ଦଳକୁ ସୁଦୃଢ ପାଇଁ ମାସକର ଦରମା ଦିଅ : ନବୀନ
ଆଗକୁ ନିର୍ବାଚନ ଆସୁଛି. ଦଳକୁ ସୁଦୃଢ ଓ ସଶକ୍ତ କରିବା ପାଇଁ ଟଙ୍କା ଦରକାର. ସେଥିପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ ଓ ସାଂସଦଙ୍କୁ ନିଜର ଗୋଟିଏ ମାସର ଦରମା ପାର୍ଟି ଫଣ୍ଡକୁ ଦାନ...
ବାଜପେୟୀ ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ ମୋଦି
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି. ଏହି ଅବସରରେ ସଂସଦ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ...
ଇଣ୍ଡିଆନ ଆଇଡଲ-10 ର ବିଜେତା
ସବୁବର୍ଷ ଭଳି ଚଳିତ ବର୍ଷର ଇଣ୍ଡିଆନ ଆଇଡଲ ବିଜେତାଙ୍କ ନା ଘୋଷଣା କରାଯାଇଛି. ସମସ୍ତଙ୍କୁ ପଛରେ ପକାଇ ଇଣ୍ଡିଆନ ଆଇଡଲ-10 ର ବିଜେତା ହୋଇଛନ୍ତି ସଲମାନ ଅଲ୍ଲି. ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟଲିଟି ସୋ ଇଣ୍ଡିଆନ ଆଇଡଲ-10, ଜୁଲାଇ...
ମର୍ମନ୍ତୁଦ ସଡକ ଦୁର୍ଘଟଣା
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଲପଡା ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଫଳରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି. ସୂଚନା ଅନୁସାରେ, ବ୍ରହ୍ମପୁରଠାରୁ ଅଙ୍ଗାର ଗାଁ ଅଭିମୁଖେ ଯାଉଥିବା ଦକ୍ଷିଣେଶ୍ୱର ନାମକ ଏକ ବସ ଜଣେ...
ଗୁଳିମାଡରେ ପ୍ରେମିକାର ମୃତ୍ୟୁ
ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଗୋଳାପଲ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, 8 ଦିନ ତଳେ ଶେଖ ଆଲ୍ଲାମଙ୍କ 14 ବର୍ଷର ଝିଅ ପରୱିନ ଆରଡବଜାରସ୍ଥିତ ଏସକେ ସାଦତ୍ତ ଓରଫ ମାମୁନଙ୍କ ସହ ଯାଇ...
ଅଲୋଡା ଶିଶୁ
ଟ୍ରେନ ଶୌଚାଳୟରେ ନବଜାତ ଶିଶୁ. ମା’ ପିଲାଟିକୁ ଜନ୍ମ ଦେଇ ସାରିବା ପରେ ଅନାଥ ଭଳି ଛାଡି ଦେଇ ଚାଲିଗଲା. ଆଉ ଏକା କରିଦେଲା ସେହି ଶିଶୁଟିକୁ. ତେବେ ଏହି ଘଟଣା ହେଉଛି, ଅମୃତସର ହାୱଡା ମେଲର ଶୌଚାଳୟର. ମିଳିଥିବା...
ପତଞ୍ଜଳି ଉତ୍ପାଦ ଉପରେ ରୋକ୍
ପତଞ୍ଜଳି ଗ୍ରୁପର ଏକ ଉତ୍ପାଦର ବିଜ୍ଞାପନ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ. ହିନ୍ଦୁସ୍ଥାନ ୟୁନିଲିବର ପତଞ୍ଜଳିର ଏକ ଉତ୍ପାଦ ଉପରେ ରୋକ୍ ଲଗାଇବା ପାଇଁ କହିଥିବା ସୂଚନା ମିଳିଛି. ଫଳରେ ସେହି ଉତ୍ପାଦ ଉପରେ ବିଜ୍ଞାପନ ନ କରିବା ପାଇଁ...
ପ୍ରଥମେ ନିଆଳି, ପରେ ନରାଜ
ପୁଣି ଆରମ୍ଭ ହୋଇଯାଇଛି ଅଜଣା ଜନ୍ତୁ ତାଣ୍ଡବ. କିଛିମାସ ପୂର୍ବେ ଏହି ଜନ୍ତୁ ଆତଙ୍କ ନିଆଳିରେ ଦେଖିବାକୁ ମିଳିଥିଲା ଏବଂ ଏହି ଜନ୍ତୁ ଆତଙ୍କରେ ବାରମ୍ବାର ମେଣ୍ଢାମଡକ ସାମ୍ନାକୁ ଆସିଥିଲା. ପରବର୍ତ୍ତୀ ସମୟରେ ଏହା କିଛି ସମୟ ପାଇଁ ବନ୍ଦ...
ମହାକାଶରେ ଅଗ୍ନି-4
ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପର 4 ନମ୍ବର କେନ୍ଦ୍ରରୁ ଅଗ୍ନି-4 ର ସଫଳ ଉତକ୍ଷେପଣ କରି ଆଉ ଏକ ଇତିହାସ ରଚିଛି ଇସ୍ରୋ. ରବିବାର ସକାଳ 8.30 ମିନିଟରେ ଏହାକୁ ମହାକାଶକୁ ଉତକ୍ଷେପଣ କରାଯାଇଛି. 20 ମିଟର ଲମ୍ବ ବିଶିଷ୍ଟ...
ଡାକ୍ତରଶୂନ୍ୟ କୋଦଳା ସ୍ବାସ୍ଥ୍ୟକେନ୍ଦ୍ର
ବିଗୁଡୁଛି ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା. ବାହାରକୁ ଯେତେ ପ୍ରଚାର କଲେବି ବ୍ଲକ, ସବଡିଭିଜନସ୍ତରରେ ଡାକ୍ତରଖାନାଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଲାଣି. ମାସ ମାସ ଧରି ଡାକ୍ତର ପଦବୀ ଖାଲି ରହୁଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନି. ଆମେ ଆପଣଙ୍କୁ ଦେଖାଉଛୁ ଗଞ୍ଜାମ ଜିଲ୍ଲାର...









