26.1 C
Bhubaneswar
Friday, October 30, 2026
-Advertisement-

ଶଙ୍ଖ ଛାଡିଲେ ବାବୁ ସିଂହ

ଶନିବାର ସୁନୀତା ବିଶ୍ୱାଳ ବିଜେଡିରେ ମିଶିଥିବା ବେଳେ ଆଉ ଜଣେ ନେତା ବିଜେଡି ଛାଡିଛନ୍ତି. ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ରୂପେ କାର୍ଯ୍ୟ କରୁଥିବା ବାବୁ ସିଂହ ଶୁକ୍ରବାର ନିଜ ଇସ୍ତଫା ପତ୍ର ନବୀନଙ୍କୁ ପଠାଇଛନ୍ତି. ପଦବୀ ସହିତ ବିଜେଡିର...

ବିପୁଳ ପରିମାଣର ବିସ୍ଫୋରକ ଜବତ

ଜବତ ହୋଇଛି 1 ହଜାର କେଜିର ବିସ୍ଫୋରକ. ଓଡିଶାରୁ ଯାଉଥିବା ବିସ୍ଫୋରକ ସାମଗ୍ରୀ ପଶ୍ଚିମବଙ୍ଗରେ ଜବତ ହୋଇଛି. ବିସ୍ଫୋରକ ସାମଗ୍ରୀ 24 ପ୍ରଗଣାକୁ ନିଆଯାଉଥିବା ସୂଚନା ମିଳିଛି. ଏକ ଟ୍ରକରେ ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଏହାକୁ ଜବତ କରିଛି...

ଲଣ୍ଡନରେ ଲୁଚିଛି ମୋଦି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୁଖ ହୀରା ବ୍ୟବସାୟୀ ନିରବ ମୋଦି ଏବେ ଲଣ୍ଡନରେ. ଲଣ୍ଡନରେ ବିଳାସମୟ ଜୀବନ ବିତାଉଛି ମୋଦି. ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ଲୁଟି ବେଶ ଆରାମ କରୁଛି ସେ....
video

ଅସହାୟକୁ ନାହିଁ ସାହା

ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି. ହେଲେ ରାୟଗଡା ଜିଲ୍ଲାରେ ପହଞ୍ଚିପାରିନି ସରକାରଙ୍କ ଯୋଜନା. ପ୍ରକୃତ ଭିନ୍ନକ୍ଷମ ମାନଙ୍କୁ ସହାୟତା ନ ମିଳିବାରୁ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଆଉ ଏହାର ଜ୍ୱଳନ୍ତ...

ସହିଦନଗର ପୋଲିସକୁ ମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ସହିଦନଗର ଥାନା ଭିତରେ ପଶି ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଓ ଥାନା ଭଙ୍ଗାରୁଜା କରିବା ଘଟଣାରେ ଶନିବାର କମିଶନରେଟ ପୋଲିସ ବିଜେଡିର ଯୁବ ନେତା ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି. ପୂର୍ବରୁ ପୋଲିସ ଏହି ଘଟଣାରେ 6 ଜଣଙ୍କୁ...
video

ବିଜେପିର ଜାତୀୟ ରାଜପଥ ଅବରୋଧ

ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଜାତୀୟ ରାଜପଥ ଅବରୋଧ କରିଛି ବିଜେପି. ଧାନ କିଣାରେ ଅନିୟମିତତା ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଏହି ଅବରୋଧ କରାଯାଇଥିଲା. ରାସ୍ତା ଉପରେ ଗଦା ଗଦା ଧାନ ବସ୍ତା ରଖି ଏହି ବିକ୍ଷୋଭ...

ଅଳ୍ପକେ ବର୍ତ୍ତିଲେ ବିଧାୟକ

ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂହ. ଠିକ ସମୟରେ ତାଙ୍କୁ ଉଦ୍ଧାର କରାଯାଇନଥିଲେ ହୁଏତ ଏକ ବଡ ଅଘଟଣ ଘଟିଥାନ୍ତା. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ 3ଟାରେ ଅନୁଗୁଳ ଜିଲ୍ଲା...

ବିଜେପିର ବୈଜୟନ୍ତ କାର୍ଡ

ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ଜାତୀୟ ମୁଖପାତ୍ର ହେଲେ ବୈଜୟନ୍ତ ପଣ୍ଡା. ଚାରିଦିନ ତଳେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇଛି. ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇ ନିର୍ବାଚନ ମୁକାବିଲା...
video

କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହେଲା କର୍କଟ ବିଭାଗ

ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହୋଇଛି କର୍କଟ ବିଭାଗ । ଏହାସହ ଏକ ନୂଆ ଚକ୍ଷୁ ଅପରେସନ ଥିଏଟରକୁ ମଧ୍ୟ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ହସ୍ପିଟାଲ ହୋଇଥିଲେ...
video

ମିଳିଲା ଟିଫିନ ବୋମା

ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅର୍ନ୍ତଗତ ଡଙ୍ଗରବାଙ୍କ ନିକଟରୁ ଦୁଇଟି ଟିଫିନ ବୋମା ଠାବ କରିଛି ସିଆରପିଏଫ । ପ୍ରାୟ ୪୦ ଜଣ ଯବାନ ବଣ୍ଡେଇଗୁଡାଜଙ୍ଗଲ ଅଭିମୁଖେ କମ୍ବିଂ ଅପରେସନ ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥକୁ ଲାଗିଥିବା...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...