25.1 C
Bhubaneswar
Friday, October 30, 2026
-Advertisement-
video

ଚିଠି ଲେଖି ଜବାବ ମାଗିବ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ. ଗତ 19 ବର୍ଷରେ ରାଜ୍ୟ ସରକାର କେତେ ନିଯୁକ୍ତି ଦେଇଛନ୍ତି ସେ ସଂପର୍କରେ ଚିଠି ଲେଖି ଜବାବ ମାଗିବେ.  ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖିବ ବିଜେପି ଯୁବମୋର୍ଚ୍ଚା ।...

ମଦ ପିଇ ମୃତ୍ୟୁ ସଂଖ୍ୟା ଟପିଲା 100

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା 100 ଟପିଛି. ବର୍ତ୍ତମାନ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା 106 ରେ ପହଞ୍ଚିଲାଣି. ଏମାନଙ୍କ ମଧ୍ୟରେ 74 ଜଣ ସାହାରାଣପୁର ଜିଲ୍ଲାର ହୋଇଥିବା ବେଳେ 32 ଜଣ ହରିଦ୍ୱାର...

ଦିନ ମଜୁରିଆ ପୁଅ ନାସାର ବୈଜ୍ଞାନିକ

ଦୁନିଆର ପ୍ରମୁଖ ଅନ୍ତରୀକ୍ଷ ଏଜେନ୍ସି ନାସାରେ ପାଦ ରଖିବା ହେଉଛି ଏକ ସ୍ୱପ୍ନ. ବ୍ରହ୍ମାଣ୍ଡର ଅଧ୍ୟୟନ ଓ ଗଭୀର ଜାଗାରେ ଅନୁସନ୍ଧାନ କରିବା ପାଇଁ ଇଚ୍ଛା ରଖିଥିବା ହଜାର ହଜାର ଲୋକଙ୍କ ପାଇଁ ଏହା ଏକ ଅଧୁରା ସ୍ୱପ୍ନ ହୋଇ...

ଟ୍ରେନଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଶନିବାର ଅପରାହ୍ନ ପ୍ରାୟ 3ଟା ସମୟରେ ବାପୁଜୀନଗରସ୍ଥିତ ଟ୍ରେନଲାଇନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି. ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି. ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାର କାରଣ...

ମାର୍ଚ୍ଚ ୩୧ରୁ ଉଡିବ ବିମାନ

ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡାଣ ଆରମ୍ଭ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ନିର୍ଦ୍ଦେଶକ ଏସ୍‌.କେ ଚୌହାନ ଶନିବାର ସୂଚନା ଦେଇଛନ୍ତି। ଦେଶର ୩ଟି ସ୍ଥାନ ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦକୁ ସ୍ପାଇସ ଜେଟ୍‌...
video

ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ହେଉଥିଲା ଚାଲାଣ

ପିଆଜ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ । ପିଆଜ ବୋଝେଇ ଟ୍ରକରୁ ଖଇରପୁଟ ପୁଲିସ ୮କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ,...

ସିବିଆଇ ମୁଖ୍ୟାଳୟରେ ପହଁଞ୍ଚିଲେ ରାଜୀବ କୁମାର

ଶାରଦା ଚିଟଫଣ୍ଡ ମାମଲାରେ ଆଜି କୋଲକାତା ପୁଲିସ କମିଶନର ରାଜୀବ କୁମାର ଶିଲଙ୍ଗ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଁଞ୍ଚିଛନ୍ତି । ଘୋଟାଲା ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯିବ । କୁମାରଙ୍କ ସହ ଅନ୍ୟ ତିନି ଜଣ ଆଇପିଏସ ଅଧିକାରୀ ମଧ୍ୟ...

ମଦପିଇ ମରିଗଲେ ୩୮

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦପିଇ ଶୁକ୍ରବାର ପ୍ରାୟ ୩୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର କୁଶିନଗର ଓ ସାହାରନପୁରରେ ୩୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସେମାନଙ୍କ ପରିବାରଙ୍କ...
video

ନିର୍ବାଚନମୁଖୀ ବଜେଟ !

ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଇବାରେ ଅସମର୍ଥ । କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟ ସରକାର ଚାଷୀ ଓ ଗ୍ରାମାଞ୍ଚଳର ଭୋଟର ମାନଙ୍କ ପାଇଁ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି ବୋଲି...

ଦ୍ଵିତୀୟ ଟି-୨୦ରେ ଭାରତର ବିଜୟ

ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ଵିତୀୟ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ପରାଜିତ କରିଛି ଭାରତ । ଭାରତର ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୧-୧ରେ ବରାବର ହୋଇଛି। ପ୍ରଥମେ ବ୍ୟାଟିଂ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...