ଏଠାରେ ଟମାଟୋ କିଲୋ 11 ହଜାର ଟଙ୍କା
ଆଜ୍ଞା ହଁ, ଟମାଟୋ କିଲୋପ୍ରତି 11 ହଜାର ଟଙ୍କା. ଏହାଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ. ହେଲେ ବେନେଜୁଏଲାରେ ଏବେ ଏଭଳି ଆର୍ଥିକ ସଂକଟ ଆସିଛି ଯେ, ସାମାନ୍ୟ ଚାଉଳ ପାଇଁ ଜଣେ ଆଉ ଜଣଙ୍କ ହତ୍ୟା କରିବାକୁ ମଧ୍ୟ...
ବିଜେପିର ଜନ ଅଦାଲତ
ସୋମବାରଠୁ ବିଜେପି ଆରମ୍ଭ କରିଛି ଜନ ଅଦାଲତ. ତେବେ ପ୍ରଥମେ ବ୍ରହ୍ମପୁର, ପୁରୀ ଓ କଳାହାଣ୍ଡିରେ ଏହି ଜନ ଅଦାଲତ ଆୟୋଜନ କରାଯିବ. ଏ ନେଇ ସୂଚନା ଦେଇଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି. ଚଳିତ ମାସ 11ରୁ 17...
ରାଜ୍ୟରେ ଖୋଲିଲା 38ଟି ନୂଆ ଆହାର କେନ୍ଦ୍ର
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 38ଟି ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି. ପ୍ରାୟ 17ଟି ଜିଲ୍ଲାରେ ନୂଆ ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି ନବୀନ. ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି. ତେବେ ସିଜୁଆସ୍ଥିତ...
ଭ୍ୟାନ ଓଲଟି 5 ମୃତ, ଅନେକ ଆହତ
ମାଲକାନଗିରି ଜିଲ୍ଲା ମାଥିଲି ଥାନା ସଲପ ପଦର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା...
ଅନଶନରେ ନାଇଡୁ
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି. ଏଥିପାଇଁ ସେ ଦିଲ୍ଲୀ ଆନ୍ଧ୍ର ଭବନରେ ଆମରଣ ଅନଶନ ଆରମ୍ଭ କରିଛନ୍ତି. ଏହି ଆନ୍ଦୋଳନରେ ତାଙ୍କୁ ସମର୍ଥନ...
ସିରିଜ ଦୁର୍ଘଟଣା
16 ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ହୋଇଛି. ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି. ସୂଚନା ଅନୁସାରେ, 16 ନମ୍ବର ଜାତୀୟ ରାଜପଥ ଭଗିଆ ଛକ ନିକଟରେ ଗୋଟିଏ କୋଇଲା...
କଶ୍ମୀର ଘାଟିରେ ଟଳିଲେ 5 ଆତଙ୍କବାଦୀ
ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 5 ଜଣ ଆତଙ୍କବାଦୀ ଟଳି ପଡିଥିବା ସୂଚନା ମିଳିଛି. ତେବେ ସୁରକ୍ଷାକର୍ମୀମାନେ ପୁରା ଅଞ୍ଚଳରୁ ଚାରିପଟୁ ଘେରି ରହିଛନ୍ତି. ବିଳମ୍ବିତ ରାତିରେ କିଛି...
ବାମ ଗୋଡ ବଦଳରେ ଡାକ୍ତର କଲେ ଡାହାଣ ଗୋଡ ଅପରେସନ
ବାମ ଗୋଡ ବଦଳରେ ଡାକ୍ତର କଲେ ଡାହାଣ ଗୋଡ ଅପରେସନ. ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆପଣ ଭାବୁଥିବେ ଯେ, ଜଣେ ଡାକ୍ତର କିଭଳି ଏମିତି କରିପାରିବେ. ହେଲେ ଏହା ସଂପୂର୍ଣ୍ଣରୂପେ ସତ. ଜଣେ ଡାକ୍ତର ଦାୟିତ୍ୱହିନ ହୋଇ...
13ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆସନ୍ତା 13 ତାରିଖରେ ବାଲେଶ୍ୱର ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ. ଗସ୍ତ ସମୟରେ ନବୀନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ. ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା. 13 ତାରିଖ ବାଲେଶ୍ୱରରେ...
ଶେଷ ଟି-20ରେ ଭାରତର ପରାଜୟ
ହାମେଲଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଟି-୨୦ରେ ଭାରତ ପରାଜୟ ବରଣ କରିଛି । ୨୧୩ ରନର ପିଛା କରୁଥିବା ଭାରତୀୟ ଟିମ ୨୦ ଓଭରରେ ୬ ୱିକେଟ ହରାଇ ୨୦୨ ରନ କରିବାରେ ସକ୍ଷମ ହୋଇଥିଲା...

















