କଳିଯୁଗର ଶ୍ରବଣ କୁମାର !
ନିଜ ମାତାପିତାଙ୍କ ସେବା କରିବା ଏବେ ହୁଏତ ଆଉ ଦେଖିବାକୁ ମିଳୁନି । କିନ୍ତୁ ଏମିତି କିଛି ଦୃଶ୍ୟ ଆମ ସାମ୍ନାକୁ ଆସିଛି । ନିଜ ପିତାମାତାଙ୍କ ସେବା କରିବା ସହିତ ବାଉଁଶ ଭାରରେ କାନ୍ଧରେ ବୋହି ତୀର୍ଥଯାତ୍ରା କରାଇଛନ୍ତି...
ପୁର୍ନଜନ୍ମ ନେଲେ ଏଗାର ଜଣ !
() ଗୁଜରାଟ ସୁରଟ ସହରରେ ଜଣେ ମହିଳା ଏକା ସାଙ୍ଗରେ ୧୧ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଚର୍ଚ୍ଚା ପଛରେ ରହିଛି ପୂର୍ବଜନ୍ମର କାହାଣୀ । ଗତ ୩୦ ଜୁନ୍...
ଅଢେଇ ବର୍ଷର ଶିଶୁର ତଣ୍ଟିରେ ପଶିଲା ଫ୍ରାଏ ପ୍ୟାନ
ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ପତ୍ରାପଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅଢେଇ ବର୍ଷର ଶିଶୁ ଅମିତ୍ ଗୁରୁ ନିଜ ମାମୁଘରକୁ ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଖେଳୁଥିବା ସମୟରେ ପିଲାଟିର ମୁହଁରେ...
ଆତଙ୍କବାଦୀ ଲିଙ୍କରେ କେନ୍ଦ୍ରାପଡା ଯୁବକ, ଦିଲ୍ଲୀରୁ ଧରାପଡିଲା ଆତଙ୍କବାଦୀ ହବିବୁର, , ହବିବୁରର ବାପା କହିଲେ, ତାଙ୍କ ପାଇଁ...
ଅବଦୁର ରେହମାନ ପରେ ଏବେ ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ାର ଏକ ଆତଙ୍କବାଦୀ ଲିଙ୍କ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରେହମାନକୁ ଦିଲ୍ଲୀରୁ ଗିରଫ କରିଛି ଏନଆଇଏ । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ୍ ଏୟାରପୋର୍ଟରୁ ହବିବୁରକୁ...
ଇଲୋକ୍ଟ୍ରୋ ମାଗ୍ନେଟିକ୍ ମୁତୟନ କରିବ ଚାଇନା
ତିବତରେ ଇଲୋକ୍ଟ୍ରୋ ମାଗ୍ନେଟିକ୍ ମୁତୟନ କରିବ ଚାଇନା । ଡୋକଲାମକୁ ନେଇ ଭାରତ ଚାଇନା ମଧ୍ୟରେ ୨୦୧୭ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିବାଦ ପରେ ଚାଇନା ଏବେ ପୁଣି ଥରେ ଆରମ୍ଭ କରିଛି ଦାଦାଗିରି । ଭାରତ...
ନିଜ ବୟାନକୁ ନେଇ ଗଡକରୀ ଅଡୁଆରେ
ଏସସିଏସଟି ଆଇନ ଏବଂ ମରାଠା ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ବୟାନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ଗଡକରୀଙ୍କୁ ନିଜ ବୟାନ ଉପରେ ସଫେଇ ଦେବା ପାଇଁ...
ଇଣ୍ଡୋନେସିଆରେ ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା
ରବିବାର ଦିନ ଇଣ୍ଡୋନେସିଆରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରେ ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭାରତୀୟ ସମୟ ସନ୍ଧ୍ୟା 05.16 ମିନିଟରେ ଏହି ଭୂକମ୍ପର ଝଟକା ଅନୁଭବ କରିଥିଲେ ଇଣ୍ଡୋନେସିଆବାସୀ ।...
ବିମାନ ଭିତରେ ବ୍ଲାକ୍ କୋବ୍ରା
ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ଖସିପଡିଲା କଳା ନାଗ । ଭୟଭୀତ ଯାତ୍ରୀଙ୍କ ଅଭିଯୋଗ କରିବା ସତ୍ତ୍ୱେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହା ପରେ ଯାତ୍ରୀ ଅଶ୍ୱିନୀ ଗୁପ୍ତା ଇଣ୍ଡିଗୋ କୁ...
ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ମାନ୍ୟତା ପାଇଲେ କୋହଲି
ଟିମ୍ ଇଣ୍ଡିଆ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଆଇସିସିର ଟେଷ୍ଟ ରାଙ୍କିଙ୍ଗ ତାଲିକାରେ ବିରାଟ ପ୍ରଥମ ସ୍ଥାନରେ ଅଛନ୍ତି । ନମ୍ବର ଓ୍ୱାନ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଛନ୍ତି ବିରାଟ । ଏହି...











