26.1 C
Bhubaneswar
Tuesday, July 28, 2026
-Advertisement-

ବାପାଙ୍କ ଉପରେ ଆସିଥିବା ଅଭିଯୋଗ ପରେ ମଧ୍ୟ ମିଠୁକୁ ସର୍ପୋଟ କରିବେ ନନ୍ଦିତା ଦାସ!

ମିଠୁ ମାମଲାରେ ବାପାଙ୍କ ପ୍ରତି ଆସିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଝିଅ ନନ୍ଦିତା ଦାସ । । ଫେସବୁକ ପୋଷ୍ଟରେ ନନ୍ଦିତା କହିଛନ୍ତି ଯେ,ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଯୌନ ଶୋଷଣ ପ୍ରତିବାଦରେ ସମସ୍ତେ ଆଗକୁ ଆସିବା ଆବଶ୍ୟକ...

ଖୋଲିଲା ମନ୍ଦିର, ବଢିଲା ବିବାଦ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିଛି। ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବାବେଳେ ସେଠାରେ ହିଂସା ଲାଗି ରହିଛି। ସୂଚନାଯୋଗ୍ୟ, ଶାବରିମାଳା ମନ୍ଦିରରେ ସବୁ ବର୍ଗର...
video

ମହିଷାମର୍ଦ୍ଦିନୀଙ୍କ ମହାଷ୍ଟମୀ

ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ । ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଆବାହନୀ ସଂଗୀତରେ ସମଗ୍ର ପରିବେଶ ଉତ୍ସବମୁଖର। ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ପୂରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞ ତଥା ପରମ ବୈଷ୍ନବୀ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାତ୍ୟା, ବନ୍ୟାରେ ପ୍ରଭାବିତ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ

ମହାବତ୍ୟା ତିତଲିରେ ୫୨ ଲୋକଙ୍କ ଜୀବନ ଚାଲିଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସରକାରଙ୍କ ପ୍ରାଥମିକ ରିପୋର୍ଟ ଅନୁସାରେ ୨ ହଜାର ୨୦୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିଛି ।...

କ୍ଷମା ପରେ କ୍ଷମା ପ୍ରାର୍ଥନା କରିଚାଲିଛନ୍ତି ଅଭିଜିତ

ଶେଷରେ ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଅନୁତାପ କରିଛନ୍ତି ଆୟାର । ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି...

ହସିନ ଜହାନ ଧରିଲେ କଂଗ୍ରସର ହାତ

ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜହାମ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି । ସେ ମୁମ୍ଵାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ସଞ୍ଜୟ ନିରୁପମଙ୍କ ଉପସ୍ଥିତିରେ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି ।...
video

ଶାରୀରିକ ସଂପର୍କ ରଖିଲେ ମିଳିବ ଋଣ ! ଭୟଙ୍କର ପରିଣାମ

ଆମର ସାମାଜିକ ଅଧୋପତନ ଏତେ ତଳକୁ ଚାଲିଗଲାଣି ଯେ, ଆମେ ଆଉ ସ୍ଥାନ, କାଳ, ପାତ୍ର କିଛି ବାଛ ବିଚାର କରୁନାହୁଁ . ଦେଶର ନିୟମ କାନୁନ ବି କିଛି କରିବା ସମ୍ଭବ ନୁହେଁ. ଏମିତି ଏକ ଘଟଣା ଘଟିଛି ବେଙ୍ଗାଲୁରୁ...

୨୬ ଜଣଙ୍କ ଜୀବନ ନେଇଛି ‘ତିତଲି’, ଏସଆରସିଙ୍କ ସ୍ପଷ୍ଟୀକରଣ

ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଜନିତ ମୃତ୍ୟୁ ନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି.ତିତଲୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି.କେବଳ ଗଜପତି ଜିଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି.ଏହାସହ ଗଞ୍ଜାମରେ ୩...

କୋହିନୂରକୁ ନେଇ ଏଏସଆଇ ଦେଲା ନୂଆ ତଥ୍ୟ

ଭାରତର ଅମୂଲ୍ୟ ରତ୍ନ କୁହାଯାଉଥିବା କୋହିନୂରକୁ ନେଇ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ନୂଆ ତଥ୍ୟ ଦେଇଛି. ଯେଉଁଥିରେ କୁହାଯାଇଛି ଯେ, ସେତେବେଳେ ଲାହୋର ରାଜା ଏହି ହୀରାକୁ ଇଂଲଣ୍ଡର ତତ୍କାଳୀନ ରାଣୀ ଭିକ୍ଟୋରିଆଙ୍କୁ ସମର୍ପିତ କରିଥିଲେ. ଏଏସଆଇର ରିପୋର୍ଟ...

ଆହ୍ଲାବାଦ ହେଲା ପ୍ରୟାଗରାଜ

ଉତ୍ତରପ୍ରଦେଶର ରାଜଧାନୀ ଆହ୍ଲାବାଦର ନାମ ପରିବର୍ତ୍ତନ କରାଯାଇଛି । ଆହ୍ଲାବାଦର ନାମ ବଦଳାଯାଇ ପ୍ରୟାଗରାଜ ରଖାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି । ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com