26.1 C
Bhubaneswar
Friday, October 30, 2026
-Advertisement-
video

ବନ ବିଭାଗ ଅବହେଳାରୁ ଆଖି ବୁଜିଲା ଦନ୍ତା

ବନ ବିଭାଗ ଅବହେଳାରୁ ପ୍ରାଣ ହରାଇଲା ଦନ୍ତା. ଗତମାସ 2 ତାରିଖରେ କାମାକ୍ଷାନଗର ରେଞ୍ଜରେ ଧରାପଡିଥିଲା 45 ବର୍ଷୀୟ ଦନ୍ତା. ବନ ବିଭାଗ ଦେଖିବା ବେଳେକୁ ଦନ୍ତାର ଦୁଇ ଗୋଡରେ ଗଭୀର କ୍ଷତ ଯୋଗୁ ସେ ଚାଲି ପାରୁ ନଥିଲା....

8ରେ ଓଡିଶା ଆସୁଛନ୍ତି ରାହୁଲ

ମାର୍ଚ୍ଚ 8 ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଖାଲି ରାହୁଲ ନୁହେଁ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଓଡିଶା ଆସୁଛନ୍ତି. ଓଡିଶାରେ ଆୟୋଜିତ ଦୁଇଟି ବିଶାଳ ସମାବେଶରେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି...

ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନ: ମାନିଲେ ବୋର୍ଡ ସଭାପତି

ମାଟ୍ରିକ ପ୍ରଶ୍ନପତ୍ର ଲିକ ହେବା ଥମିବାର ନା ନେଉନାହିଁ. ପରୀକ୍ଷା ଆରମ୍ଭରୁ ହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି. ଏବେ ଗଣିତ ପରୀକ୍ଷାର ସେଟ-ଡି ପ୍ରଶ୍ନପତ୍ର ଭାଇରାଲ ହେଇଛି. କଳାହାଣ୍ଡି ଓ ବଲାଙ୍ଗିରରେ ମୋବାଇଲରେ ଘୂରିବୁଲୁଛି ପ୍ରଶ୍ନପତ୍ର. କେଉଁ ଜାଗାରୁ...
video

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ. ଓଡାପଡା ବ୍ଲକର ଗୁଡିଆକାଟେଣା ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି. ଫଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଆହତ ହୋଇଛନ୍ତି. ମୃତ ବୃଦ୍ଧ...

ଉଦଘାଟିତ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ

ଚଣ୍ଡିଖୋଲରେ ଉଦଘାଟିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ. ଚଳିତ ଶିକ୍ଷା ବର୍ଷରୁ ଏହି କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ. ବାବା ଭୈରବାନନ୍ଦ କଲେଜ ପରିସରରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ପବ୍ଲିକ ହେଲଥରେ ସ୍ନାତକତ୍ତୋର...
video

ହାଜର ହେଲେ ସବ୍ୟସାଚୀ

କଡାସୁରକ୍ଷା ମଧ୍ୟରେ ଆଜି ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ରାୟଗଡା ସିଜେଏମ କୋର୍ଟରେ ହାଜର କରାଯାଇଛି । ୨୦୦୨ ମସିହା ଡିସେମ୍ବର ୫ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟସ କଲେଜ ନିକଟରେ  ପୁଲିସ ଭ୍ୟାନକୁ  ବୋମା ପକାଇ ଉଡାଇ ଦେବା...

ଉଦଘାଟିତ ହେଲା ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟ

ଝାରସୁଗୁଡା ବନହରପାଲିର ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ୧୫ ହଜାର କୋଟି ଟଙ୍କାର ଏହି...
video

ଜମିପଟ୍ଟା ପ୍ରଦାନ ଦାବି ନେଇ ରାସ୍ତା ରୋକ

ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବି ନେଇ କଳାହାଣ୍ଡି ଜିଲ୍ଲାରେ ଜୁନାଗଡ ଯୁବକଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା. ଶୁକ୍ରବାର ସକାଳୁ ଗୋଲାମୁଣ୍ଡା ବ୍ଲକର ସିନାପାଲି ମୁଖ୍ୟରାସ୍ତା ଅବରୋଧ କରିଥିଲା ଯୁବକଂଗ୍ରେସ. ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ...
video

ଓଆଇସିରେ ପାକିସ୍ତାନକୁ ସୁଷମାଙ୍କ ସମାଲୋଚନା

ଆବୁଧାବିରେ ଆୟୋଜିତ ହୋଇଥିବା ଅର୍ଗାନାଇଜେସନ ଫର୍ ଇସଲାମିକ କୋପରେସନ ବୈଠକରେ ପାକିସ୍ତାନକୁ ଲାଗିଛି ଝଟକା. ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆତଙ୍କବାଦର ତୀବ୍ର ନିନ୍ଦା ଓ ବିରୋଧ କରିଛନ୍ତି....

ଶେଷରେ ସତ ମାନିଲା ପାକିସ୍ତାନ

ଆତଙ୍କବାଦୀଙ୍କ ଆଡ୍ଡା କୁହାଯାଉଥିବା ପାକିସ୍ତାନ ସବୁବେଳେ ବଡ ବଡ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଆସିଛି. ବାରମ୍ବାର ପ୍ରମାଣର ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିଲା ପାକିସ୍ତାନ. ମାତ୍ର ଏବେ ଚାରିପଟୁ ଚାପ ପଡିବାରୁ ପ୍ରଥମଥର ପାଇଁ  ପାକିସ୍ତାନ ବୈଦେଶିକ ମନ୍ତ୍ରୀ  ଶେହ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...