28.3 C
Bhubaneswar
Wednesday, July 29, 2026
-Advertisement-

ଶାହାରୁଖଙ୍କ ଓଡିଶା ଗସ୍ତ ବିରୋଧରୁ ଓହରିଲା କଳିଙ୍ଗ ସେନା

ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଓଡିଶା ଆସିବାକୁ ଥିବା ବଲିଉଡ ବାଦାଶାହା ଶାହାରୁଖଙ୍କ ଉପରକୁ ସ୍ୟାହି ପକାଇବା ନେଉ କଳିଙ୍ଗ ସେନା ଦେଇଥିବା ଧମକ ଉପରେ ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅପିଲ କରି ଏପରି ନ କରିବାକୁ...

ସ୍ଲୋଗାନରେ ରହିଗଲା ‘ନୋ ହେଲମେଟ, ନୋ ପେଟ୍ରୋଲ’

ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଓ ବିନା ହେଲମେଟ ଦୁର୍ଘଟଣାରେ ମୃତ୍ୟୁକୁ ରୋକିବା ସହ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିବା ପାଇଁ ପୁଲିସ ଏବଂ ପେଟ୍ରୋଲପମ୍ପ ମାଲିକ ସଂଘର ମିଳିତ ସହଯୋଗରେ ୨୦୧୬ ମସିହା ଅଗଷ୍ଟ ୧୬ ତାରିଖରେ ଆରମ୍ଭ...

ମଦ ବିକ୍ରି ନିଷ୍ପତିରେ ସଂଶୋଧନ ଆଣିଲେ ସରକାର

ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନକୁ ଖୋଲା ରଖିବା ପାଇଁ ସରକାର ଯେଉଁ ନିଷ୍ପତି ନେଇଥିଲେ ତାକୁ ଜୋରସର ଭାବେ ବିରୋଧ କରାଯାଇଥିଲା. ଫଳରେ ରାଜ୍ୟ ସରକାର ସୋମବାର ଗଠିତ ବୈଠକରେ  ଏହି ନିଷ୍ପତିରେ ସଂଶୋଧନ...

“ସମ୍ବିଧାନ ଦିବସ” ପାଳନ ଅବସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ

“ସମ୍ବିଧାନ ଦିବସ” ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ୱାଧୀନତା ଲାଭ କରିବା ପରେ ୧୯୪୯ ମସିହା ନଭେମ୍ବର ୨୬...

Horlicks କୁ ନେଇ ବିବାଦ

ଆଜ୍ଞା ହଁ, ଆପଣ ଠିକ୍ ପଢିଲେ. ପିଲାମାନଙ୍କଠୁ ଆରମ୍ଭ କରି ବୟସ୍କ ଲୋକମାନେ ମଧ୍ୟ ଶରୀରର ବୃଦ୍ଧିକୁ ନେଇ ହେଉ କିମ୍ବା ଡାକ୍ଟରଙ୍କ ପରାମର୍ଶ କ୍ରମେ ସୁସ୍ଥ ଶରୀର ପାଇଁ ହର୍ଲିକ୍ସ ଖାଇଥାନ୍ତି. ଆଉ ଯେଉଁମାନେ ଶାକାହାରୀ ଥାଆନ୍ତି ସେମାନେ...

ଦେଢ କେଜିରୁ ଅଧିକ ହେବନି ସ୍କୁଲ ବ୍ୟାଗ୍, ଜାରି ହେଲା ଗାଇଡ ଲାଇନ

ଗୋଟିଏ ପିଲା ପାଇଁ ଶିକ୍ଷା ଅଧ୍ୟୟନ ହେଉଛି ଅପରିହାର୍ଯ୍ୟ. ମାତ୍ର ଇଚ୍ଛା ନଥାଇ ଜବରଦସ୍ତ ଶିକ୍ଷା ଠିକ୍ ନୁହେଁ. ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି...

ଦେଶରେ ଖୋଲିବ 65 ହଜାର ନୂଆ ପେଟ୍ରୋଲ ପମ୍ପ୍

ଦେଶର ବିଭିନ୍ନ ଜାଗାରେ ପ୍ରାୟ 65 ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର. ଏ ନେଇ ଡିଲରସିପ୍ ଆବେଦନ କରିବାକୁ ତୈଳ ବିତରଣ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି. ଯାହାଫଳରେ ପାଖାପାଖି 10...

କଟକ ଆସିବେ ଭାଇଜାନ !

ହକି ବିଶ୍ୱ କପ୍ ପାଇଁ ଚାରିଆଡେ ଏବେ ହକି ଫିଭର ଦେଖୁବାକୁ ମିଳୁଥିବା ବେଳେ ଏହାର ଉଦଘାଟନୀ ଉତ୍ସବ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି. ଏହି ଉତ୍ସବରେ ବଲିଉଡ ବାଦଶାହା ଶାହାରୁଖ୍, ମାଧୁରୀ ଦୀକ୍ଷିତ ଓ...

ସ୍ୱପ୍ନ, ମୁଠାଏ ଚାଉଳ

ଗରିବଙ୍କ ପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା । ମାତ୍ର ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । କେହି ଭୋକ ଉପାସରେ ରହିବେ ନାହିଁ । ସେଥିପାଇଁ ସରକାର ଆରମ୍ଭ କଲେ ୨ ଟଙ୍କିଆ ଚାଉଳ।...
video

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ରବିବାର ସକାଳ ପ୍ରାୟ 9.15 ମିନିଟ୍ ରେ ମଞ୍ଚେଶ୍ୱର ଥାନା ସାମ୍ନାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ସୂଚନା ଅନୁସାରେ, ଗୋଟିଏ ଟ୍ରକଟି ରସୁଲଗଡ ଛକରୁ ଆସୁଥିବା ବେଳେ ଜଣେ ସ୍କୁଟି ଚାଳକଙ୍କୁ ପଛରେ ଧକ୍କା ଦେଇଥିଲା. ଘଟଣାସ୍ଥଳରେ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...