24.1 C
Bhubaneswar
Friday, October 30, 2026
-Advertisement-

ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟ

ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି ବାବା ରାମଦେବ. ଅଧିକ ଜନସଂଖ୍ୟା ଥିବା ଦେଶରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି. ହିନ୍ଦୁ ହେଉ କି ମୁସଲମାନ, ଯଦି...

ଗଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ଦୃଶ୍ୟ ହେବ ‘ନାରୀ ଶକ୍ତି’

70 ତମ ଗଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଆସାମ ରାଇଫଲର ‘ନାରୀ ଶକ୍ତି’. ଏହାସହ ରାଜପଥରେ ଜଣେ ମହିଳା ଅଧିକାରୀ ଏକାକୀ ପ୍ରତିଷ୍ଠିତ ଟିମ ସହ ବାଇକ ଷ୍ଟଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିବ. ଅନ୍ୟପଟେ 90...

ଭୁଶୁଡିଲା ଚାରି ମହଲା କୋଠା

ହରିୟାଣାର ଗୁରୁଗ୍ରାମରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି. ଗୁରୁଗ୍ରାମର ଉଲବାସରେ ସକାଳ ସମୟରେ ଚାରି ମହଲା ବିଶିଷ୍ଟ କୋଠା ହଠାତ ଭୁଶୁଡି ପଡିଥିଲା. ଯେଉଁଥିରେ 8 ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି. ବର୍ତ୍ତମାନ...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ମୃତ

ବୌଦ୍ଧ ଜିଲ୍ଲା ରାଜନଗର ଛକ ନିକଟ 57 ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି. ଫଳରେ ସେଥିରେ ଯାଉଥିବା ବୌଦ୍ଧ ଜିଲ୍ଲାର କୃଷି ଉପ-ନିର୍ଦ୍ଦେଶକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି. ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ...
video

ରାହୁଲଙ୍କ ଗସ୍ତକୁ ନେଇ ଜୋସରେ କଂଗ୍ରେସ

ଓଡିଶାବାସୀଙ୍କୁ ଉଦବୋଧନ ଦେବାକୁ ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଗସ୍ତ ପାଇଁ ପ୍ରଚାର କାର୍ଯ୍ୟରେ ୧୦ଟି ରଥ ନିୟୋଜିତ ହୋଇଛି । ମଙ୍ଗଳବାରଠାରୁ ରାଜ୍ୟ କଂଗ୍ରେସ ଭବନରୁ ଏହି ରଥ...

29ରେ ଓଡିଶା ଆସିବେ ଅମିତ ଶାହା

ଜାନୁୟାରୀ 29 ତାରିଖରେ ଓଡିଶା ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା. ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ. 29 ତାରିଖରେ କଟକ ସାଲେପୁର କୁଳିଆରେ ହେବାକୁ ଥିବା ସଭାରେ ଯୋଗ ଦେବେ ଅମିତ....

ପ୍ଲାଷ୍ଟିକ ବୋତଲରେ ଘର

ସବୁବେଳେ ଆମେ ଘର ନିର୍ମାଣ କଲେ ଧ୍ୟାନ ଦେଉଥାଉ ଯେ କେଉଁ ସିମେଣ୍ଟରେ ଘର କଲେ ଏହା ମଜବୁତ ରହିବ. ଆଉ ଭୂକମ୍ପ ଏହାକୁ ଛୁଇଁ ପାରିବ ନାହିଁ. ଏତେ ସବୁ ଜିନିଷକୁ ଧ୍ୟାନରେ ରଖିଲା ପରେ ମଧ୍ୟ କୌଣସି...

ଆନ୍ତର୍ଜାତିକ ହେଲଥ ମେଡିକନ ସମ୍ମିଳନୀ ଉଦଯାପିତ

ଓୟୁଏଟି ଭେଟେରିନାରି କଲେଜ ପ୍ରେକ୍ଷାଳୟରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ‘ହେଲଥ ମେଡିକନ-2019’ ଉଦଯାପିତ ହୋଇଯାଇଛି. ଆଇପିଏସ ଓ ଓୟୁଏଟିର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଔଷଧ, ପ୍ରଯୁକ୍ତି ଓ ସ୍ୱାସ୍ଥ୍ୟ ସଂପର୍କିତ ବ୍ୟବସ୍ଥା ଉପରେ ଆଲୋଚନା...

ଜାହାଜରେ ନିଆଁ, 14 ମୃତ

ଋଷରୁ କ୍ରିମିଆକୁ ଭିନ୍ନ କରୁଥିବା କେର୍ଚ୍ଚ ଷ୍ଟ୍ରେଟରେ ଦୁଇଟି ଜାହାଜରେ ନିଆଁ ଲାଗିଯିବା ଫଳରେ ପ୍ରାୟ 14 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ସେହି ଜାହାଜରେ ଭାରତ, ତୁର୍କି ଓ ଲିବିୟାର ନାଗରିକମାନେ ଥିଲେ. ତେବେ...

ବିଗିଡିଲା ଅମିତଙ୍କ ସ୍ୱାସ୍ଥ୍ୟ

ଭାଜପା ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ମଙ୍ଗଳବାର ସେ ଦିଲ୍ଲୀ ଫେରୁଛନ୍ତି. ଫଳରେ ପଶ୍ଚିମବଙ୍ଗ ଝାରଗ୍ରାମରେ ହେବାକୁ ଥିବା ରାଲିରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ସୂଚନା ମିଳିଛି. ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଅମିତ କିଛି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...