ଭୁଶୁଡିଲା ପାଣି ଟାଙ୍କି: ଭାଙ୍ଗି ରୁଜି ଚୁରମାର ହେଲା ଅଫିସ
ରାଉରକେଲା ଟାଉନସିପରେ ଅଘଟଣ । ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡି ପଡିବାରୁ ୱେସ୍କୋ ଅଫିସ୍ ଚୁରମାର ହୋଇଯାଇଛି । ଏଥିରେ କିଛି ଲୋକ ଆହତ ହେବା ସହ ଘଟଣାସ୍ଥଳରେ ବାଇକ୍ ଓ ସାଇକଲ୍ ସବୁ ଭାଙ୍ଗିଯାଇଥିବା ଜଣାପଡିଛି...
ମେଘାଳୟ ବିଧାନସଭା ଉପନିର୍ବାଚନ:ସାଙ୍ଗମାଙ୍କ ବିଜୟ
ମେଘାଳୟ ମୁଖ୍ୟମନ୍ତ୍ରୀ ଓ ନେସନାଲ ପିପଲସ ପାର୍ଟିର ନେତା କୋନାର୍ଦ ସାଙ୍ଗମା ଦକ୍ଷିଣ ତୁରା ବିଧାନସଭା ଉପନିର୍ବାଚନ ଆସନରୁ ୮,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ଚାର୍ଲୋଟ ଡବ୍ଲ୍ୟୁ ମୋନିମଙ୍କ ଠାରୁ...
ଭୁଷୁଡିଲା କୋଠା, ଚାପି ହୋଇ ରହିଛନ୍ତି ଅନେକ ଲୋକ
ଗୁଜରାଟ ଅମ୍ମଦାବାଦରେ ଓଢବ ଅଞ୍ଚଳରେ ଅଘଟଣ । ଏଠାରେ ଥିବା ଏକ ପୁରୁଣା ୪ ମହଲା କୋଠା ଭୁଷୁଡି ପଡିଛି । ଏଥିରେ ଜଣେ ଲୋକଙ୍କର ମୃତୁ୍ୟ ହୋଇଛି । ଏଥିରେ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି...
ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ସାଇନା
ଭାରତୀୟ ମହିଳା ଶଟଲର ସାଇନା ନେହ୍ୱାଲଙ୍କୁ ଚଳିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡିଛି । ସେମାବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ୧୭-୨୧, ୧୪-୨୧ ଗେମରେ ବିଶ୍ୱର ନଂ ୧ ଖେଳାଳୀ ଜୁ ୟିଙ୍ଗଙ୍କ...
କାଠ ଫାଳିଆରେ ପିଟି ହତ୍ୟା, ଭାଇ ଭାଉଜ ଅଟକ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ଏହି ଗାଁର ପ୍ରଦିପ ମଲ୍ଲୀକ(୪୦) ନାମକ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଛି । ତାଙ୍କ ଶୋଇବା ଘରୁ ରକ୍ତ ଜୁଡୁ...
ଭୋଟ ପରିଚୟ ପତ୍ରରେ ସନ୍ନୀ ଲିଓନୀ, ହାତୀ, ହରିଣ ଓ ପାରାଙ୍କ ଫଟୋ
ଭାରତରେ ସବୁ କିଛି ସମ୍ଭବ. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପଶୁ, ପକ୍ଷୀଙ୍କ ନାଁରେ ଭୋଟ ପରିଚୟ ପତ୍ର ବାହାରିଛି. ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ. ଉତ୍ତରପ୍ରଦେଶର ବଳିଆ ନଗର ଭୋଟର ତାଲିକାରେ ଏଭଳି ଆଶ୍ଚର୍ଯ୍ୟକର କଥା...
ଫୋନରେ ସ୍ୱାମୀଙ୍କ ଟ୍ରିପଲ୍ ତଲାକ : ବିଷ ଖାଇ ଆତ୍ମହତ୍ୟା କଲେ ସ୍ତ୍ରୀ
ଏତେ ବାଦ ବିବାଦ ପରେ ନିଜର ଗୁରୁତ୍ୱ ହରାଇନି ଟ୍ରିପଲ୍ ତଲାକ୍ । ଏମିତି ଏକ ଘଟଣା ଯାହା ଆଜି ବି ସମାଜ ଆଗରେ ଅନେକ ପ୍ରଶ୍ନ ଉଠାଉଛି ।
ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଫୋନରେ ନିଜ ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ...
ଚା କିଲୋ 40 ହଜାର ଟଙ୍କା
ଭାରତରେ ଚା ର ମୂଲ୍ୟରେ ନୂଆ ନୂଆ ରେକର୍ଡ ତିଆରି ହେବା ଓ ଭାଙ୍ଗିବା ପରମ୍ପରା ଚାଲୁ ରହିଛି । ଏକ ମାସ ଭିତରେ ଓ୍ୱାର୍ଲ୍ଡ ରେକର୍ଡକୁ ଭାଙ୍ଗିଛି ଆଉ ଏକ ରେକର୍ଡ । ଏଥର 40 ହଜାର ଟଙ୍କା...
ଚୁମ୍ବନ ଦେଇ ଚିକିତ୍ସା କରୁଥିବା ଚୁମା ବାବା ଗିରଫ
ମହିଳାଙ୍କୁ ଚୁମ୍ବନ ଦେଇ ଲୋକଙ୍କ ରୋଗ ଭଲ କରିଦେଉଛନ୍ତି ବୋଲି ଦାବୀ କରୁଥିବା ଆତ୍ମଘୋଷିତ ଚୁମା ବାବାଙ୍କୁ ପୋଲିସ ଗିରଫ କରିଛି । ଆସାମ ମୋରି ଗାଁର ରାମ ପ୍ରକାଶ ଚୌହାନ ନାମକ ଜଣେ ଭଣ୍ଡ ବାବାଙ୍କୁ ବୁଧବାର ପୋଲିସ...
ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତାର ପାଠ ପଢେଇଲେ ଉପରାଷ୍ଟ୍ରପତି
ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ. ତେଣୁ ଡାକ୍ତରୀ ପେଶା ହେଉଛି ମହାନ ପେଶା । ଏହା ଏକ ମିଶନ ହେବା ଉଚିତ, କମିଶନ ନୁହେଁ । ନିଜ ଭିତରେ ପ୍ରଥମେ ସ୍ୱଚ୍ଛତା ଆଣିବା ଆବଶ୍ୟକ । ଶରୀର, ମନ ଓ...








