ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେପି ନେତା ଗୋଲକ ଓ ଭୃଗୁ
ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପିର ଦୁଇନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ଓଡିଶା ପୋଲିସ ସମନ ପଠାଇ ଥିବାବେଳେ ଦୁଇ ବିଜେପି ନେତା ଆଜି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି...
ଟ୍ରକ-ପିକଅପ ଭ୍ୟାନ ମୁହାମୁହିଁ ଧକ୍କା, ଜଣେ ମୃତ
ରାୟଗଡା ଖଳିଗୁଡା ନିକଟରେ ଦୁର୍ଘଟଣା . କାଠ ବୋଝେଇ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି. ପିକଅପ ଭ୍ୟାନର ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ଦୁଇଟି ଯାକ ଗାଡି ଭାଙ୍ଗିରୁଜି...
କଂଗ୍ରେସର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା କଂଗ୍ରେସ. ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ସଂସ୍ଥାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ. ପ୍ରଦେଶ କଂଗ୍ରେସ ପକ୍ଷରୁ...
ଜମ୍ମୁ-କାଶ୍ମୀରରେ ତୁଷାରପାତ
ଗୁରୁବାର କାଶ୍ମୀର ଘାଟିରେ ଆରମ୍ଭ ହୋଇଛି ତୁଷାରପାତ. ଏହାସହ ବର୍ଷା ମଧ୍ୟ ଆରମ୍ଭ ହୋଇଛି. ଫଳରେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି. ଅନ୍ୟପଟେ ଏକପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି. ଅନେକ ଜାଗାରେ ବିଜୁଳି ନଥିବା ବେଳେ...
ଲୋକସଭା ନିର୍ବାଚନ ଲଢିବେ ସେହ୍ୱାଗ !
ମୁଣ୍ଡ ଉପରେ ଲୋକସଭା ନିର୍ବାଚନ. ଏହାକୁ ଦୃଷ୍ଟିରେ ରଖି କିଏ କିପରି ଭୋଟ ହାତେଇବ ସେ ନେଇ ଏବେ ସବୁ ଦଳ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି. ଲୋକମାନଙ୍କୁ ପ୍ରଲୋଭିତ କରିବା ପାଇଁ ନେତାମାନେ ବଲିଉଡ ଷ୍ଟାରଙ୍କୁ ମଧ୍ୟ ଟିକେଟ...
ନୋଏଡା ମେଟ୍ରୋ ହସ୍ପିଟାଲରେ ଅଗ୍ନିକାଣ୍ଡ
ଗୁରୁବାର ନୋଏଡାର ମେଟ୍ରୋ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି. ସୂଚନା ଅନୁସାରେ, ନୋଏଡାର ସେକ୍ଟର 12ସ୍ଥିତ ହସ୍ପିଟାଲରେ ମଧ୍ୟାହ୍ନ ସମୟରେ ନିଆଁ ଲାଗିଥିଲା. ଫଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଝରକା ଭାଙ୍ଗି ଦୌଡିବାକୁ ଲାଗିଥିଲେ. ପରେ...
ଜଣେ ମୁସଲିମ୍ ମହିଳାଙ୍କ ନିର୍ଯାତନାର କାହାଣୀ
ରୀତି-ନୀତି ଓ ପରଂପରା ନାଁରେ ଯୌନ ନିର୍ଯାତନା. ଜଣେ ବିବାହିତା ମହିଲାଙ୍କୁ କେତେବେଳେ ନିଜ ଶଶୁରଙ୍କ ସହ ତ ଆଉ କେତେବେଳେ ଦିଅରଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଛି. ସ୍ବାମୀ ତିନ୍ ତଲାକ କହି ଛାଡପତ୍ର (ଡିଭୋର୍ସ)...
ମହଙ୍ଗା ପଡିବ କୁମାରୀତ୍ବ ପରୀକ୍ଷା
ଏଣିକି ମହଙ୍ଗା ପଡିବ ମହିଳାଙ୍କ ଭର୍ଜିନିଟି ଟେଷ୍ଟ. ଏବେ ମହାରାଷ୍ଟ୍ରରେ କୌଣସି ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ କରାଇବା ପାଇଁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିଙ୍କୁ ମିଳିବ କଠିନରୁ କଠିନ ଦଣ୍ଡ. ମହାରାଷ୍ଟ୍ରର କିଛି ଜାଗାରେ ଏମିତି କିଛି ପରମ୍ପରା ଅଛି,...
ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ
ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ନେଇ ଗୁରୁବାର ବିଧାନସଭା ଘେରିଛି ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇଛି ଯୁବ ମୋର୍ଚ୍ଚା । କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆନେ୍ଦାଳନରେ ସାମିଲ ହୋଇଥିଲେ...

















