ୟରେ ବିଜେଡି ଆରମ୍ଭ କରିଛି ହକ ମାଗୁଛି ଓଡ଼ିଶା ଅଭିଯାନ । କେନ୍ଦ୍ରୀୟ ଅବହେଳା ଓ ପକ୍ଷପାତିତାକୁ ଆଧାର କରି ଦଳ ଲୋକଙ୍କ ପାଖକୁ ଯିବ । ପ୍ରାକୃତିକ ଖଣିଜ ପଦାର୍ଥରେ...
ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ରବିବାର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଏଥିପାଇଁ ବିରାଟ ଆୟୋଜନ କରାଯାଇଥିଲା. 2017-19 ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା...
ବିଜେଡିକୁ ଫେରିଲେ ଜିତୁ ମିତ୍ର
ଖୋର୍ଦ୍ଧାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜିତୁ ମିତ୍ର ସୋମବାର ତାଙ୍କର ପୁରୁଣା ଦଳକୁ ଫେରି ଆସିଛନ୍ତି । ସେ ଆଜି ବିଜେପୀରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଗତ ୨୦୧୪ ନିର୍ବାଚନରେ...
ବନ ସେବା ସଂଘର ସାଧାରଣ ଅଧିବେଶନ
ରାୟଗଡାରେ ଓଡିଶା ଅଣ ଗେଜେଟେଡ ବନ ସେବା ସଂଘର 12ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି. ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାୟଗଡା ଏସପି ସର୍ବଣା ବିବେକ ଓ ସମ୍ମାନୀତ ଅତିଥି ଭାବେ ଡିଏଫଓ ଦେବାର୍ଚ୍ଚନ ବେହେରା ପ୍ରମୁଖ...
ଚୋରା ଗଞ୍ଜେଇ ଜବତ: 6 ଗିରଫ
ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡା ପୋଲିସ 6 ଜଣଙ୍କୁ ଗିରଫ କରିଛି. ଗତକାଲି ଖବର ପାଇ ପୋଲିସ ରାୟଗଡାର ଏକ ହୋଟେଲ ଉପରେ ଚଢାଉ କରିଥିଲା ଓ ହୋଟେଲରୁ 6 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା. ସେମାନଙ୍କଠାରୁ 16...
ଇଥିଓପିଆ ଏୟାରଲାଇନ୍ସର ବିମାନ କ୍ରାଶ୍
ଇଥିଓପିଆ ଏୟାରଲାଇନସରେ ଦୁର୍ଘଟଣା । ଏହି ବିମାନରେ ୧୪୯ ଜଣ ଯାତ୍ରୀ ଏବଂ ୮ଜଣିଆ ଚାଳକ ଦଳ ସାମିଲ ଥିଲେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଇଥିଓପିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭-୮୦୦ମ୍ୟାକ୍ସ ବିମାନ ୮ଟା ୩୮ରେ ଉଡାଣ ଭିରିଥିଲା...

















