24.1 C
Bhubaneswar
Friday, October 30, 2026
-Advertisement-
video

ଶୋକାକୁଳ ପରିବେଶରେ ସମୂହ ସଂସ୍କାର

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡଦୁଆ ଘାଟି ଦୁର୍ଘଟଣାରେ ମୃତକଙ୍କ ସମୂହ ସଂସ୍କାର ଶୋକାକୁଳ ପରିବେଶ ମଧ୍ୟରେ ହୋଇଛି. ବ୍ରାହ୍ମଣୀ ଗାଁ, ଗଦାପୁର, ସୁଲୁମାହା ଓ କଲିଙ୍ଗି ଗାଁର ଲୋକଙ୍କ ଉପସ୍ଥିତିରେ ଖ୍ରୀଷ୍ଟୀୟ ରୀତିନୀତିରେ ସମୂହ ସଂସ୍କାର ହୋଇଥିଲା. ମୃତକଙ୍କ...
video

ଦରମା ବୃଦ୍ଧି ଦାବି

ବିଭିନ୍ନ ଦାବି ନେଇ ଗତ ଚାରିଦିନ ଧରି ବାଲେଶ୍ୱର ସୁଇପର ସଙ୍ଗ ପକ୍ଷରୁ ଆନେ୍ଦାଳନ କରାଯାଇଛି ।  ବୁଧବାର ଠାରୁ ଏହାର ପ୍ରଭାବ ସମଗ୍ର ସହରରେ ଦେଖିବାକୁ ମିଳିଛି । ସାରା ସହରରେ ଅଳିଆ ପଡି ରହିଥିବାବେଳେ ସୁଇପରମାନେ ବିଭିନ୍ନ...

ନକ୍ସଲ ପରିଚୟ ଦେଇ କରୁଥିଲେ ଲୁଟପାତ

ରାୟଗଡା ପୋଲିସ ହାବୁଡରେ ପଡିଛନ୍ତି ନକଲି ନକ୍ସଲ. ଗିରଫ ହେବା ପରେ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୮୬ ହଜାର ୯୧୦ ଟଙ୍କା ଜବତ କରିଛି ପୋଲିସ. ନକଲି ନକ୍ସଲ ବନିଥିବା ଅଭିଯୁକ୍ତମାନେ ହେଲେ କାଶିପୁର ଥାନା ଜଲଖୁରା...

ଗଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ଶନିବାର ସାରା ଦେଶରେ ପାଳିତ ହେବ 70ତମ ଗଣତନ୍ତ୍ର ଦିବସ. ଏ ନେଇ ସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି ଏବଂ କେଉଁ ମନ୍ତ୍ରୀ କେଉଁଠି ଯୋଗ ଦେବେ ତାର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି. ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ...

ରାଜେନ୍ଦ୍ର କଲେଜ ହେବ ବିଶ୍ୱବିଦ୍ୟାଳୟ

ରାଜେନ୍ଦ୍ର କଲେଜ ହେବ ବିଶ୍ୱ ବିଦ୍ୟାଳୟ । ବଲାଙ୍ଗିରରେ ବିଜୁ ଯୁବ ସମାଜରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉପସ୍ଥିତଥିବା ଯୁବବର୍ଗଙ୍କୁ ତକ୍ରାଳୀନ ବଲାଙ୍ଗୀର ରାଜା ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସେବା ମନୋଭାବ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ନବୀନ...

ଅସ୍ୱାଭାବିକ ଭାବେ ବଢୁଛି ମୁଣ୍ଡ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ. ଉକ୍ତ ଗାଁରେ କ୍ରିଷ୍ଣା ଦେହୁରୀ ନାମକ ଏକ  ଛୋଟ ଶିଶୁର ମୁଣ୍ଡ ଅଚାନକ ଭାବେ ବଢୁଥିବା ଦେଖିବାକୁ ମିଳିଛି. କ୍ରିଷ୍ଣା ଦେହୁରୀଙ୍କ...
video

ଅଧାରେ ସମଲିଙ୍ଗୀ ପ୍ରେମ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମରିଖୋଲ ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସମଲିଙ୍ଗୀ ପ୍ରେମ. ମାମଲା ଏବେ ପୋଲିସ ଥାନାରେ ପହଞ୍ଚିଛି. ମିଳିଥିବା ସୂଚନା ଅନୁସାରେ, ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିକୋଲ ଗାଁର ରିବିକା ସୁନା ନୟାଗଡର...

ଜେଲରୁ ଖସିଯିବାକୁ ଉଦ୍ୟମ

ପୁଣି ପୁଞ୍ଜିଲାଲର ମାଷ୍ଟର ପ୍ଲାନ । ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ ଜେଲରୁ ଖସି ପଳାଇବାକୁ ଉଦ୍ୟମ କରିଛି ପୁଞ୍ଜିଲାଲ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଅପରାଧିକ ମାମଲାରେ...
video

ନିଆଁ ଲାଗି 20 ବଖରା ପାଉଁଶ

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଚିନ୍ତାଲିଗୁଡା ଗାଁରେ  ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି. ଫଳରେ ଅଗ୍ନିକାଣ୍ଡରେ ପ୍ରାୟ 7ଟି ପରିବାରର 20 ବଖରା ଘର ପୋଡି ପାଉଁଶ ହୋଇଯାଇଛି. ଅଗ୍ନିକାଣ୍ଡ ଏଭଳି ଭୟଙ୍କର ଥିଲା ଯେ, ଚାହୁଁଚାହୁଁ...

12 ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର କେନ୍ଦ୍ରାପଡାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି. ଫଳରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି ଏବଂ ଅନେକ ଜାଗାରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି. ଏହାସହ ଇଣ୍ଟରନେଟ ସେବା...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...