କେବେ ଆସିବ ସ୍ୱଚ୍ଛତା ?
ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ. ବାଲିମେଳାର ସମସ୍ତ ଅଳିଆ ଆବର୍ଜନା ନିଷ୍କାସନ ପାଇଁ ତହସିଲଦାରଙ୍କ ଦ୍ୱାରା ଏକ ଜାଗା ଚିହ୍ନଟ କରାଯାଇଥିଲା ଏବଂ ସେଠାରେ ଡମ୍ପିଂୟାର୍ଡ ପାଇଁ ଯୋଜନା ମଧ୍ୟ କରାଯାଇଥିଲା. ଏ...
ବିଜେପିର ‘ନମୋଃ ମନ୍ତ୍ର’
ତିନୋଟି ରାଜ୍ୟରେ ପରାଜୟ ପରେ ଆଗକୁ ଥିବା ଲୋକସଭା ନିର୍ବାଚନକୁ 2014 ବର୍ଷ ଭଳି ଦୋହରାଇବାକୁ ‘ନେଶନ ବେଦ ନମୋଃ’ ଓ ‘ପ୍ରଥମ ଭୋଟ ମୋଦିଙ୍କ ନାମ’ ମାଧ୍ୟମରେ ବିଜେପି ଯୁବଗୋଷ୍ଠୀ ଓ ପ୍ରଥମଥର ପାଇଁ ଭୋଟ ଦେଉଥିବା ନାଗରିକଙ୍କୁ...
ଓଡିଶାରେ ଉଜ୍ଜଳା ସାନିଟାରି ନାପକିନ୍
ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ବ୍ୟବସ୍ଥା । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ୧୦୦ଟି ସ୍ଥାନରେ ସାନିଟାରୀ ନାପକିନ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯାଇଛି । ଏଥିପାଇଁ ୨.୯୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି...
ସ୍ମାର୍ଟସିଟି ପରେ ସ୍ମାର୍ଟ ପୌରାଞ୍ଚଳ
ସ୍ମାର୍ଟସିଟି ପରେ ଏବେ ସ୍ମାର୍ଟ ହେବ ପୌରାଞ୍ଚଳ. ରାଜ୍ୟର ପ୍ରଗତୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ. ରାଜ୍ୟର ପ୍ରାୟ 113 ଟି ପୌରାଞ୍ଚଳକୁ ସ୍ମାର୍ଟ କରାଯିବ ବୋଲି ସୂଚନା ଦିଆଯାଇଛି. ଏହାଛଡା ରାଜ୍ୟର...
ନୂଆ ବର୍ଷରେ ନୂଆ ଅତିଥି
ଶନିବାର ନନ୍ଦନକାନନକୁ ପୂରିଛି 59 ବର୍ଷ. ଏଥିପାଇଁ ନନ୍ଦନକାନନ କତ୍ତୃପକ୍ଷଙ୍କ ତରଫରୁ ବିଶେଷ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ ପ୍ରାଣୀ ଉଦ୍ୟାନ ସଂପର୍କରେ ଆଲୋକପାତ କରିଥିଲେ....
ଅସଦାଚରଣ ଅଭିଯୋଗରେ ଶ୍ରୀମନ୍ଦିର ପୋଲିସ ନିଲମ୍ବିତ
ନାବାଳିକାକୁ ଅସଦାଚରଣ କରିଥିବା ପୋଲିସ ବାବୁଙ୍କୁ ଶେଷରେ ଚିହ୍ନଟ କରାଯାଇଛି. ସେ ହେଉଛନ୍ତି ଆଇଆରବି 9ମ ବାଟାଲିୟନର କନେଷ୍ଟବଲ ଛୁକେଶ ମେହେର. ନୂଆବର୍ଷ ଛୁଟି ପାଇଁ ସେ କୋରାପୁଟରୁ ପୁରୀ ଆସିଥିବା ସୂଚନା ମିଳିଛି. ତେବେ ଚିହ୍ନଟ ପରେ ପୋଲିସ...
ଓଡିଆ ଲଭର୍ ପାଇଁ ଭୁବନେଶ୍ୱର ଆସିବ ଗହମଗୋରୀ
ପ୍ରେମର ଆକର୍ଷଣ ଅଦ୍ଭୁତ. ପ୍ରେମ କିଛି ମାନେ ନାହିଁ. ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ଦୁଇଟି ମନ ଏକ୍ ହବା ପାଇଁ ବ୍ୟାକୁଳ ହୋଇଥାନ୍ତି. ଯେକୌଣସି ପ୍ରତିବନ୍ଧକୁ ମୁକାବିଲା କରିବା ପାଇଁ ପ୍ରେମୀ ପ୍ରସ୍ତୁତ ହୋଇଯାନ୍ତି. ସୀମା,ସରହଦ ଡେଇଁ ଏକାଠି...
ନୀତିକାନ୍ତି ବିଳମ୍ବ ନେଇ ପୁରୀ ଗଜପତିଙ୍କ ପ୍ରତିକ୍ରିୟା
ଶୁକ୍ରବାର ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହେବା ନେଇ ଶନିବାର ପୁରୀ ଗଜପତି ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିଛନ୍ତି. ଏହି ସମସ୍ୟା ପଛରେ ରାଜ୍ୟ ସରକାର ଦାୟୀ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି. ଅନ୍ୟପଟେ...
ସେବାୟତଙ୍କ ବିରୋଧରେ କି ଦଫା ଲାଗିବ ?
ଶ୍ରୀମନ୍ଦିର ଏବେ କାହା ନିୟନ୍ତ୍ରଣରେ ? ସରକାର ନା ସେବାୟତ ? ଗତକାଲିର ଘଟଣାରୁ ଯାହା ଜଣାପଡୁଛି, ଶ୍ରୀମନ୍ଦିର ଆଉ ସରକାରଙ୍କ ଆୟତ୍ତରେ ନାହିଁ ! ସେବାୟତ ଯେତେବେଳେ ଯାହା ଚାହିଁବେ, ତାହା କରିବେ. ସତେ ଯେମିତି ସେବାୟତମାନେ ସରକାର...
ପୁଲୱାମାରେ ଏନକାଉଣ୍ଟର, 4 ଆତଙ୍କବାଦୀ ନିହତ
ଶନିବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ରାଜପୋରାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ 16 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମାତ୍ର...









