ମହିଳାଙ୍କୁ ଛୁଇଁଲେ ହୋଇପାରେ ଜେଲ୍
ଦେଶରେ ଗୋଟିଏ ପଟେ #metoo ଅଭିଯାନ ଜୋର ଧରିଥିବା ବେଳେ ଅନ୍ୟପଟେ, ଯେଉଁ ମହିଳାମାନେ ଏହି ମାମଲାରେ ଚୁପ୍ ବସିଥିଲେ ସେମାନେ ଏବେ ସାମ୍ନାକୁ ଆସୁଛନ୍ତି ଓ ନିଜ ସହ ହେଇଥିବା ସେକ୍ସୁଆଲ୍ ହାରାସମେଣ୍ଟ ଘଟଣା ସଂପର୍କରେ ବଖାଣୁଛନ୍ତି. ତେବେ...
ଇଣ୍ଟର ପାସ କରିଥିବା ଅବିବାହିତା କନ୍ୟାକୁ ମିଳିବ ୧୦ ହଜାର
ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାଲ୍ୟ ବିବାହ ବିରୋଧରେ ଆରମ୍ଭ କରିଛନ୍ତି ଅଭିଯାନ । ଏହା ଅନ୍ତର୍ଗତ ଇଣ୍ଟର ପାସ କରିଥିବା ଅବିବାହିତା କନ୍ୟାକୁ ସରକାର ୧୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ...
ରାଫେଲ ଡିଲ୍ ପ୍ରସଙ୍ଗ
ଭାରତ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ୍ ଯୁଦ୍ଧ ବିମାନ ଡିଲ୍ ନେଇ ବୁଧବାର ଅର୍ଥାତ୍ ଆଜି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି. ସୁପ୍ରିମ୍ କୋର୍ଟ ଏ ବିଷୟରେ ସବିଶେଷ ବିବରଣୀ ଦେବା ପାଇଁ କେନ୍ଦ୍ରକୁ କହିଛନ୍ତି....
ହକି ବିଶ୍ୱ କପରେ ଯୋଗଦେବେ କିଙ୍ଗଖାନ୍
ନଭେମ୍ବର 27 ତାରିଖରେ କଳିଙ୍ଗବ ଷ୍ଟାଡିୟମରେ ହେବାକୁ ଯାଉଛି ମେନ୍ସ ହକି ବିଶ୍ୱ କପ୍. ଏଥିପାଇଁ ଓଡିଶା ଆସିବେ ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍. ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ ହେବାକୁ ଥିବା ମେନ୍ସ ହକି...
ନ୍ୟୁ ଫରକ୍କା ଏକ୍ସପ୍ରେସର ବଗି ଲାଇନଚ୍ୟୁତ : ୭ମୃତ
ଉତ୍ତରପ୍ରଦେଶ ରାୟବରେଲୀର ହରଚନ୍ଦ୍ରପୁର ନିକଟରେ ବୁଧବାର ଭୋର ସମୟରେ ନ୍ୟୁ ଫରକ୍କା ଏକ୍ସପ୍ରେସ ଦୂର୍ଘଟଣା ଗ୍ରସ୍ତ ହୋଇଛି । ଏହାର ୯ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି ।...
ମନ୍ତ୍ରୀଙ୍କ ଗାଡିକୁ ଟମାଟୋ ମାଡ
ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଗାଡିକୁ ଟମାଟୋ ମାଡ । ରାଜନଗରରେ ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ମାଡ । ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବାକୁ ପରିବହନ ମନ୍ତ୍ରୀ ଆଜି କେନ୍ଦ୍ରପଡା ଜିଲ୍ଲାର ରାଜନଗର ବ୍ଲକ ଯାଇଥିବାବେଳେ ଏହି...
ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ,୮ମୃତ ୧୪ ଆହତ
ଛତିଶଗଡ ରାଏପୁରରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ପୋରଣ ଘଟି ୮ଜଣଙ୍କ ମୃତୁ୍ୟ ହେବା ସହ ୧୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ପାଖାପାଖି ୨୦ ଜଣ ଶ୍ରମିକ କାମ କରୁଥିବା ସମୟରେ ହଠାତ ଏକ ପାଇପ ଲାଇନ...
ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ନେଇ ରାଜନୀତି ଛୁଙ୍କ
ଓଡିଆ କହିବା ପାଇଁ ନବୀନ ସଂକଳ୍ପ ନିଅନ୍ତୁ:ବିଶ୍ୱଭୂଷଣ
ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଚି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି ।...
ଆସୁଛି ତିତଲି : 9 ରୁ ପବନ 10 ରୁ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି. ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ...
ପାରାଦୀପରେ ପହଁଞ୍ଚିଲା ମେମୋ ଟ୍ରେନ
ସୋମବାର ପ୍ରଥମ କରି ପାରାଦୀପକୁ ମେମୋ ଟ୍ରେନ ଚଳାଚଳ କରିଛି । ପୂର୍ବତଟ ରେଲୱେ ପକ୍ଷରୁ ଏହି ଟ୍ରେନ ଚଳାଚଳ କରିବ । ପୂର୍ବରୁ ଚାଲୁଥିବା ପାରାଦୀପ-ପଲାସା ଯାତ୍ରୀବାହୀ ଟ୍ରେନ ବଦଳରେ ଏହା ଚାଲିବ । ଦିନକୁ ଥରେ ଏହି...








