ତେଲ ଦର ବୃଦ୍ଧି ନେଇ ତାତିଲା ଗୃହ
ରାଜ୍ୟରେ ତୈଳ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ବଡ ସମସ୍ୟା ହୋଇଯାଇଛି । ଏହାକୁ ନେଇ ଏବେ ରାଜନୀତି ବେଶ୍ ସରଗଗରମ ହୋଇଛି । ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଶୁକ୍ରବାର...
ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ବିକ୍ଷୋଭ
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ନିଆଁ ତେଜିବାରେ ଲାଗିଛି । ପ୍ରତିବାଦରେ ବିଭିନ୍ନ ପେଟ୍ରୋଲ ପମ୍ପ ପାଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରତିବାଦ ସଭାରେ ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କ...
ଭାରତରେ ନିର୍ମାଣ ହେବ 10,000 ସିଏନଜି ଷ୍ଟେସନ
58ତମ ବାର୍ଷିକ ସିଆନ କନଭେନସନରେ ଯେତେବେଳେ ସମସ୍ତଙ୍କ ଆଲୋଚନା ଇଲେକ୍ଟ୍ରିକ ଭେଇକେଲ ଉପରେ କେନ୍ଦ୍ରିତ ହେଉଥିଲା ସେତତେବେଳେ ପ୍ରାକୃତିକ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏନଜି କଥା କହି ଲୋକଙ୍କ ଧ୍ୟାନ ହଟାଇଥିଲେ. ସେ କହିଲେ 2030 ମସିହା...
ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରସ୍ତୁତ ହେଲା ଡ୍ରାଫ୍ଟ ଗାଇଡଲାଇନ
ଓଡିଶା ସରକାର ପ୍ଲାଷ୍ଟିକ ବ୍ୟାଗ ଓ ପଲିଥିନ ଉପର ଗାଇଡଲାଇନ ଚିଠା ପ୍ରକାଶ କରିଛନ୍ତି. ଏହା ଚୂଡାନ୍ତ ହେବା ପରେ ଆସନ୍ତା ଅକ୍ଟୋବର 2ରୁ ଲାଗୁ କରାଯିବ. ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ଗାଇଡଲାଇନ ଅନୁଯାୟୀ...
ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ – ସୁପ୍ରିମକୋର୍ଟ
ସମଲିଙ୍ଗୀ ସମ୍ପର୍କ ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଇଛନ୍ତି ଐତିହାସିକ ରାୟ । ସର୍ବୋଚ୍ଚ ଅଦାଲତର ୫ ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି । ଏହାଦ୍ୱାରା ପ୍ରଚଳିତ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ର...
ସବର୍ଣ୍ଣଙ୍କ ଭାରତ ବନ୍ଦ: ରେଳ ଚଳାଚଳ ଠପ
କେନ୍ଦ୍ର ସରକାରଙ୍କ ଏସସି-ଏସଟି ଆକ୍ଟ ସଂଶୋଧନ ବିରୋଧରେ ବିଭିନ୍ନ ସବର୍ଣ୍ଣ ସଙ୍ଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାରର କେତେକ ଅଞ୍ଚଳରେ...
ଭୟାଭୟ ଅଗ୍ନିକାଣ୍ଡରେ ଦୁଇ ମୃତ
ଅନୁଗୋଳ ଜିଲ୍ଲାର ଝରାସିଂହା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ଘରେ ନିଆଁ ଲାଗିଯିବାରୁ ଭିତରେ ଥିବା ଦୁଇଜଣ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନିରଶ ସୁରୀ ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।...
ସୁପ୍ରିମକୋର୍ଟରେ ରାଫେଲ୍ ଡିଲ୍ : ଆସନ୍ତା ସପ୍ତାହରେ ଶୁଣାଣି
ରାଫେଲ୍ ଡିଲ୍ ବିବାଦକୁ ନେଇ ସରଗରମ ରାଜନୀତି । ଏହି ବିବାଦ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ । ଡିଲକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ । ଆସନ୍ତା ସପ୍ତାହରେ ଏହି ଆବେଦନର ଶୁଣାଣି ହେବ...
ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି ୩ ମୃତ
ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ଲୋକଙ୍କର କୌଣସି ସୂଚନା ମିଳିପାରିନାହିଁ । ଡଙ୍ଗାରେ ୪୫ ଜଣ ଲୋକ ଥିଲେ । କୂଳରୁ ୨୦୦ ମିଟର ଦୂରରେ...
ଦୁର୍ଭାଗ୍ୟ: ଜନ୍ମଦିନରେ ମୃତ୍ୟୁର ଡାକରା
ମର୍ମନ୍ତୁଦ ସଡକ ଦୂର୍ଘଟଣା । ପୁଅର ଜନ୍ମଦିନ ପାଇଁ କେକ୍ ଆଣି ଘରକୁ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ବାପା-ପୁଅଙ୍କର ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କଟକ- ପାରାଦୀପ ରାସ୍ତାର ପଥୁରିଆ ଛକଠାରେ...









