ଅବିବାହିତ ମହିଳାଙ୍କୁ ମିଳିବ ପେନସନ
ଅବିବାହିତ ମହିଳାଙ୍କ ପାଇଁ ମଧ୍ୟପ୍ରଦେଶ ସରକାର ଏକ ଖୁସି ଖବର ଆଣିଛନ୍ତି । ଅବିବାହିତ ମହିଳାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ପେନସନ ଯୋଜନା । ୫୦ରୁ ୭୯ ବର୍ଷ ବୟସ୍କ ଅବିବାହିତ ମହିଳାଙ୍କୁ ମାସିକ ୩ଶହ ଟଙ୍କାର...
ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପି ଜନଜାଗରଣ କରିବ ବିଜେପି
ନବୀନଙ୍କୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର କହି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏଥିପାଇଁ ବିଜେପି ରାଜ୍ୟବ୍ୟାପୀ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ...
ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି
ପୂର୍ବ ବର୍ଷ ବିଭିନ୍ନ କଲେଜ୍ ରେ ଯୁକ୍ତ ଦୁଇ ପରୀକ୍ଷାରେ ହୋଇଥିବା କପିକୁ ରୋକିବା ପାଇଁ ଚଳିତ ବର୍ଷ ସ୍କୁଲ ଓ ମାସ୍ କମ୍ୟୁନିକେସନ ପକ୍ଷରୁ କଡାକଡି ନିୟମ ଜାରି କରାଯାଇଛି. କପି ରୋକିବାକୁ ଏହି ବିଭାଗ ସବୁ ଜୁନିୟର୍...
‘ଓଡ଼ିଶାରେ ସୁଶାସନ ପ୍ରତିଷ୍ଠାରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ’: ନିରଂଜନ
ଜିଲ୍ଲାସ୍ତରୀୟ ରାଜନୀତିରେ ସଂସ୍କାର ପାଇଁ ଏବଂ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଓ ବାସ୍ତବତା ମଧ୍ୟରେ ଥିବା ପ୍ରାର୍ଥକ୍ୟ ଲୋକଲୋଚନକୁ ଆଣିବା ଉଦେ୍ଦଶ୍ୟରେ ବାଲେଶ୍ୱରରେ ଖୋଲାମଞ୍ଚ ଆୟୋଜନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି...
ଜମ୍ମୁ କଶ୍ମୀରରେ ଭୋଟିଂ ଆରମ୍ଭ
ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଛି ମୁ୍ୟନିସପାଲିଟି ନିର୍ବାଚନ ପାଇଁ ଭୋଟିଂ । କଡା ସୁରକ୍ଷା ମଧ୍ୟରେ ସୋମବାର ଆରମ୍ଭ ହୋଇଛି ମତଦାନ । ଭୋଟ ବର୍ଜନ ଲାଗି ଆତଙ୍କବାଦୀଙ୍କ ତାଗିତ ସତ୍ତ୍ୱେ ଲୋକମାନେ ଧାଡିବାନ୍ଧି ବହୁସଂଖ୍ୟାରେ ମତଦାନ କେନ୍ଦ୍ରରେ ଭୋଟ...
ଆସୁଛି ‘ତିତଲି’, ୪୮ ଘଣ୍ଟା ମଧ୍ୟରେ ଅବପାତ ବାତ୍ୟାର ରୂପ ନେଇପାରେ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ...
ଶିଶୁକନ୍ୟା ବଳାତ୍କାର ମାମଲା: ଭୟରେ ଗୁଜୁରାଟ ଛାଡୁଛନ୍ତି ପ୍ରବାସୀ ଶ୍ରମିକ
ଉତ୍ତର ଗୁଜରାଟ ଛାଡୁଛନ୍ତି ଅଣଗୁଜୁରାଟୀ ଲୋକ । ବିଶେଷ କରି କାମ ପାଇଁ ଗୁଜୁରାଟ ଯାଇଥିବା ବିହାର ଓ ଉତ୍ତର ପ୍ରଦେଶ ଲୋକେ ଭୟରେ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଗୁଜୁରାଟୀ ଲୋକଙ୍କ ଆକ୍ରମଣ ଭୟରେ ସେମାନେ...
ଅଧାରେ ରହିଗଲା ଜଗା ଦର୍ଶନ
ଅଧାରେ ରହିଗଲା କାଳିଆ ଦର୍ଶନ । ପୁରୀ ଯାତ୍ରା ହୋଇଗଲା ଶେଷ ଯାତ୍ରା । ଦୁରଦୂରାନ୍ତରୁ କାଳିଆ ଦର୍ଶନ ପାଇଁ ଧାଇଁଆସୁଛନ୍ତି ଭକ୍ତ । ହେଲେ ଅଧାରେ ରହିଯାଉଛି ଦର୍ଶନ । ଉତ୍ତରପ୍ରଦେଶରୁ ପ୍ରାୟ ୬୦ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀଙ୍କୁ...
ପୁରୀ ହିଂସାକାଣ୍ଡ : ୫ ପୋଲିସ ନିଲମ୍ବିତ, ଗଣ୍ଡଗୋଳରେ ସାମିଲ ଥିଲେ ନେତା ଓ ସେବାୟତ
ପୁରୀରେ ଧାଡି ଦର୍ଶନକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୋଲିସ ନିଲମ୍ବିତ ହୋଇଛନ୍ତି । ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ...
ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହେଲେ ମହିଳା,ମୋବାଇଲ୍ ଲାଇଟରେ ହେଲା ଚିକିତ୍ସା
ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ହେଲେ ଅପରାଧ ଭିଆଇଥିବା ଅଭିଯୁକ୍ତର ପତ୍ତା ପାଇନି ପୋଲିସ । ଘଟଣାଟି ଘଟିଛି କେନ୍ଦୁଝର...








